Sign in
Sign in
Recover your password.
A password will be e-mailed to you.
ରାୟଗଡ ଠାରେ ଭିଡିଓ କନଫରେନ୍ସ ମାଧ୍ୟମରେ ସ୍ମାର୍ଟ ସ୍କୁଲର ଲୋକର୍ପଣ କଲେ ମୁଖ୍ୟମନ୍ତ୍ରୀ
ରାୟଗଡ(ସରୋଜ କୁମାର ସାହୁ): ବଦଳିଛି ସରକାରୀ ବିଦ୍ୟାଳୟ ଗୁଡିକର ରୂପରେଖ, ବଦଳିଛି ଶିକ୍ଷାଦାନର ଢାଂଚା । ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ୫ଟି ଯୋଜନାରେ ବର୍ତମାନ ଓଡିଶାରେ ଥିବା ସରକାରୀ ବିଦ୍ୟାଳୟ ଗୁଡିକର ଭିତିଭୂମୀ ସୁଦୃଢ କରାଯାଇ ଉନ୍ନତମାନର ଶିକ୍ଷାଦାନ…
ଚତୁର୍ଥ ଦିବସରେ ୫ଟି ଜିଲ୍ଲାର ୧୩୦ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
5Tକାର୍ଯ୍ୟକ୍ରମରେ 1075 ସ୍କୁଲର ରୂପାନ୍ତର ପର୍ବ
ସ୍କୁଲର ନୂଆ ପରିବେଶ ପିଲାଙ୍କ ଭିତରେ ପ୍ରତିଯୋଗୀ ମନୋଭାବକୁ ଆହୁରି ସୁଦୃଢ଼ କରିଛି : ମୁଖ୍ୟମନ୍ତ୍ରୀ
ରୂପାନ୍ତର ଯେଉଁ ସୁଯୋଗ ଆଣିଛି ତାର ସଦ୍ ବ୍ୟବହାର କରିବୁ ଓ ମୁଖ୍ୟମନ୍ତ୍ରୀ ଙ୍କ ଲକ୍ଷ୍ୟ ପୂରଣ କରିବୁ : ଛାତ୍ରଛାତ୍ରୀ…
ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ
ବଲାଙ୍ଗିର/ନିରୋଜ ମିଶ୍ର: ସାମ୍ବାଦିକ ଭବନରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସାମ୍ବାଦିକ ସଂଘର ମିଳିତ ଆନୁକୂଲ୍ୟରେ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ସଂଘର ଉପସଭାପତି ଆନନ୍ଦ ଚନ୍ଦ୍ର ସାହୁ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି…
ଛତିଶଗଡରେ ଆୟୋଜିତ ମିସ ଟିନ ପ୍ରତିଯୋଗିତାରେ ଓଡ଼ିଆ ଝିଅ ବିଜୟୀ ।
ପଦ୍ମପୁର(ଶାସକପ୍ରଶାସକ)- ଛତିଶଗଡ଼ ରାଜ୍ୟ କୋବ୍ରାରେ ଗତ ୧୪ ତାରିଖରେ ଆୟୋଜିତ ବିଭିନ୍ନ ବର୍ଗର ସୁନ୍ଦରୀ ପ୍ରତିଯୋଗିତାର ମିସ ଟିନ ବର୍ଗରେ, ଜଣେ ଓଡ଼ିଆ ଝିଅ ବିଜୟୀ ହୋଇ ସମସ୍ତଙ୍କୁ ଗୌରବାନ୍ୱିତ କରି ପାରିଛନ୍ତି । ବରଗଡ ଜିଲ୍ଲା ପଦ୍ମପୁରର ରାଜେଶ ଓ ଜ୍ୟୋତିମଞ୍ଜରୀଙ୍କ ଏକ ମାତ୍ର ଝିଅ…
କଫସିରଫ ଜବତ ଜଣେ ଗିରଫ
ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ସହରରେ ଦିନକୁ ଦିନ ନିଶା କାରବାର ବଢ଼ିବାରେ ଲାଗିଛି ନିଶା କବଳରେ ପଦ୍ମପୁର ଯୁବଗୋଷ୍ଠୀ । ଆଜି ପଦ୍ମପୁର ଥାନା ଏସଆଇ ରବିନ୍ଦ୍ର କୁମାର ହେମ୍ରମ ପେଟ୍ରୋଲିଙ୍ଗ ସମୟରେ ପଦ୍ମପୁର ରଜାପଡାର ଭରତ ଖୁଟଲା ଓରଫ ବନକୁ ପଦ୍ମପୁର ମହିଳା ମହାବିଦ୍ୟାଳୟ ପାଖରେ ବିକ୍ରି…
