Sign in
Sign in
Recover your password.
A password will be e-mailed to you.
ପାଟଣାଗଡ଼ ଉପଖଣ୍ଡ ଚାଷୀଙ୍କୁ ପର୍ଯ୍ୟାପ୍ତ ମାତ୍ରାରେ ସାର ମିଳୁନି, ଚାଷୀ ମହଲରେ ଅସନ୍ତୋଷ ବୃଦ୍ଧି ପାଉଛି
ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ )-ଆଜି ଚାଷୀ ପାଇଁ ମାନବ ସମାଜର ସତ୍ତା ତିଷ୍ଠି ରହିଛି କହିଲେ କିଛି ଭୁଲ ହେବନି!ହେଲେ ପାଟଣାଗଡ଼ ଉପଖଣ୍ଡର ଚାଷୀ ମାନଙ୍କ ଚାଷ କାର୍ଯ୍ୟ ପାଇଁ ଯେତିକି ପରିମାଣର ସାରର ଆବଶ୍ୟକତା ଅଛି ସେତିକି ପରିମାଣର ସାର ମିଳୁନଥିବାରୁ ଚାଷ କାର୍ଯ୍ୟରେ ସମସ୍ୟା ସୃଷ୍ଟି ହେଉଛି…
ଡାକ୍ତର ନାରାୟଣୀ ପଣ୍ଡାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ସାହୁ
"ମୋ କଲେଜ ଅଭିଯାନ" ଅନ୍ତର୍ଗତ ନିଜ କଲେଜ ପାଇଁ ସ୍ଵଅର୍ଜ୍ଜିତ ପୁଞ୍ଜିରୁ ୩୦ ଲକ୍ଷ ଦାନ କରି ଚର୍ଚ୍ଚାରେ ଡାକ୍ତର ପଣ୍ଡା
ସମ୍ବଲପୁର (ଶାସକ ପ୍ରଶାସକ) : ବୟସ ୮୪ ବର୍ଷ ହେଲେ ବି ତାଙ୍କ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ବୟସ। କିଛି କରିବାର ନିଶା ପାଇଁ ମୋ କଲେଜ ଅଭିଯାନ ରେ ସାମିଲ ହୋଇ…
ଆପିକଲ ପରିଚାଳନା ନିର୍ଦ୍ଦେଶକ ତଥା ନୋଡାଲ ଅଫିସରଙ୍କ ରାୟଗଡ ଜିଲ୍ଲା ଗସ୍ତ
ରାୟଗଡ/ ସରୋଜ ସାହୁ : ଆପିକଲ ପରିଚାଳନା ନିର୍ଦ୍ଦେଶକ ତଥା ନୋଡାଲ ଅଫିସର ଶ୍ରୀ ପ୍ରଭାତ କୁମାର ରାଉଳ ଦୁଇ ଦିନିଆ ଗସ୍ତରେ ଆସି ରାୟଗଡ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଚାଲିଥିବା କାର୍ଯ୍ୟ କ୍ଷେତ୍ର ପରିଦର୍ଶନ କରିଛନ୍ତି । ଗତ ତା. ୧୪.୦୭.୨୦୨୧ ରିଖରେ ଗୁଡାରୀ ବ୍ଲକ ଆନ୍ତର୍ଗତ ସାନଉମା ପଂଚାୟତ…
ଜନସଂଖ୍ୟା ଆଇନ ପ୍ରଣୟନ ଦାବିରେ ପ୍ରଧାନମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ
ତୃତୀୟ ସନ୍ତାନ ଜନ୍ମ ଦେବା ଦମ୍ପତିଙ୍କୁ ଜେଲଦଣ୍ଡ ଦିଆଯାଉ : ଜେ ଏସ ଏଫ୍
ରାୟଗଡ଼ା (ସରୋଜ ସାହୁ) ; ଯେଉଁ ଦେଶରେ ଜନସଂଖ୍ୟାର ସଠିକ ସନ୍ତୁଳନ ଅଛି ସେହି ଦେଶ ଗୁଡିକରେ ସ୍ୱାସ୍ଥ୍ୟ ,ଶିକ୍ଷା ,ନିଯୁକ୍ତି , ସୁଷମ ଖାଦ୍ୟ ,ଗମନାଗମନର ସୁବ୍ୟବସ୍ଥା ଥିବାବେଳେ ପର୍ଯ୍ୟାବରଣ ଓ ପରିବେଶ ବେଶ…
ଡଙ୍ଗରିଆ ଅଂଚଳରେ ଆଦିବାସୀଙ୍କ ଚକ୍ଷୁ ଅଧ୍ୟୟନ ଗବେଷଣା ପ୍ରକଲ୍ପର ଶୁଭାରମ୍ଭ କଲେ ଜିଲ୍ଲାପାଳ
“ଆସନ୍ତା ତିନି ମାସ ମଧ୍ୟରେ ୯୯ ଗୋଟି ଗ୍ରାମର ୧୦୧୯୦ ଜଣଙ୍କୁ ସେବା ଯୋଗାଇବା ଲକ୍ଷ୍ୟ”
ରାୟଗଡ/ ସରୋଜ ସାହୁ : ରାୟଗଡ ଜିଲ୍ଲାର ବିଷମକଟକ ବ୍ଲକ ଅନ୍ତର୍ଗତ କୁର୍ଲି ଗ୍ରାମ ପଂଚାୟତର ଖଜୁରୀଗାଁ ଓ କାଡ୍ରାଗୁମା ଗ୍ରାମରେ ଆଦିମ ଜନଜାତି ଓ ଡଙ୍ଗରିଆଙ୍କ ଚକ୍ଷୁ ବିନା ଶୁଳ୍କରେ ପରୀକ୍ଷା ଓ…
