Sign in
Sign in
Recover your password.
A password will be e-mailed to you.
ଆହୁଜା ଦମ୍ପତ୍ତିଙ୍କୁ କେନ୍ଦ୍ର ସରକାରଙ୍କ ଅଧୀନରେ ସଚିବ ପାହ୍ୟା
ନୂଆଦିଲ୍ଲୀ (ଶାସକ ପ୍ରଶାସକ): ୧୯୯୦ ବ୍ୟାଚର ୨୭ ଜଣ ଆଇଏଏସ ଅଫିସର କେନ୍ଦ୍ର ସରକାରଙ୍କ ଅଧୀନରେ ସଚିବ ପାହ୍ୟା ନିଯୁକ୍ତିପାଇଁ ଯୋଗ୍ୟତା ହାସଲ କରିଛନ୍ତି | ଆଜି ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି ଏ ସମ୍ପର୍କିତ ସୂଚୀକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି | ଏହି ୨୭ ଜଣିଆ ତାଲିକାରେ…
” ଆମେ କଣ ସରକାରଙ୍କ ସାବତ ପୁଅ “
ପକ୍କା ସଡ଼କଟିଏ ପାଇଁ ପାଣସାବାସୀଙ୍କ ସାତ ଦଶନ୍ଧିର ଅପେକ୍ଷାର କେବେ ହେବ ଅନ୍ତ
ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ଗୁଣୁପୁର ଗ୍ରାମାଞ୍ଚଳରେ ଲୋକଙ୍କ ଗମନା ଗମନ ସୁବିଧା ପାଇଁ ମନରେଗା ଯୋଜନାରେ ସରକାର ରାସ୍ତା ନିର୍ମାଣ କରୁଛନ୍ତି। ଏହି ଯୋଜନାରେ ଦୁର୍ଗମ ଅଞ୍ଚଳ ଗୁଡିକରେ ପାହାଡ଼କାଟି…
ଦ୍ବିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ-ଶରଧାପାଲି ବିଜୟୀ ।
ପଦ୍ମପୁର(ଶାସକ ପ୍ରଶାସକ)-ପଦ୍ମପୁର ଉପଖଣ୍ତ ଖୁଣ୍ଟପାଲି ଖେଳ ପଡିଆରେ ଦ୍ବିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ଉଦଘାଟନୀ ଉତ୍ସବରେ ତାଳପାଲି ସରପଞ୍ଚ ସୁଶାନ୍ତ ସାହୁ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଶୁଭାରମ୍ଭ କରିଥିଲେ ।ନିର୍ବାହୀ ଅଧିକାରୀ ପାଣ୍ତବ ନନ୍ଦ ସହଯୋଗ କରିଥିଲେ ।…
ଡାହା ମିଛ କହି ପୁଲିସ ତଦନ୍ତକୁ ବାଟବଣା ପାଇଁ କଂଗ୍ରେସ, ବିଜେପିର ଉଦ୍ୟମ: ବିଜେଡି
ଭୁବନେଶ୍ୱର: ପୁଲିସ୍ ତଦନ୍ତକୁ ବାଟବଣା କରିବାକୁ ଉଭୟ ବିଜେପି ଓ କଂଗ୍ରେସ ନେତାମାନେ ଡାହା ମିଛ କହି ଉଦ୍ୟମ ଚଳାଇଛନ୍ତି । ଆଜି ଦୁଇ ଦଳର ନେତାଙ୍କ ସାମ୍ବାଦିକ ସମ୍ମିଳନୀରୁ ଏହା ସ୍ପଷ୍ଟ ହୋଇଥିବା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ବିଜେପି ଓ କଂଗ୍ରେସ ନେତାଙ୍କ…
ନବୀନମ ଶରଣମ ଗଛାମି
ନବରଂଗପୁର (ଶାସକ ପ୍ରଶାସକ) ଯାହା ଚର୍ଚା ହେଉଥିଲା ସେଇଆ ହେବାକୁ ଯାଉଛି | ସେବା ପାଇଁ କଂଗ୍ରେସଦଳରେ ସୁଯୋଗ ନଥିବା ଅଭିଯୋଗ କରି ଦୁଇ ଦିନ ତଳେ କଂଗ୍ରେସ ଛାଡିଥିବା ପ୍ରଦୀପ ମାଝୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶରଣାପନ୍ନ ହେବାକୁ ଯାଉଛନ୍ତି | ଆଜି ସେ ବିଧିବଦ୍ଧ ଭାବେ ଏ…
କେନ୍ଦୁପତ୍ର ଶ୍ରମିକ କର୍ମଚାରୀ ସଂଘର ସାଧାରଣ ସଭା, ସଂଘର ନୂତନ କର୍ମକର୍ତ୍ତା ଗଠନ
ପାଟଣାଗଡ଼(ଯତୀନ୍ଦ୍ର ନନ୍ଦ ): ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନ ଅଧିନରେ କାର୍ଯ୍ୟରତ ସିଜିନାଲ କର୍ମଚାରୀ ମାନଙ୍କର ଏକ ଆହ୍ୱାନ କ୍ରମେ କେନ୍ଦୁମୁଣ୍ଡି ଠାରେ କେନ୍ଦୁପତ୍ର ଶ୍ରମିକ କର୍ମଚାରୀ ମାନଙ୍କ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଗୁଣ ବନଛୋର ସଭାପତିତ୍ୱ କରିଥିବା…
୧୦୦ କୋଟି ସଫଳ ଟୀକାକରଣରେ ଜିଲ୍ଲା ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ବର୍ଷରେ ୧୦୦ କୋଟି ସଫଳ କୋଭିଡ୍ ଟୀକାକରଣ ହୋଇଥିବା ଉପରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇବା ଉଦ୍ଦେଶ୍ୟରେ ପାରଳାଖେମୁଣ୍ଡି ସ୍ଥିତ ଟାଉନ-ହଲ ଠାରେ ଚାଲିଥିବା କୋଭିଡ୍ ଟୀକାକରଣ ସ୍ଥଳରେ ଗଜପତି ଜିଲ୍ଲା…
ବିଜେଡିରେ ଯୋଗଦେଲ ଶତାଧିକ ଯୁବକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଳକ , ଜିବା ପଞ୍ଚାୟତ , ୱାର୍ଡ ନଂ ୦୩ , ଅନୁକୁଣ୍ଡାଗୁଡା ଗ୍ରାମର ଶତାଧିକ ଯୁବକ ଗତକାଲି ସନ୍ଧ୍ୟାରେ ଗଜପତି ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ…
ଖଡ଼ିଆଳ ବଣିକ ସଂଘ ନୂଆଁଖାଇ ଭେଟଘାଟ ଉତ୍ସବ ପାଳିତ
ନୂଆପଡ଼ାରୁ ଯଶୋବନ୍ତ କୁମାର: ନୂଆପଡା ଜିଲ୍ଲା ଖଡ଼ିଆଳ ଡୁଆଝର ଗ୍ରାମ ନିକଟସ୍ଥ ସୁନ୍ଦର ନଦୀ କୂଳ ରେ ଖଡ଼ିଆଳ ବଣିକ ସଂଘ ପକ୍ଷରୁ ନୂଆଁଖାଇ ଭେଟ ଘାଟ ଉତ୍ସବ ପାଳିତ ହୋଇଅଛି। ମୁଖ୍ୟ ଅତିଥି ରୂପେ ରାଜ୍ୟ ବ୍ୟବସାୟିକ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ଯୋଗ ଦେଇଥିଲେ। ଏହି…
ତୁକଳା ମେହେର ସମାଜ ପକ୍ଷରୁ ୧୦ କିଲୋମିଟର ପଦଯାତ୍ରା, ମମିତା ହତ୍ୟାକାଣ୍ଡରେ ଦୋଷୀଙ୍କୁ ଫାଶୀ ଏବଂ ମନ୍ତ୍ରୀଙ୍କୁ…
ନୂଆପଡ଼ାରୁ ଯଶୋବନ୍ତ କୁମାର: ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତୁକଳା ଗ୍ରାମ ଠାରେ ମେହେର ସମାଜ ପକ୍ଷରୁ ଆନ୍ଦୋଳନ କୁ ଓହ୍ଲାଇଛନ୍ତି। ତୁକଳା ଠାରୁ ଖଡ଼ିଆଳ ପର୍ଯ୍ୟନ୍ତ ପଦଯାତ୍ରା ରେ ଆସି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଖଡ଼ିଆଳ ଅତିରିକ୍ତ ତହସିଲଦାର ଙ୍କୁ ଦାବୀପତ୍ର ପ୍ରଦାନ…