ନିତି ଆୟୋଗ ଦ୍ୱାରା ପରିଚାଳିତ ଜାତୀୟସ୍ତରୀୟ ଓ୍ୱବିନାର୍
ଭୁବନେଶ୍ୱର(ଶାସକ ପ୍ରଶାସକ):ଆଜି ପୂର୍ବାହ୍ନରେ ନିତି ଆୟୋଗର ସି.ଇ.ଓ. ଶ୍ରୀ ଅମିତାଭ କାନ୍ତଙ୍କ ଦ୍ୱାରା ଏକ ଜାତୀୟ ସ୍ତରୀୟ ଓ୍ୱବିନାର "ସାଥ୍' ପ୍ରକଳ୍ପ ଶିକ୍ଷା ପରିଚାଳନା କରାଯାଇଛି । ଉକ୍ତ ଓ୍ୱବିନାରରେ ଉଭୟ ବିସିଜି ଏବଂ ପିରାମଲ ଫାଉଣ୍ଡେସନ ସେମାନଙ୍କର ସହଯୋଗ ପ୍ରଦାନ କରିଥିଲେ । ଏହି…
“ସ୍ୱଛ, ନିର୍ଭିକ,ନିରପେକ୍ଷ ସାମ୍ବାଦିକତା ଆବଶ୍ୟକ”
ଜାତୀୟ ପ୍ରେସ ଦିବସ ପାଳିତ
ପୁରୀ/ଅନିମେଶ ପଟ୍ଟନାୟକ : ସରକାର ଓ ଜନତାଙ୍କ ମଧ୍ୟରେରେ ମଧ୍ୟସ୍ଥିର କାମ କରିଥାଏ ଜଣେ ସାମ୍ବାଦିକ। ସାମାଜିକ ସମସ୍ୟା ଓ ଜନତାଙ୍କ ସ୍ୱରକୁ ସରକାରଙ୍କ ପାଖରେ ପହଞ୍ଚାଇଥାଏ ଜଣେ ସାମ୍ବାଦିକ। ସେଥିପାଇଁ ସାମ୍ବାଦିକମାନଙ୍କ ସମ୍ମାନ ସର୍ବାଗ୍ରେ । ତେଣୁ…
“ଦୀର୍ଘ କାଳୀନ ଶ୍ୱାସ ଅବରୋଧକାରୀ ରୋଗକୁ ଅବହେଳା କରିବା ଉଚିତ ନୁହେଁ”
ବିଶ୍ୱ ସିଓପିଡି ଦିବସ
ଭୁବନେଶ୍ୱର: କାଶ ଓ କଫ ଦୀର୍ଘ ଦିନ ଧରି ଲାଗି ରହିଲେ, କିମ୍ବା ନିଶ୍ୱାସ ପ୍ରଶ୍ୱାସ ନେବାରେ ସାମାନ୍ୟ କଷ୍ଟ ଅନୁଭବ କଲେ ତାହାକୁ ଅଣଦେଖା କରିବା ଉଚିତ ନୁହେଁ । ପରବର୍ତ୍ତୀ ସମୟରେ ଏହା ଦୀର୍ଘ କାଳୀନ ଶ୍ୱାସ ଅବରୋଧକାରୀ ରୋଗରେ ପରିଣତ ହୋଇ ଜୀବନ ପ୍ରତି ଘାତକ…
ଆମ୍ରି ହସ୍ପିଟାଲସର ସୁପର ସ୍ପେସିଆଲିଟି କ୍ଲିନିକ ଏବେ କଟକର ଗ୍ରାଣ୍ଡ ଡ଼ାଇଗ୍ନୋଷ୍ଟିକ କ୍ଲିନିକରେ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଆମ୍ରି ହସ୍ପିଟାଲ୍ସର ଯୋଗାଯୋଗ କେନ୍ଦ୍ର ଏବଂ ସୁପର ସ୍ପେସିଆଲିଟି କ୍ଲିନିକ୍ ଏବେ ଗ୍ରାଣ୍ଡ ଡ଼ାଇଗ୍ନୋଷ୍ଟିକ କ୍ଲିନିକ୍, କଟକରେ ଆରମ୍ଭ ହୋଇଛି । ଆମ୍ରି ହସ୍ପିଟାଲସର ପ୍ରସିଦ୍ଧ ଡାକ୍ତରମାନଙ୍କ ଦ୍ୱାରା ପ୍ରତି ସପ୍ତାହରେ ସୁପର ସ୍ପେସିଆଲିଟି ବର୍ହିବିଭାଗ…
ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘର ବାର୍ଷିକ ଅଧିବେଶନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘର ବାର୍ଷିକ ଅଧିବେଶନ ସଭାପତି ଶ୍ରୀ ରାଜେନ୍ଦ୍ର କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ଯ ସଂଘର ସାଧାରଣ ସମ୍ପାଦକ ଶ୍ରୀ କମଳାକାନ୍ତ ପଣ୍ଡା ଯୋଗଦେଇ ଆଗାମୀ…