ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ: ନୂଆପଡା ଜିଲ୍ଲା ଗାନିଆରୀ ଗ୍ରାମରେ ଗିରିଗୋର୍ଦ୍ଧନ ପୂଜା ଅବସରରେ କଳସ ଯାତ୍ରା ପାଳିତ ହୋଇଯାଇଅଛି। ଏହି ପୂଜା ଆଜି ଠାରୁ ତିନି ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପ୍ରତ୍ୟେକ ଦିନ ମନୋରଂଜନ କାର୍ଯ୍ୟକ୍ରମ ହେବା ସହ କଳାକାର ମାନେ ନିଜ କଲା ନୈପୁର୍ଣ୍ଣ ପ୍ରଦର୍ଶନ କରିବେ। ଆୟୋଜନ କମିଟି ସଦସ୍ୟ ମାନେ ହେଲେ- ପରମେଶ୍ବର ହଂସ (ସଭାପତି) ଚୌବନ ଥପା (ସଂପାଦକ) ଚୁଲୁ ବାଗ (କୋଷାଧ୍ୟକ୍ଷ)ବିଦ୍ୟାଧର ଧାରୁଆ (ଉପସଭାପତି) , ଟିକେଶ୍ଵର ହଂସ (ସହସମ୍ପଦକ) ପୂଜକ- ଶୋଭକାର ହୋତା,ଦାମୋଦର କର।
Sign in
Sign in
Recover your password.
A password will be e-mailed to you.