ରେଢ଼ାଖୋଲ ଜଗନ୍ନାଥ ମନ୍ଦିରର ପୂଜକଙ୍କ ପରଲୋକ।

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଶ୍ରୀ ଜଗନ୍ନାଥ ମନ୍ଦିରର ପୂଜକ ନଗେନ୍ଦ୍ର ପାଣିଗ୍ରାହୀଙ୍କ ଶନିବାର ରାତିରେ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ତାଙ୍କର…

ବରତୁଣ୍ଡା ପଞ୍ଚାୟତରେ ଦୁର୍ନୀତିର ଗନ୍ଧ ଭଣଭଣ : ନାକ ବୋଧେ ଚୁଣ୍ଟି ହୋଇଯାଇଛି, ଗନ୍ଧ ବାରି ପାରୁନି ପ୍ରଶାସନ

ବରଗଡ :-ବରଗଡ ଜିଲ୍ଲା ପାଇକମାଲ ବ୍ଲକ ବରତୁଣ୍ଡା ଗ୍ରାମପଞ୍ଚାୟତରେ ଦୁର୍ନୀତି ଜଳଜଳ ହୋଇ ଦିଶୁଛି।ହେଲେ ପ୍ରଶାସନ ଘୋର ନିଦ୍ରାରେ। ଫଲକ ତିଆରି ହୋଇଛି ଯେଉଁଠି, ସେଇଠି କାମ ନାହିଁ ।ପୁରା ଜାତକ ଟାକୁ ବଦଳାଇ ଦିଆଯାଇଛି | ଗୋଟିଏ ଜାଗାର ନାମକୁ ଅନ୍ୟ ଅନ୍ୟଜାଗାର ନାମ ଦେଇ କେବଳ ଫଲକ ଠିଆ କରି…

ଆରଣ୍ୟକ ପରିବାର ତରଫରୁ ବନ୍ଧୁ ମିଳନ ଓ କବିତା ଆସର ଅନୁଷ୍ଠିତ ।

ପଦ୍ମପୁର(ଶାସକ ପ୍ରଶାସକ)- ସ୍ଥାନୀୟ ଗନ୍ଧମାର୍ଦ୍ଧନ ପର୍ବତ ପାଦ ଦେଶରେ ମନଭଙ୍ଗ ଜଳଭଣ୍ଡାର କୂଳରେ ଆରଣ୍ୟକ ପରିବାର ର ବର୍ଷା କାଳୀନ ଗପ ଆସର ଅନୁଷ୍ଠିତ ହୋଇ ଯାଇଛି ।ଆରଣ୍ୟକ ପରିବାର ଦ୍ଵାରା ଆୟୋଜିତ ଓ ନୃସିଂହନାଥ କଳା ପରିଷଦ, ପାଇକମାଳ ଦ୍ବାରା ପରିଚାଳିତ ବର୍ଷା ଆସର ଆଜି ମନଭଙ୍ଗ…

ପଦ୍ମପୁର ଏସଡିପିଓ ଭାବେ ଯୋଗଦେଲେ ବିଭୁତିଭୁଷଣ ଭୋଇ।

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ତ ପୋଲିସ ଅଧିକାରୀ ଭାବରେ ବିଭୁତି ଭୁଷଣ ଭୋଇ ଯୋଗଦାନ କରିଛନ୍ତି।ଏହା ପୂର୍ବରୁ ଥିବା ଅଧିକାରୀ ପ୍ରଦୀପ କୁମାର ସାହୁଙ୍କୁ ସମ୍ବଲପୁର ସଦର ଏସଡିପିଓ ଭାବରେ ବଦଳି ହେବା ପରେ ଶ୍ରୀ ଭୋଇ ବୁର୍ଲାରୁ ପଦ୍ମପୁରକୁ ଏସଡିପିଓ ଭାବରେ ଯୋଗଦେଇଛନ୍ତି। ଏହା…

ବିଜୁ ମହିଳା ଜନତା ଦଳ ତରଫରୁ ୩୫ ସାଙ୍ଗଠନିକ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ୱର (ଶାସକ ପ୍ରଶାସକ)ବିଜୁ ମହିଳା ଜନତା ଦଳ ତରଫରୁ ବିଭିନ୍ନ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗୀନ ଛୁରିଆଙ୍କ ସୁପାରିଶ କ୍ରମେ ବିଜେଡି ସଭାପତି ନବୀନ ପଟ୍ଟନାୟକ ୩୫ ସାଂଗଠନିକ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି…