ଐତିହାସିକ କୀର୍ତ୍ତି ବହନ କରୁଥିବା ତାଳଦଣ୍ଡା କେନାଲର ନବୀକରଣ କାର୍ଯ୍ୟ
ଜଳସେଚନର ସୁବିଧା ସାଙ୍ଗକୁ କେନାଲର ନୂଆ ରୂପ ହୋଇଛି ଆକର୍ଷଣୀୟ ।
ଭୁବନେଶ୍ୱର (ଶାସକ ପ୍ରଶାସକ): କଟକର ପୁରାତନ ଐତିହାସିକ କୀର୍ତ୍ତିମାନ ତାଳଦଣ୍ଡା କେନାଲର ନବୀକରଣ କାର୍ଯ୍ୟ ନୂତନ ଜ୍ଞାନକୌଶଳ ପ୍ରୟୋଗରେ ଶେଷ ହୋଇଛି । ଏହା ସାଙ୍ଗକୁ ଏହାର ରୂପ ବଦଳିଛି । ଅତ୍ୟାଧୁନିକ ସ୍ୱତନ୍ତ୍ର…
ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ତରଫରୁ ଉପ ଜିଲ୍ଲାପାଳ ଙ୍କୁ ଦାବିପତ୍ର।
ଟିଟିଲାଗଡ, (ଗୌରବ ଦର୍ଜୀ ) -ଜନସଂଖ୍ୟା ସମାଧାନ ଫାଉଣ୍ଡସନ ଓଡିଶା ପ୍ରଦେଶ , ବଲାଙ୍ଗିର ଜିଲ୍ଲା ଶାଖାର ସଭାପତି ଆଡଭୋକେଟ ଆଲୋକ ନାୟକ ସମେତ ଜିଲ୍ଲାର କର୍ଯ୍ୟକତ୍ତା ଓ ଓଡ଼ିଶା ପ୍ରଦେଶର ପଦାଧିକାରୀ ଏବଂ କାର୍ଯ୍ୟକାରିଣୀ ସଦସ୍ୟ ସଦସ୍ୟା ମାନେ ଟିଟିଲାଗଡ଼ ଉପ-ଜିଲ୍ଲାପାଲ ଙ୍କ ଜରିଆରେ …
୧୫ ବର୍ଷରେ ସୋଆ – ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ପୂର୍ବ ଭାରତର ଉଜ୍ୱଳ ନକ୍ଷତ୍ର
ଦୁଇ ଦଶନ୍ଧି ପୂର୍ବେ ଭୁବନେଶ୍ୱରରେ ଜନ୍ମ ନେଇଥିବା ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଆଜି ପୂର୍ବ ଭାରତରେ ଏକ ଉଜ୍ୱଳ ଉଚ୍ଚଶିକ୍ଷା କେନ୍ଦ୍ର ଭାବେ ଉଭା ହୋଇଛି । ଶିକ୍ଷାର ଗୁଣବତା ଏବଂ ଅଭିନବ ଗବେଷଣା ଉପରେ ଗୁରୁତ୍ୱାରୋପ ହିଁ ଏହି ବିଶ୍ୱବିଦ୍ୟାଳୟର ବିଶେଷତ୍ୱ । ସୋଆ…
ପ୍ରଦୀପ୍ତ ମହାପାତ୍ରଙ୍କ ଗଳ୍ପ ସଂକଳନ ‘ମାଟି ଘୋଡା’ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ
ଭୁବନେଶ୍ବର, (ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ଠାରେ ଅବସରପ୍ରାପ୍ତ ପ୍ରଶାସକ ତଥା କଥାକାର ଶ୍ରୀ ପ୍ରଦୀପ୍ତ ମହାପାତ୍ରଙ୍କ ଗଳ୍ପ ସଂକଳନ ‘ମାଟି ଘୋଡା’ର ଲୋକାର୍ପଣ କରିଛନ୍ତି।
ମାଟିର ମହକରେ ନିଜକୁ ହଜାଇ ଦେଇଥିବା ପ୍ରଦୀପ୍ତ ତାରି ଭିତରେ ହିଁ…
ମିଶନ ଶକ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ୪୫୩.୫୦ କୋଟି ଟଙ୍କାର କୋଭିଡ ପ୍ୟାକେଜ
୩୩୮ ବ୍ଲକ ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ୧୬୯ କୋଟି, ୮୪.୫୦ କୋଟି ଆବର୍ତ୍ତନ ପାଣ୍ଠି, ମିଶନ ଶକ୍ତି ଋଣର ସୁଧ ରିହାତି ପାଇଁ ୨୦୦ କୋଟି
ମିଶନ ଶକ୍ତିର ମା ମାନେ ହେଉଛନ୍ତି ଓଡିଶାର ବିକାଶ ବାହିନୀ – ମୁଖ୍ୟମନ୍ତ୍ରୀ
ମିଶନ ଶକ୍ତିର ମା ମାନଙ୍କ ମନ କଥା - ମୁଖ୍ୟମନ୍ତ୍ରୀ ହେଉଛନ୍ତି…