ମହିଳା ସ୍ନାତକ ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମାପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଯୁବରେଡ଼କ୍ରସ ସଂସ୍ଥା ତରଫରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ରୀନା ସାହୁ ସମ୍ବିଧାନର ପ୍ରଣେତାଙ୍କ ଫଟୋ…

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନା: ସାମିଲ ହେଲା ବାଲେଶ୍ବର ଓ ଭଦ୍ରକ ଜିଲ୍ଲା

ସାରା ରାଜ୍ୟର ୨୧ଟି ଜିଲ୍ଲା ସାମିଲ ବାଲେଶ୍ବରର ୨୦ ଲକ୍ଷ ଓ ଭଦ୍ରକର ୧୧ ଲକ୍ଷ ଲୋକ ପାଇବେ ସ୍ମାର୍ଟ କାର୍ଡର ସୁବିଧା ରାଜ୍ୟ ୭୭ ପ୍ରତିଶତ ଲୋକଙ୍କ ଚିକିତ୍ସା ବୋଝ ଦୂର ହେବ - ମୁଖ୍ୟମନ୍ତ୍ରୀ ବାଲେଶ୍ବରରେ ୧୫୦୦ କୋଟି ଓ ଭଦ୍ରକରେ ୩୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ…

ନୂଆପଡା ଜିଲ୍ଲା ହାଡ଼ିପା ଗୁରୁ ମହାସଭା ଆନୁକୂଲ୍ୟରେ ସମ୍ବିଧାନ ଦିବସ ପାଳିତ

ନୂଆପଡ଼ାରୁ ଯଶୋବନ୍ତ କୁମାର: ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ଗାନ୍ଧିନଗର ପ୍ରାଙ୍ଗଣରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଆୟୋଜିତ ସମ୍ବିଧାନ ଦିବସରେ ହାଡ଼ିପାଗୁରୁ ମହାସମାଜ ଜ଼ୀଲ୍ଲା ସଭାପତି ସାମ୍ବାଦିକ ବିଜୟ କୁମାର ସହିସ ଅଧ୍ୟକ୍ଷତା କରିଥିବାବେଳେ, ମୁଖ୍ୟ ଅତିଥି ଭାବରେ…

ବଲାଙ୍ଗିର ବିଜୁ ଜନତା ଦଳର ପୌରାଞ୍ଚଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ

ବଲାଙ୍ଗିର : ଆଜି ବିଜୁ ଜନତା ଦଳର ପୌରାଞ୍ଚଳ କର୍ମୀ ସମ୍ମିଳନୀ ସ୍ଥାନୀୟ ମୀନା ଟେଣ୍ଟ ହାଉସ ଠାରେ ଆୟୋଜିତ ହୋଇଯାଇଛି । ଏହି ସମ୍ମିଳନୀରେ ମୁଖ୍ଯ ଅତିଥି ପୁର୍ବତନ ରାଜ୍ଯସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ ସମ୍ମାନିତ ଅତିଥି ଯୁବନେତା ଅର୍କେଶ ନାରାୟଣ ସିଂହଦେଓ ଥିବା ବେଳେ ସଭାପତିତ୍ବ କରିଥିଲେ…

ବଲାଙ୍ଗୀରରେ ଖରିଫ ଋତୁ ଧାନ କିଣାକୁ ନେଇ ଅନିଶ୍ଚିତତା

 ବଲାଙ୍ଗୀର: ଜିଲ୍ଲାରେ ଖରିଫ ଋତୁ ଧାନ କିଣା ପୂର୍ବରୁ ଉପୁଜିଲାଣି ସମସ୍ୟା । ନିର୍ଦ୍ଧାରିତ ସମୟରେ ଧାନ କିଣାକୁ ନେଇ ଦେଖା ଦେଇଛି ଅନିଶ୍ଚିତତା । ଜିଲ୍ଲାରେ ଏହି ସମୟରେ ଖରିଫ ଋତୁ ଧାନ ଅମଳ ହୋଇଥାଏ । ଏହାକୁ ସରକାର ପେକ୍ସ ବା ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଚାଷୀଙ୍କ ଠାରୁ ଧାନ…

