ନୂଆଦିଲ୍ଲୀ : ୨ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ କୋଭିଡି ପ୍ରତିଷେଧକ ଟୀକା ଦେବାପାଇଁ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନକୁ ଡ୍ରଗ୍ସ ଏବଂ କମ୍ପ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ ) ଅନୁମୋଦନ କରିଥିବା ଜଣାଯାଇଛି। ପିଲାମାନଙ୍କୁ କୋଭିଡ୍ ଟିକା ଦେବା ପାଇଁ ସବ୍ଜେକ୍ଟ ଏକ୍ସପର୍ଟ କମିଟି (SEC) ଆବଶ୍ୟକ ଅନୁମୋଦନ ଦେଇଛି ବୋଲି ଜାତୀୟ ଗଣମାଧ୍ୟମ ଏଏନଆଇ ସୂତ୍ରରୁ ଜଣାପଡିଛି |
Sign in
Sign in
Recover your password.
A password will be e-mailed to you.