ବିଭିନ୍ନ ପଞ୍ଚାୟତରେ ନିର୍ବାଚନ ପ୍ରଚାରରେ ବିଧାୟକ ବିଷ୍ଣୁବ୍ରତ

0

ବାସୁଦେବପୁର(ପ୍ରତାପ ପାଢୀ) – ବାସୁଦେବପୁରର ବିଭିନ୍ନ ପଂଚାୟତରେ ବାସୁଦେବପୁର ବିଧାୟକ ଶ୍ରୀ ବିଷ୍ଣୁବ୍ରତ ରାଉତରାୟ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି | ଦଳୀୟ ସମର୍ଥନରେ ଲଢୁ ଥିବା ସରପଞ୍ଚ ପ୍ରାର୍ଥୀ , ସମିତି ସଭ୍ୟ ପ୍ରାର୍ଥୀ, ଓ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ପାଇଁ ପ୍ରଚାର କରିଥିଲେ। ୧୯ ନମ୍ବର ଜୋନର ଥିବା ସୁଦର୍ଶନପୁର, ଅ।ର୍ତ୍ତୁଂ, ଜଗନ୍ନାଥପୁର ପଞ୍ଚାୟତଠାରେ ରେ ଏକ ବିଶାଳ ମଟର ସାଇକେଲ ରାଲି ରେ ଯୋଗଦେଇ ଦଳୀୟ ତଥା ଦଳର ସମର୍ଥିତ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ମତଦାନ କରି ଜୟଯୁକ୍ତ କରାଇବାକୁ ଅନୁରୋଧ କରିଥିଲେ।

Leave A Reply

Your email address will not be published.