ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମ୍ୟାନେଜମେଣ୍ଟର ଉଦ୍ଭିଦ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଦ୍ୱାରା ଶିମିଳିପାଳରେ…

ବାରିପଦା(ଦିଲ୍ଲୀପ ମହାନ୍ତି) - ସ୍ଥାନୀୟ ମହାରାଜପୁରସ୍ଥିତ ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମ୍ୟାନେଜମେଣ୍ଟର ଉଦ୍ଭିଦ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନେ ଶିମିଳିପାଳର ଲୁଲୁଙ୍ଗ ଓ ବାଲଡିହା ବନ୍ଧ ଅଞ୍ଚଳରେ ବିଭିନ୍ନ ପ୍ରଜାତିର ଔଷଧୀୟ ଏବଂ ଅନ୍ୟାନ୍ୟ ଉଦ୍ଭିଦକୁ ନେଇ ଏକ ଦିବସୀୟ…

୭୫ତମ ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ନାଲକୋ କର୍ମଚାରୀମାନଙ୍କୁ କେନ୍ଦ୍ରଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ…

ଭୁବନେଶ୍ବର:(ଶାସକ ପ୍ରଶାସକ) : ଆଜାଦୀ କା ଅମୃତ ମହୋତ୍ସବ ଭାବେ ପାଳନ କରାଯାଉଥିବା ୭୫ତମ ସ୍ବାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି କେନ୍ଦ୍ର ଖଣି, କୋଇଲାଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀ ନାଲକୋ କର୍ମଚାରୀ ଏବଂ ଉଚ୍ଚ ପଦାଧିକାରୀଙ୍କୁ ଉଦବୋଧନ ଦେଇଥିଲେ ।…

ୟୁଏଆଇଏଲ୍‍କୁ ଆଇଜିଏମସି ପୁରସ୍କାର

ଟିକିରି / ଭୁବନେଶ୍ୱର /କାଶିପୁରରୁ ବୈକୁଣ୍ଠ ଦୁରିଆ : ନିଜ ସଫଳତାରେ ଆଉ ଏକ ଅଧ୍ୟାୟ ଯୋଗକରି ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ) ତାହାର ସବୁଜ ବିନିର୍ମାଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ…

ବିଜେଡିର ମହାମିଶ୍ରଣ ପର୍ବ : ବିଜେଡିରେ ସାମିଲ ହେଲେ ଟାଙ୍ଗୀ ଓ ଜଟଣୀର ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ

ଭୁବନେଶ୍ୱର(ଶାସକ ପ୍ରଶାସକ) : ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବ୍ଲକ ଓ ଜଟଣୀ ନିର୍ବାଚନ ମଣ୍ଡଳୀର ବିଜେପି ଓ କଂଗ୍ରେସ ଦଳର ଶତାଧିକ କର୍ମକର୍ତ୍ତା ଓ କର୍ମୀ ଆଜି ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ୍ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ବହୁ ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲାପରିଷଦ ସଭ୍ୟ ସାମିଲ…

କୃଷି ଓ କୃଷକର ଉନ୍ନତି ଦିଗରେ କୃଷି ସଂପ୍ରସାରଣ କାର୍ଯ୍ୟକ୍ରମ ଏବଂ ଦକ୍ଷତା ବିକାଶର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି :…

କୃଷି ସଂପ୍ରସାରଣ ପରିଚାଳନା ପ୍ରତିଷ୍ଠାନ (ଇମେଜ୍)ର ସାଧାରଣ ପରିଷଦ ବୈଠକ ଭୁବନେଶ୍ୱର,(ଶାସକ ପ୍ରଶାସକ) : କୃଷି ଓ କୃଷକର ଉନ୍ନତି ଦିଗରେ କୃଷି ସଂପ୍ରସାରଣ କାର୍ଯ୍ୟକ୍ରମ ଏବଂ ଦକ୍ଷତା ବିକାଶର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛିା କୃଷି କ୍ଷେତ୍ରରେ ପ୍ରତିଦିନ ନୂତନ ଜ୍ଞାନକୌଶଳର ପ୍ରୟୋଗ…

ପୂର୍ଣ୍ଣାଙ୍ଗ ଓ ସ୍ୱୟଂଶାସିତ ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନ ଦାବୀରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା ବିଜେପି

