ବିମାନ ଦୁର୍ଘଟଣାରେ ପରଲୋକ ହୋଇଥିବା ଭାରତୀୟ ଜବାନ ମାନଙ୍କୁ ପଦ୍ମପୁରରେ ଶ୍ରଦ୍ଧାଞ୍ଜଳି ।

0

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଭେଉଁରିଆ ଛକ ଠାରେ ପଦ୍ମପୁର ବଣିକ ସଂଘ, ମାରଓ୍ବାଡି ଯୁବାମଞ୍ଚ ଓ ମାରଓ୍ବାଡି ସମ୍ମେଳନ ତରଫରୁ ଭାରତର ପ୍ରଥମ ସିଡିଏସ ବିପିନ ରାୱତଙ୍କ ସହ ପରଲୋକ ଘଟିଥିବା ସମସ୍ତ ଭାରତୀୟ ବିରଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆ ଯାଇଥିଲା । ଏଥିରେ ମାରଓ୍ବାଡି ୟୁବାମଞ୍ଚ ସଭାପତି ବିଜୟ ଅଗ୍ରୱାଲ, ସମ୍ପାଦକ ଅମିତ ଅଗ୍ରୱାଲ, ବଣିକ ସଂଘ ସଭାପତି ପ୍ରତାପ ମିଶ୍ର, ସମ୍ପାଦକ ନନ୍ଦକିଶୋର ଅଗ୍ରୱାଲ, ମାରଓ୍ବାଡି ସମ୍ମେଳନ ସଭାପତି ଗୋବିନ୍ଦ ପ୍ରସାଦ ଅଗ୍ରୱାଲ, ପଦ୍ମପୁର ଥାନା ଆଇଆଇସି ରାଜେନ୍ଦ୍ର ସିଆଲ ଏବଂ ସମସ୍ତ ଅନୁଷ୍ଠାନ ର ସଦସ୍ୟ ମାନେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.