ଭୁବନେଶ୍ୱର : ଆଜିଠାରୁ ରାଜ୍ୟର ସମସ୍ତ ସହରାଂଚଳରୁ ନାଇଟ କର୍ଫ୍ୟୁ ପ୍ରତ୍ୟାହାର କରିଛନ୍ତି ରାଜ୍ୟ ସରକାର | ଏହାପୂର୍ବରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ରାତିର କର୍ଫ୍ୟୁ ପ୍ରତିଦିନ 10.00 ରୁ 5.00 AM ମଧ୍ୟରେ ରହିଥିଲା। ସୂଚନାଯୋଗ୍ୟ ଯେ, ରାଜ୍ୟରେ କୋଭିଡି ମାମଲାଗୁଡ଼ିକର କ୍ରମାଗତ ହ୍ରାସ ଏବଂ ରାଜ୍ୟରେ ସକ୍ରିୟ ମାମଲା ଗୁଡ଼ିକର ସଂଖ୍ୟା ହ୍ରାସ ଯୋଗୁଁ ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ମିଳିଛି | ଆଜି ରାଜ୍ୟରେ ୦ -୧୮ ବର୍ଷ ମଧ୍ୟରେ ୧୩୧ ଟି ମାମଲାକୁ ମିଶାଇ ରାଜ୍ୟରେ ମାତ୍ର ମୋଟ ୬୭୧ନୂଆ କୋଭିଡି ମାମଲା ଚିହ୍ନଟ ହୋଇଛନ୍ତି |
Sign in
Sign in
Recover your password.
A password will be e-mailed to you.