ନିଶ୍ଚିନ୍ତକୋଇଲି(ସପ୍ତଜ୍ୟୋତି ରାଉଳ):- ନିଶ୍ଚିନ୍ତକୋଇଲି ବ୍ଲକ କେରିଲୋ ଗ୍ରାମ ପଂଚୟତରେ ବିଜେପି ତରଫରୁ କର୍ମୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ତରତ ପଂଚାୟତ ବହୁ ବିଜେଡି ଓ କଂଗ୍ରେସ କର୍ମୀ ଦଳ ପରିତ୍ୟାଗ କରି ବିଜେପି ରେ ମିଶିଥିଲେ । ମଣ୍ଡଳ ସଭାପତି ଅଶୋକ ସାହୁ ଙ୍କ ସଭାପତିତ୍ୱ ରେ ମାହାଙ୍ଗା ବିଜେପି ଯୁବନେତା ସାରଦା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବିଜେଡି ଓ କଂଗ୍ରେସ କର୍ମୀଙ୍କୁ ସ୍ୱାଗତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ କପିଳ ଚନ୍ଦ୍ର ଦାସ କେରିଲୋ ପଂଚାୟତ ବିଜେପି ସଭାପତି, ହରମୋହନ ପଣ୍ଡା ସାଧାରଣ ସମ୍ପାଦକ,ବିକାଶ ମହାପାତ୍ର,ଅନନ୍ତ କୁମାର ଦାସ,ଦେବଦତ୍ତ କର,ପ୍ରଣବ କୁମାର ମଲ୍ଲିକ ମଣ୍ଡଳ ଯୁବ ମୋର୍ଚା ବିଜେପି ସଭାପତି,ଅମରେନ୍ଦ୍ର ଦାସ ଜିଲା କାର୍ଯ୍ୟକାରିଣୀ ସଦସ୍ୟ,ପିତାମ୍ବର ମହାନ୍ତି ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ,ଅଜୟ ବେହେରା ଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post