 ରାଜଭବନ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ  ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟାଳୟକୁ ପଶ୍ଚିମ ଓଡିଶାକୁ ସ୍ଥାନାନ୍ତର ଓ ପରିଷଦର ପାଂଠିକୁ ବୃଦ୍ଧି କରାଯାଉ ଭୁବନେଶ୍ୱର:ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧିନିୟମ-୨୦୦୦ ଧାରା ୩(୪) ଅନୁୟାୟୀ ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ…

ନାକଟିଦେଉଳରୁ ଭୁବନେଶ୍ୱରକୁ ସରକାରୀ ବସ୍ ସେବା ଆରମ୍ଭ

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ମଙ୍ଗଳବାର ଠାରୁ ନାକଟିଦେଉଳରୁ ଭୂବନେଶ୍ୱରକୁ ଏକ ସରକାରୀ ବସ୍ ଚାଲିବା ଆରମ୍ଭ ହୋଇଥିବାରୁ ଅଂଚଳବାସୀ ମଧ୍ୟରେ ଆନନ୍ଦ ଖେଳିଯାଇଛି।ମାନ୍ୟବର ମୂଖ୍ୟମନ୍ତ୍ରୀ ଓ ବିଧାୟକଙ୍କ ଉଦ୍ୟମରେ ଏହି ସରକାରୀ ବସ୍ ସେବା ଆରମ୍ଭ ହୋଇଛି। ନାକଟିଦେଉଳ ବାସୀଙ୍କର ଗମନା ଗମନକୁ…

ଟିକିରା ନଦୀରେ ଗାଧୋଉଥିବା ବେଳେ ଯୁବକ ମୃତ୍ୟୁ

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) : ଆଜି ଭୋରରୁ ବାଟଗାଁ ନିକଟସ୍ଥ ଟିକିରା ନଦୀରେ ସ୍ନାନ କରୁଥିବା ବେଳେ ଜଣେ ଯୁବକ ମୃତ୍ୟୁବରଣ କରଥିବା ଜଣା ପଡିଛି। ପ୍ରକାଶ ଯେ, ନାକଟିଦେଉଳ ଥାନା ବାଟଗାଁ ଗ୍ରାମର ଝସକେତନ ଦେହୁରୀ (୩୦) ନାମକ ଯୁବକ କୁଞାମୁରା ଶିବ ମନ୍ଦିର ରେ ମନସ୍କାମନା ପୂରଣ ପାଇଁ…

ବହୁଜନ ସମାଜ ପାର୍ଟି ର ମିଶ୍ରଣ ପର୍ବ

କଲ୍ୟାଣସିଂହପୁର-ପ୍ରଦିପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକସ୍ଥିତ ମଥୁରା ନଗର ଠାରେ ବହୁଜନ ସମାଜ ପାର୍ଟି ରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି ।ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ନିଜ ନିଜ ଅଞ୍ଚଳକୁ ସଜାଇ ଭୋଟ ହାତେଇ କିପରି ଜିତିବେ ସେବିଷୟରେ ଆଲୋଚନା କରାଯାଇଥିଲା ।ଉକ୍ତ…

ନୀରଜ ଚୋପ୍ରାଙ୍କୁ ଚିକିତ୍ସା କରିଥିଲେ ଭୁବନେଶ୍ୱର ଡାକ୍ତର

ଭୁବନେଶ୍ୱର: ଭାରତ ସ୍ୱାଧୀନ ହେବା ପରେ ପ୍ରଥମ ଥର ପାଇଁ ଇତିହାସ ସୃ୍ଷ୍ଟି କରି ଗତ ସପ୍ତାହରେ ଟୋକିଓ ଠାରେ ଅଲିମ୍ପିକ୍ ଟ୍ରାକ୍ ଇଭେନ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଜାଭେଲିନ୍ ଷ୍ଟାର ନୀରଜ ଚୋପ୍ରାଙ୍କୁ ଚାରିବର୍ଷ ତଳେ ଭୁବନେଶ୍ୱରର ଜଣେ ସ୍ପୋର୍ଟସ ମେଡିସିନ୍ ଓ ସର୍ଜରୀ ବିଶେଷଜ୍ଞ…