Sign in
Sign in
Recover your password.
A password will be e-mailed to you.
ଟ୍ରାନ୍ସଫର୍ମରକୁ ଚଢି ଉଚ୍ଚଶିକ୍ଷିତ ଯୁବକଙ୍କ ଆତ୍ମହତ୍ୟା।
ଝାରବନ୍ଧ-ମନୋହର ଦାଶ: ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅନ୍ତର୍ଗତ ଲଖମରା ଦେବଦର୍ହା ନିକଟସ୍ଥ ମାଳିଡିହି ଗ୍ରାମ ଠାରେ ଆଜି ସକାଳେ ବିଜୁଳି ଖମ୍ବ କୁ ଚଢି ଟ୍ରାନ୍ସଫର୍ମର କୁ ଧରି ଏକ ୨୫ ବର୍ଷୀୟ ଯୁବକ ଆତ୍ମହତ୍ୟା କରିଥିବା ନେଇ ଉକ୍ତ ଗ୍ରାମବାସୀ ଜଗଦଲପୁର ଥାନା କୁ ସୂଚନା…
ସାମ୍ଭାବ୍ୟ କୋଭିଡ୍ ୩ୟ ଲହର ମୁକାବିଲା ପାଇଁ ସବୁ ଗାଁରେ ବିଜେପି ନିୟୋଜିତ କରିବ ୨ ଜଣ ସ୍ୱାସ୍ଥ୍ୟ ସ୍ୱେଚ୍ଛାସେବକ :…
ରାଜ୍ୟ ସ୍ୱାସ୍ଥ୍ୟ ସ୍ୱେଚ୍ଛାସେବକ ଅଭିଯାନ କର୍ମଶାଳା
ଚଳିତ ମାସ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ୫୧୦୦୦ରୁ ଉର୍ଦ୍ଧ୍ବ ସ୍ୱାସ୍ଥ୍ୟ ସ୍ୱେଚ୍ଛାସେବକଙ୍କୁ ପ୍ରଶିକ୍ଷଣ ଦିଆଯାଇ କୋଭିଡ୍ ମୁକାବିଲା ପାଇଁ ପ୍ରସ୍ତୁତ ରଖାଯିବ
ଭୁବନେଶ୍ୱର : ବୈଶ୍ୱିକ ମହାମାରୀ କୋଭିଡ୍ ସଂକ୍ରମଣ ଦ୍ୱାରା ସମଗ୍ର…
ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୪ଟି ନୂତନ ମେଗା ଲିଫ୍ଟ ଜଳ ସେଚନ ପ୍ରକଳ୍ପ ସ୍ଥାପନ ପ୍ରସ୍ତାବ
ଆସିଥିବା ପ୍ରସ୍ତାବର ଅନୁଧ୍ୟାନ ଓ ସ୍ଥିତି ଯାଂଚ ସଂପର୍କରେ ଉଚ୍ଚସ୍ତରୀୟ ବୈଠକ
ଭୁବନେଶ୍ୱର(ଶାସକ ପ୍ରଶାସକ)- ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୪ ଗୋଟି ନୂତନ ମେଗା ଲିଫ୍ଟ ଜଳ ସେଚନ ପ୍ରକଳ୍ପ ସ୍ଥାପନ ପରିପ୍ରେକ୍ଷୀରେ ଆସିଥିବା ପ୍ରସ୍ତାବର ଅନୁଧ୍ୟାନ ଓ ସ୍ଥିତି ଯାଂଚ…
ମା’ କ୍ଷୀର ଶିଶୁ ପାଇଁ ସବୁଠାରୁ ଉତ୍କୃଷ୍ଟ, ସମ୍ମମ୍ ପକ୍ଷରୁ ସ୍ତନ୍ୟପାନ ସପ୍ତାହ ପାଳିତ
ଭୁବନେଶ୍ୱର(ଶାସକ ପ୍ରଶାସକ) : ନବଜାତ ଶିଶୁ ନିମନ୍ତେ ସ୍ତନ୍ୟପାନ ସବୁଠାରୁ ଉକ୍ରୃଷ୍ଟ ଏବଂ ସମ୍ପୂର୍ଣ୍ଣ ପୋଷଣଦାୟକ ଯାହାକି ଶିଶୁରସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଘଟାଇଥାଏ ବୋଲି ସମ୍ ଅଲ୍ଟିମେଟ୍ ମେଡିକେୟାର ପକ୍ଷରୁ ଏକ ପ୍ରେସ୍ ଇସ୍ତାହାରରେ କୁହାଯାଇଛି ।ନବଜାତ ଶିଶୁ ପାଇଁ ୬ ମାସ…
ରାଜ୍ୟ କ୍ୟାବିନେଟ ଦ୍ୱାରା ରାଜ୍ୟରେ ୮୯ ଗୋଟି ବହୁମୁଖୀ କ୍ରୀଡା, ବିପର୍ଯ୍ୟୟ ଆଶ୍ରୟସ୍ଥଳ ଓ ଚିକିତ୍ସାଳୟ ଉପହୋଗୀ…
ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟ କ୍ୟାବିନେଟ ଆଜି "ରାଜ୍ୟ କ୍ରୀଡ଼ା ଭିତ୍ତିଭୂମି ବିକାଶ ପ୍ରକଳ୍ପ" ଯୋଜନାରେ ୮୯ ଗୋଟି “ବହୁମୂଖୀ ଇନ୍ଡୋର ଷ୍ଟାଡ଼ିୟମ" ନିର୍ମାଣ ନିମନ୍ତେ ମଞ୍ଜୁରି ପ୍ରଦାନ କରିଛନ୍ତି | ଏ ସମସ୍ତ ପ୍ରକଳ୍ପ ନିମନ୍ତେ ଟ.୬୯୩.୩୫ କୋଟି ବ୍ୟୟ ବରାଦ କରାଯାଇଅଛି | …
ପ୍ରଶାସନିକ ସ୍ତରରେ ଅଦଳବଦଳ : ବଦଳିଲେ ଢେଙ୍କାନାଳ ଓ ଭଦ୍ରକ ଜିଲ୍ଲାପାଳ
ଜ୍ଞାନରଞ୍ଜନ ଦାସ ହେଲେ ପଞ୍ଚାୟତିରାଜ ନିର୍ଦ୍ଦେଶକ
ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସ୍ତରରେ ରାଜ୍ୟ ସରକାର ଛୋଟିଆ ଅଦଳବଦଳ କରିଛନ୍ତି | ଭଦ୍ରକ ଜିଲ୍ଲାପାଳ ଥିବା ଜ୍ଞାନରଞ୍ଜନ ଦାସଙ୍କୁ ପଞ୍ଚାୟତିରାଜ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଥିବା ବେଳେ…
ଜେଏମଏମ ପକ୍ଷରୁ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ
ବାରିପଦା/ଦିଲ୍ଲୀପ ମହାନ୍ତି: ଜେଏମଏମ ପକ୍ଷରୁ ଓଡିଶା ପ୍ରଦେଶ ଅଧ୍ଯକ୍ଷ୍ଯା ଅଞ୍ଜନୀ ସୋରେନଙ୍କ ନେତୃତ୍ଵରେ ବିଶ୍ଵ ଆଦିବାସୀ ଦିବସ ଉପଲକ୍ଷେ ଓଡ଼ିଶା ବିଧାନସଭା ସମ୍ମୁଖରେ ଆଦିବାସୀ ପାରମ୍ପରିକ ବସ୍ତ୍ର ପରିଧାନକରି ନୃତ୍ୟ ପରିବେଷଣ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଓଡ଼ିଶା ପ୍ରଦେଶର…
ଭିଜିଲାନ୍ସ ଖାପଚରେ ଗାଇସିଲାଟ ସମବାୟ ସମିତି ସହ ସମ୍ପାଦକ
ପଦ୍ମପୁର : ମହଙ୍ଗା ପଡିଲା ଆୟବର୍ହିଭୁତ ସମ୍ପତ୍ତି ଠୁଳ । ଭିଜିଲାନ୍ସ ଖାପଚରେ ଗାଇସିଲାଟ ସମବାୟ ସମିତି ସହ ସମ୍ପାଦକ ଘନଶ୍ୟାମ ସାହୁ । ଆୟବର୍ହିଭୁତ ସମ୍ପତ୍ତି ଠୁଲ ଅଭିଯୋଗରେ ପଦ୍ମପୁର ଉପଖଣ୍ଡ ଗାଇସିଲାଟ ସମବାୟ ସମିତି ସହ ସମ୍ପାଦକ ଘନଶ୍ୟାମ ସାହୁଙ୍କ କଲଙ୍ଗାପାଲି ସ୍ଥିତ ବାସଭବନ ଓ…
ରେଢାଖୋଲ ବ୍ଲକ ଓ ଏନଏସି ଛାତ୍ର ବିଜେଡିର ବୈଠକ।
ରେଢାଖୋଲ ( ଅନିଲ କୁମାର ପୃଷ୍ଟି ): ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ଓ ଏନେସି ଛାତ୍ର ବିଜୁ ଜନତା ଦଳ(ବିଜେଡି)ର ଏକ ବୈଠକ ବିଜୁ କଲ୍ୟାଣ ମଣ୍ଡପ ଠାରେ ରବିବାର ଅନୁଷ୍ଠିତ ହୋଇ ଯାଇଛି। ଛାତ୍ର ବିଜେଡିର ନଗର ସଭାପତି ଶିବ ଶମ୍ଭୁ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା…
କୂଅରେ ବୁଡି ଯୁବ ଚାଷୀଙ୍କ ମୃତ୍ୟୁ।
ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ତ୍ରିବଣୀପୁର ପଞ୍ଚାୟତ ଅନ୍ତର୍ଗତ ଗଡାଖୋଳ ଗ୍ରାମରେ ରବିବାର ସକାଳ ପ୍ରାୟ ୧୦ଟା ବେଳେ କୂଅରେ ବୁଡି ଜଣେ ଯୁବ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣଙ୍କ ହେଲେ ଗଡାଖୋଳ ଗ୍ରାମର ଦେବେନ୍ଦ୍ର ଦେହୁରୀ(୩୦)। ମୃତ ଯୁବକ ଜଣକ…