କୁବେର ସମାଜ ପଶ୍ଚିମାଞ୍ଚଳ ଓଡିଶା ମହାସଭା କାର୍ଯ୍ୟକାରୀ କମିଟୀ ବୈଠକ

ପାଇକମାଲ :- ପାଇକମାଳ ବ୍ଲକ୍ ନୃସିଂହନାଥ ପରିସର ରେ କୁବେର ସମାଜ ପଶ୍ଚିମାଞ୍ଚଳ ଓଡିଶା ମହାସଭା ର କାର୍ଯ୍ୟକାରୀ କମିଟୀ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବୈଠକ ରେ ମହାସଭା ସଭାପତି ରାମହରି ସାହୁ ଅଧ୍ୟକ୍ଷତା କରିଥିଲେ । ମହାସଭା ସମ୍ପାଦକ ଚୁଡାମଣି ସାହୁ, କୋଷାଧ୍ଯକ୍ଷ ନିତ୍ୟାନନ୍ଦ…

କେଉଁ ସ୍ୱାର୍ଥରେ ଭୁବନେଶ୍ୱର ସାଂସଦଙ୍କ ଅସାମାଜିକ ଆଚରଣକୁ ରାଜ୍ୟ ବିଜେପି ସଭାପତିଙ୍କ ସମର୍ଥନ : ବିଜେଡି

ମହିଳାଙ୍କୁ ଅସଦାଚରଣ କରିଛନ୍ତି ଅପରାଜିତାଙ୍କ ପ୍ରାଇଭେଟ ସିକ୍ୟୁରିଟି ଆଗାମୀ ଦିନରେ ବିଜେପି ନେତା ବି ବାଦ ପଡିବେନି ଭୁବନେଶ୍ୱର: ଗୁରୁବାର ଦିନ ସନ୍ଧ୍ୟାରେ ବିଭିନ୍ନ ସମସ୍ୟା ନେଇ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରଶ୍ନ ପଚାରିବାକୁ ଯାଇଥିବା…

ମାହାଙ୍ଗା ବ୍ଲକ୍ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ସହ ମିଶନ ଶକ୍ତି ସମୀକ୍ଷା ବୈଠକରେ ଯୋଗଦେଲେ ମନ୍ତ୍ରୀ ପ୍ରତାପ ଜେନା।

ମାହାଙ୍ଗା-(ସପ୍ତଜ୍ୟୋତି ରାଉଳ) ଆଇନ, ପଞ୍ଚାୟତରାଜ, ପାନୀୟଜଳ ଯୋଗାଣ, ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଉଷୁମା ଏବଂ ଶ୍ରୀକୃଷ୍ଣପୁର ଗ୍ରାମପଂଚାୟତରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି | ବିଜୁ ଯୁବ ବାହିନୀ ଗୃହ, ଅଙ୍ଗନବାଡି ଗୃହ,…

କୋଣାର୍କ ମହୋତ୍ସବ ପାଇଁ ଜିଲ୍ଲାପାଳ ନେଲେ ପ୍ରସ୍ତୁତି ବୈଠକ ।

ଅସ୍ତରଙ୍ଗ/ ଦୁଃଶାସନ ନାୟକ: ଆସନ୍ତା ଡିସେମ୍ବର 1 ଠାରୁ 5 ପର୍ଯ୍ୟନ୍ତ ହେବାକୁ ଥିବା କୋଣାର୍କ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ଦିନ କୋଣାର୍କ ଯାତ୍ରୀନିବାସ ସମିଳନୀ କକ୍ଷରେ ପୁରୀ ଜିଲାପାଳ ସମର୍ଥ ବର୍ମାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଜିଲ୍ଲାର…

ମାହାଙ୍ଗା : କୁହୁଣ୍ଡା ଓ ପାଇକରାଏପୁର ପଞ୍ଚାୟତରୁ ବହୁ ବିରୋଧି କର୍ମୀ ବିଜେଡି ଶିବିରରେ

ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ମିଶିଲେ ମାହାଙ୍ଗା -(ସପ୍ତଜ୍ୟୋତି ରାଉଳ) ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁହୁଣ୍ଡା ଓ ପାଇକେରାପୁର ପଞ୍ଚାୟତ ବିଜୁ ଜନତା ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ଆଇନିମନ୍ତ୍ରୀ ପ୍ରତାପ ଜେନାଙ୍କ ମାହାଙ୍ଗା…