Sign in
Sign in
Recover your password.
A password will be e-mailed to you.
ସରକାରୀ ଇମ୍ଫା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୫ତମ ସ୍ବାଧୀନତା ଦିବସ ପାଳିତ
ରାୟଗଡରୁ ସରୋଜ କୁମାର ସାହୁ:ରାୟଗଡ ଜିଲ୍ଲାର ଥେରୁବାଲି ସ୍ଥିତ ସରକାରୀ ଇମ୍ଫା ଉଚ୍ଚ ପ୍ରାଥମିକ ବିଦ୍ଯାଳୟରେ ୭୫ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ଉକ୍ତ ବିଦ୍ଯାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ଶକ୍ତି ପ୍ରସାଦ ପାଣିଗ୍ରାହୀ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ…
ଆଦିତ୍ୟ ଆଲୁମିନିୟମରେ ୭୫ ତମ ସ୍ୱାଧୀନତା ଦିବସ ପାଳନ l
ସମ୍ବଲପୁର/ରମାକାନ୍ତ ବିଶ୍ବାଳ-ଲପଙ୍ଗା ସ୍ଥିତ ଆଦିତ୍ୟ ଆଲୁମିନିୟମ ଦ୍ୱାରା ସର୍ବଜନ ବହୁ ପ୍ରତୀକ୍ଷିତ ୭୫ ତମ ସ୍ୱାଧୀନତା ଦିବସ ସ୍ଥାନୀୟ ପଣ୍ଡୋଲୋଇ ଓ ଲୁଧାପାଳି କଲୋନିରେ ମହାସମାରୋହରେ ପାଳନ କରାଯାଇଅଛି l ଅନୁଷ୍ଠିତ ଏହି କର୍ଯ୍ୟକ୍ରମରେ ଉଭୟ କଲୋନୀର ସମସ୍ତ ଶିଶୁ, ଛାତ୍ରଛାତ୍ରୀ ତଥା…
ରାୟଗଡ ଜିଲ୍ଲାସ୍ତରୀୟ ୭୫ତମ ସ୍ୱାଧୀନତା ଦିବସ ପାଳିତ
ରାୟଗଡରୁ ସରୋଜ କୁମାର ସାହୁ: ଜିଲ୍ଳାସ୍ତରୀୟ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ।କୋଭିଡ ଗାଇଡଲାଇନ ମଧ୍ୟରେ ରାୟଗଡ ଜିଲ୍ଳା ସଦର ମହୁକମା ସ୍ଥିତ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ଇଂରାଜୀ ବିଦ୍ୟାଳୟ ପଡିଆରେ ମୁଖ୍ୟ ଅତିଥି ଭାବେ ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ଯୋଗ ଦେଇ ସକାଳ ୯…
ରାଜ୍ୟ ଯୁବ କଲ୍ୟାଣ ପରିଷଦ ପକ୍ଷରୁ ୭୫ ତମ ସ୍ବଧୀନତା ଦିବସ ପାଳିତ
ଭୁବନେଶ୍ୱର(ଶାସକ ପ୍ରଶାସକ) -ରାଜ୍ୟ ଯୁବ କଲ୍ୟାଣ ପରିଷଦ ଦ୍ଵାରା କୋଭିଡ କଟକଣା କୁ ଅନୁପାଳନ କରି ୭୫ ତମ ସ୍ବଧୀନତା ଦିବସ ପାଳିତ ହୋଇ ଯାଇଛି l ଭୁବନେଶ୍ବର ମଧୁସୂଦନ ମାର୍ଗ ସ୍ଥିତ ବିଜୁ ପଟ୍ଟନାୟକ ଯୁବ କଲ୍ୟାଣ ଭବନ ଠାରେ ଏହି ଉପଲକ୍ଷେ ଅୟୋଜିତ ଉତ୍ସବ ରେ ରାଜ୍ୟ ଯୁବ କଲ୍ୟାଣ ପରିଷଦ ର…
ବଲାଙ୍ଗୀର ରେ ୭୫ ତମ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ।
ବଲାଙ୍ଗୀର/ ନିରୋଜ ମିଶ୍ର: ଆଜି ରିଜର୍ଭ ପୋଲିସ ମନୋହର ପୁର ପ୍ୟାରେଡ଼ ପଡ଼ିଆରେ ୭୫ ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ତେବେ ଆଜିର ଏହି ଅବସରରେ ଗ୍ରାମ୍ୟ ଉନ୍ନୟନ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ ସହ…
