ନୂଆଦିଲ୍ଲୀସ୍ଥିତ ବାସଭବନରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କ ବୈଠକ

ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ତୈଳ ଏବଂ ଗ୍ୟାସ ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା- ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର– ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ତୈଳ ଏବଂ ଗ୍ୟାସ ପ୍ରକଳ୍ପର ଅଗ୍ରଗତି ଏବଂ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ବିଷୟରେ କେନ୍ଦ୍ର ଶିକ୍ଷା,…

ନ୍ୟାସନାଲ ଏକାଡେମୀ ଅଫ ମେଡିକାଲ ସାଇନ୍ସେସର ସଦସ୍ୟ ଭାବେ ସମ ପ୍ରଫେସର ମନୋନୀତ

ଭୁବନେଶ୍ୱର,: ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲର ଗାଷ୍ଟ୍ରୋଏନଟେରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡ଼ଃ ) ମନୋଜ କୁମାର ସାହୁ ନ୍ୟାସନାଲ ଏକାଡେମୀ ଅଫ ମେଡିକାଲ ସାଇନ୍ସେସ (ଭାରତ)ର ସଭ୍ୟ ଭାବେ ମନୋନୀତ ହେବାର ଗୌରବ ଅର୍ଜନ କରିଛନ୍ତି | ଅତ୍ୟାଧୁନିକ ଚିକିତ୍ସା…

କେଇ ସେକେଣ୍ଡ ମଧ୍ୟରେ ହ୍ବାଟସଆପ୍ ମାଧ୍ୟମରେ ମିଳିପାରିବ ଟୀକାକରଣ ପ୍ରମାଣପତ୍ର

ଭୁବନେଶ୍ୱର (ଶାସକ ପ୍ରଶାସକ) : କୋଭିଡ ଟୀକାକରଣ ପ୍ରମାଣପତ୍ର ବର୍ତ୍ତମାନ କେଇ ସେକେଣ୍ଡ ମଧ୍ୟରେ ମିଳିପାରିବ ହ୍ବାଟସଆପ୍ ମାଧ୍ୟମରେ | ଏ ବିଷୟରେ ଟୁଇଟ କରି ସୂଚନା ଦିଆଯାଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦପ୍ତର ପକ୍ଷରୁ | ବର୍ତ୍ତମାନ ପରିସ୍ଥିତିରେ ଯେତେବେଳେ ଅନେକ କ୍ଷେତ୍ରରେ…

ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଟିଟିଲାଗଡ ତୋଫାନି ଗସ୍ତ

ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ ସହ ସଂକଳ୍ପ ସଭାରେ ହେଲେ ସାମିଲ। ଟିଟିଲାଗଡ, ( ଗୌରବ ଦର୍ଜୀ)-ବଲାଙ୍ଗିର ଜିଲ୍ଲା ବିଜେଡି ପର୍ଯ୍ୟ ବେକ୍ଷକ ତଥା ଗ୍ରାମ୍ୟ ଉନ୍ନୟନ ବିଭାଗ , ଶ୍ରମ ବିଭାଗ ମନ୍ତ୍ରୀ ସୁଶାନ୍ତ ସିଂ , ପାଟଣାଗଡ ବିଧାୟକ ସରୋଜ ମେହେର ସହ ଆଜି ଏକ ଦିନିଆ ଟିଟିଲାଗଡ ସହରକୁ ଗସ୍ତ…

“ଜାବ” ପକ୍ଷରୁ ବରଗଡ ମା ବୈଷ୍ଣୋ ଦେଵୀ ପୀଠ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବରଗଡ : ଆଜି ଜର୍ଣ୍ଣାଲିଷ୍ଟ ଏସୋସିଏସନ୍ ଅଫ ବରଗଡ (ଜାବ) ପକ୍ଷରୁ ବରଗଡ ସହର ସନ୍ନିକଟ ପବିତ୍ର ପୀଠ ସ୍ଥଳୀ ମା ବୈଷ୍ଣୋ ଦେଵୀ ମନ୍ଦିର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। "ଜାବ"ର ସଭାପତି ରବି ପଣ୍ଡାଙ୍କ ପୌରହିତ୍ୟ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରେ ଅତିଥି ଭାବରେ…

ଦେଶବିଦେଶରେ ମହକିବ ‘କୋରାପୁଟ କଫି’: ବିକ୍ରିବଟା ପାଇଁ ‘ଟାଟା କଫି’ର ସହମତି

କୋରାପୁଟ କସମପଦର ଗାଁର ସଫଳ କଫି ଚାଷୀ ସୁଲୋଚନା ଖରଙ୍କ ଉଚ୍ଚ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ "କୋରାପୁଟର କଫି ଚାଷୀଙ୍କ ସମୃଦ୍ଧି ପାଇଁ ଏକ ନୂଆ ଆଶାର କିରଣ, କଫି ଚାଷୀଙ୍କ ସାମାଜିକ-ଆର୍ଥିକ ଉନ୍ନତିରେ ଏହା ବଡ଼ ଭୂମିକା ନିର୍ବାହ କରିବ।" - ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର(ଶାସକ ପ୍ରଶାସକ) :ଆମ…

ମହିପୁର ରୋଗୀ କଲ୍ୟାଣ ସମିତି ରେ ଦଶପଲ୍ଲା ବିଧାୟକ ଙ୍କ ଯୋଗଦାନ

(ସୁବ୍ରତ ପରିଡ଼ା)/ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମହିପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଗୋଷ୍ଠୀ…

ସାମ୍ବାଦିକଙ୍କ ପ୍ରତି ଅସମ୍ମାନ : ପ୍ରତିବାଦରେ ଧାରଣା ଓ ଡ଼ିଜିଙ୍କ ପ୍ରେସମିଟ ବର୍ଜ୍ଜନ

ବଲାଙ୍ଗୀର (ନିରୋଜ ମିଶ୍ର) ; ବଲାଙ୍ଗୀର ସହରରେ ସାମ୍ବାଦିକ ପ୍ରତି ଅପମାନ ହୋଇଥିବା ଅଭିଯୋଗ କରି ଆଜି ସାମ୍ବାଦିକ ମାନେ ଡ଼ିଜିଙ୍କ ପ୍ରେସମିଟକୁ ବର୍ଜନ କରିବା ସହ ଧାରଣାରେ ବସିଥିଲେ | ସୂଚନା ଅନୁସାରେ ଆଜି ସକାଳୁ ଡ଼ି, ଜି,ଶ୍ରୀ ଅଭୟ ମନୋହର ପୁର ହେଳିପେଡ଼ ରେ ଅବତରଣ ପରେ ସାମ୍ବାଦିକ ଙ୍କୁ…

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ପଦ୍ମପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ସାଂଗଠନିକ ବୈଠକ

ପଦ୍ମପୁର-ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ପଦ୍ମପୁର ନିର୍ବାଚନ ମଣ୍ଡଳୀର ତିନିଗୋଟି ବ୍ଳକ ଓ ଏନଏସି ସ୍ତରୀୟ ନୂତନ ଭାବେ ଦାୟିତ୍ବ ନେଇଥିବା କର୍ମକର୍ତ୍ତା ମାନଙ୍କୁ ନେଇ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜୁ ଛାତ୍ର ଜନତା ଦଳ ପଦ୍ମପୁର ବ୍ଳକ ସଭାପତି ଲୋକନାଥ ମେହେର ଓ ଏନଏସି ସଭାପତି…

ଭବିଷ୍ୟତର ସୁରକ୍ଷା ନିମନ୍ତେ ସ୍ଵର୍ଣ ପ୍ରାଶନ କାର୍ଯ୍ୟକ୍ରମ

https://www.youtube.com/watch?v=rCbrSuYDwss ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟର ପ୍ରଶଂସନୀୟ ପଦକ୍ଷେପ ବରଗଡ :- ଆଜିର ଶୈଶବ ଆଗାମୀ କାଲିର ଭବିଷ୍ୟତ । ଶିଶୁ ମାନଙ୍କର ସୁରକ୍ଷା ନିମନ୍ତେ ସରକାର ଙ୍କର ଦ୍ୱାରା ଅନେକ ଯୋଜନା ଚାଲୁ ରହିଛି । ଶିଶୁ ମାନଙ୍କର ଶାରୀରିକ ଓ…