ବାସୁଦେବପୁର ରେ ବିଭିନ୍ନ ପଞ୍ଚାୟତ ରେ ବିଜେପିର ନିର୍ବାଚନ ପ୍ରଚାର

0

 ବାସୁଦେବପୁର/ପ୍ରତାପ ପାଢ଼ୀ- ଆଜି ବାସୁଦେବପୁର ଠାରେ ଭାରତୀୟ ଜନତା ପାର୍ଟି ତରଫ ରୁ ବିଭିନ୍ନ ପଞ୍ଚାୟତ ରେ ସମର୍ଥିତ ପ୍ରାର୍ଥୀ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ଙ୍କ ପାଇଁ ନିର୍ବାଚନ ପ୍ରଚାର କରାଯାଇଛି। ବରିଷ୍ଠ ବିଜେପି ନେତା ତଥା  ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ରଙ୍କ ସମେତ ଅଭିମନ୍ୟୁ ସେଠୀ, ମନସ୍ମିତା ଖୁଣ୍ଟିଆ, ମାଧବ। ନନ୍ଦ ମଲ୍ଲିକ, ଅଶୋକ କୁମାର ସାହୁ, ଉଦୟ ନାରାୟଣ ମଲ୍ଲିକ, ଜୟ ପ୍ରକାଶ ମଲ୍ଲିକ , ପ୍ରମୁଖ ଯୋଗ ଦେଇ ସପକ୍ଷ ରେ ଭୋଟ ନେବାକୁ ପ୍ରଚାର କରିଥିଲେ। ବିଜେପି ପକ୍ଷରୁ ମଟର ସାଇକେଲ ରାଲି ଓ ବିଭିନ୍ନ ସ୍ଥାନରେ ସଭା ଆୟୋଜିତ ଆୟୋଜିତ ହୋଇ ଥିଲା।

Leave A Reply

Your email address will not be published.