ଫରେଷ୍ଟରଙ୍କ ପରିବାର ଉପରେ ଆକ୍ରମଣ

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜ଼ିଲ୍ଲା ଅଧିନସ୍ଥ ବାଲିଗୁଡା ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଅଭାବନୀୟ ଘଟଣା ଘଟିଛି I ବାଲିଗୁଡାରେ କାର୍ଯ୍ୟରତ ଫରେଷ୍ଟର ଟିକେଶ୍ୱର ବେହେରା ସମେତ ତାଙ୍କ ସ୍ତ୍ରୀ ତପସ୍ୱିନୀ ବେହେରା ମାଁ ମାୟାବତୀ ବେହେରାଙ୍କୁ ଗତ ରାତିରେ ନୁଆସାହିର ବିଜୟ ଆମୟତଙ୍କ…

ଗ୍ରୀନବାଡ଼ି ଗ୍ରାମରେ ଗ୍ରାମ୍ୟ କଲ୍ୟାଣ କମିଟି ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଦାରିଙ୍ଗବାଡି ବ୍ଲକ ଗ୍ରୀନବାଡ଼ି ଗ୍ରାମରେ ଗ୍ରାମ୍ୟ କଲ୍ୟାଣ କମିଟି ପକ୍ଷରୁ ଏକ ବୈଠକ ହୋଇଥିଲା I ବୈଠକରେ ଗ୍ରାମର ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସହ ବିକାଶ ପାଇଁ ଆଲୋଚନା ହୋଇଥିଲା I ଏହା ପରେ ସର୍ବସମ୍ମତି କ୍ରମେ ଆରଡ଼ି…

କନ୍ଧମାଳ ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କଲେ ମହିଳା କ୍ୟାଡର ମାଓବାଦୀ

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲାର ଜଣେ ମହିଳା କ୍ୟାଡର ମାଓବାଦୀ କନ୍ଧମାଳ ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି I ମହିଳା ମାଓବାଦୀ ଜଣକ ହେଲେ କାନ୍ତି ମଲିକ I ଅନେକ ମାଓ କାର୍ଯ୍ୟକଳାପରେ ସେ ଦୀର୍ଘ ଦିନ ଧରି ସଂପୃକ୍ତ ଥିଲେ I ସୂଚନାନୁଯାୟୀ, ବାଲିଗୁଡ଼ା ଥାନା…

ଦୀପାଙ୍କ ପ୍ରୟାସରେ ଉଦ୍ଧାର ହେଲେ ତେଲେଙ୍ଗାନାରେ ବନ୍ଧକ ଥିବା ନାବାଳକ

ଝାରବନ୍ଧ-ମନୋହର ଦାଶ -ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରି ଗ୍ରାମର ସ୍ୱେଚ୍ଛାସେବୀ ସୁଶ୍ରୀ ଦୀପା ବାରିକ ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟ ପାଇଁ ପଶ୍ଚିମ ଓଡ଼ିଶାରେ ଚୀର ପରିଚିତ ହୋଇପାରିଛନ୍ତି | ତାଙ୍କ ପ୍ରୟାସ ଦ୍ୱାରା ତେଲେଙ୍ଗାନାରେ ଇଟାଭାଟି ମାଲିକଙ୍କ କବ୍ଜାରେ ବନ୍ଧକ ରହିଥିବା ଏକ…

ବଲାଙ୍ଗୀର ସହରରେ ଓପିଟିସିଏଲର ଦାଦାଗିରି ଅଭିଯୋଗ ।

ବଲାଙ୍ଗୀର / ନିରୋଜ ମିଶ୍ର : ବଲାଙ୍ଗୀର ସହର ମଧ୍ୟରେ ଏବେ ଚାଞ୍ଚଲ୍ୟକର ତଥ୍ୟ ଗୋଟେ ପରେ ଗୋଟେ ପଦାକୁ ଆସିବାରେ ଲାଗିଛି।ଯେଉଁଥିରେ ଏବେ ନିଜ ଜମି ,ନିଜ,ପଟ୍ଟା,ସହ ଘରବାରି ପ୍ରମାଣ ପତ୍ରର ଅସଲ ନକଲ ଥାଇ ମଧ୍ୟ ଛକ୍କା ପଞ୍ଜା ଦେଇ ଗତି କରୁଛନ୍ତି ଜମି ଉପଭୋକ୍ତା ତଥା ଜମି ନାଁ ରେ ଥିବା ଜମି…