ବାସୁଦେବପୁର (ପ୍ରତାପ ପାଢ଼ୀ): ବାସୁଦେବପୁର ବିଜେପି ପକ୍ଷରୁ ନିର୍ବାଚନ ମଣ୍ଡଳୀର ସମସ୍ତ ଜିଲ୍ଲା ପରିଷଦ ପ୍ରାର୍ଥୀ ଓ ପ୍ରାର୍ଥୀନୀଙ୍କ ନାମ ଘୋଷଣା କରାଯାଇଛି | ଧାମନଗର ବିଧାୟକ ବିଷ୍ଣୁ ସେଠୀ ଓ ଭଦ୍ରକ ଜିଲ୍ଲା ବିଜେପି ଉପ ସଭାପତି ଉଦୟ ନାରାୟଣ ମଲ୍ଲିକଙ୍କ ଉପସ୍ଥିତିରେ ଜୋନ୍ ନୋ ୧୭ ପାଇଁ ସନ୍ଧ୍ୟାରାଣୀ ଷଡ଼ଙ୍ଗୀ, ଜୋନ ନମ୍ବର ୧୮ ମାନସ କୁମାର ସାହୁ, ଜୋନ ନମ୍ବର ୧୯ ପାଇଁ କୈଳାଶ ଚନ୍ଦ୍ର ପଣ୍ଡା, ଜୋନ ନମ୍ବର ୨୦ ପାଇଁ ଜଗବନ୍ଧୁ ମଳିକ, ଜୋନ ନମ୍ବର ୨୧ ପାଇଁ ରାଧାରାଣୀ ମହାକୁଡ଼ ଓ ଜୋନ ନମ୍ବର ୮ ପାଇଁ ଝରଣା ଜେନା ଦଳୀୟ ପ୍ରାର୍ଥୀ ହୋଇଥିବା ଜଣାପଡିଛି ।
Sign in
Sign in
Recover your password.
A password will be e-mailed to you.
Next Post