ଓଡିଶା କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ନୂଆପଡା ଦୁଇ ବିଧାୟକ ଏବଂ ସାଂସଦ ଙ୍କୁ ଦାବୀପତ୍ର ପ୍ରଦାଦ

0 2

ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ: ନୂଆପଡା ଜିଲ୍ଲା କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ନୂଆପଡା ଜିଲ୍ଲା ଦୁଇ ବିଧାୟକ ଏବଂ କଲହାଣ୍ଡି ସାଂସଦ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ନୂଆପଡା ଠାରେ ସାଂସଦ ବସନ୍ତ କୁମାର ପଣ୍ଡା, ଏବଂ ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ଖରିଆର ରୋଡ଼ ଏବଂ ଖଡ଼ିଆଳ ଠାରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ଦାବୀପତ୍ର  ପ୍ରଦାନ କରିଛନ୍ତି।କନିଷ୍ଠ ଶିକ୍ଷକ ଙ୍କୁ ୨୦୧୩ ଚୁକ୍ତି ଭିତ୍ତିକ ନିଯୁକ୍ତି, ଏବଂ ପାରିତୋଷିକ ଵୃଦ୍ଧି ଦାବୀ କରିଛନ୍ତି। 

Leave A Reply

Your email address will not be published.