ଟିଟିଲାଗଡ ରେ ୭୫ ତମ ସ୍ବାଧିନତା ଦିବସ ପାଳିତ।
ଟିଟିଲାଗଡ, (ଗୌରବ ଦର୍ଜୀ)-ଆଜି ଟିଟିଲାଗଡ ସହର ସ୍ଥିତ ସ୍ଥାନୀୟ ହାଇସ୍କୁଲ ପଡ଼ିଆରେ ୭୫ତମ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଆଜି ର ଏହି ଦିବସ ରେ ମୁଖ୍ୟ ଅତିଥି ଶ୍ରୀ ମନୋଜ ସତ୍ୟବାନ ମହାଜନ ସକାଳ ୯ ଘଣ୍ଟା ୧୫ ମିନିଟ ସମୟରେ ଜାତୀୟ ପତାକା ଉତ୍ତୋଳନ କରି ଉଦବୋଧନ ଦେଇଥିଲେ।…
ଗରିବ ଅସହାୟଙ୍କ ପାଇଁ ପଦ୍ମପୁରରେ ଟଙ୍କିକିଆ କ୍ଳିନିକ ଆରମ୍ଭ କଲେ ଡ଼.ଶଙ୍କର ରାମଚନ୍ଦାନୀ ।
ପଦ୍ମପୁର(ଶାସକପ୍ରଶାସକ)-ବର୍ତମାନ ସମୟରେ କାହାକୁ କିଛି ରୋଗ ହେଲେ ଚିକିତ୍ସିତ ହେବା ପାଇଁ ଜହାର ଜହାର ଟଙ୍କା ଖର୍ଚ କରିବାକୁ ପଡିଥାଏ । ହେଲେ ହରିବ ଅସହାୟ ଶ୍ରେଣିର ଲୋକମାନେ ଟଙ୍କା ଅଭାବ କାରଣରୁ ଚିକିତ୍ସିତ ହୋଇନପାରୁ ମୃତ୍ୟୁବରଣ ମଧ୍ୟ କରୁଛନ୍ତି ପଦ୍ମପୁର ଉପଖଣ୍ଡ ଭଲି ଏକ ଉପାନ୍ତ…
ଗୁଦେରପାଲି ରେ ଶ୍ରୀଅରବିନ୍ଦ ଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ
ପଦ୍ମପୁର(ଶାସକପ୍ରଶାସକ)-ଗାଇସିଲେଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଠାରେ କୋଭିଡ କଟକଣା କୁ ଦୃଷ୍ଟିରେ ରଖି ପଞ୍ଚାୟତ ସ୍ତରୀୟ ଶ୍ରୀ ଅରବିନ୍ଦ ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଲିତ ହୋଇଯାଇଛି। କିଶୋର ଚନ୍ଦ୍ର ଦେବତା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ କମଲାକାନ୍ତ ପାଣିଗ୍ରାହୀ ମୁଖ୍ୟ ଅତିଥି…
ସ୍ୱାଧୀନତା ଦିବସରେ ଲାୟନ୍ସ କ୍ଲବ ତରଫରୁ ବୃକ୍ଷ ରୋପଣ
ପାଇକମାଲ :- ଆଜି ସାରା ଦେଶ ୭୫ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଆଜିର ଦିନ ପ୍ରତ୍ୟେକ ଭାରତୀୟ ଙ୍କର ପାଇଁ ଗର୍ବ ଓ ଗୌରବ ର ଦିନ । ଆଜିର ଏହି ପବିତ୍ର ଦିନରେ ପାଇକମାଲ ଲାୟନ୍ସ କ୍ଲବ ତରଫରୁ ହୀରପୁର ରୁ ଚୁହାପଲି ରାସ୍ତାରେ ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯକ୍ରମରେ ପାଇକମାଲ…
ବାରିପଦା ଠାରେ ଜିଲ୍ଲାସ୍ତରୀୟ ୭୫ତମ ସ୍ବାଧୀନତା ଦିବସ ପାଳିତ
ବାରିପଦା (ଦିଲ୍ଲୀପ ମହାନ୍ତି): ଆଜି ବାରିପଦା ଠାରେ ଜିଲ୍ଲାସ୍ତରୀୟ ୭୫ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ପଚାଂୟତିରାଜ, ପାନୀୟଜଳ , ଆଇନ , ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ…