ପର୍ଶୁରାମ ବାହିନୀ ପକ୍ଷରୁ ମାର୍ଚ୍ଚ ମାସରେ ବ୍ରତୋପନୟନ।

0

ବରଗଡ଼ – ଶାସକ ପ୍ରଶାସକ/ ବରଗଡ଼ ଜିଲ୍ଲା ପଦ୍ମପୁର ବ୍ରାହ୍ମଣ ସମାଜ ପର୍ଶୁରାମ ବାହିନୀ ପକ୍ଷରୁ ଆସନ୍ତା ମାର୍ଚ୍ଚ୨୨ ତାରିଖ ମଙ୍ଗଳବାର ଦୁର୍ଗାମନ୍ଦିର ଠାରେ ବ୍ରତୋପନୟନ ଆୟୋଜନ କରାଯାଉଛି।ଆର୍ଥିକ ସଙ୍କଟ ପରିବାର ମଧ୍ୟରେ ଥିବା ବଟୁ ମାନେ ଏଥିରେ ସାମିଲ ହୋଇପାରିବେ।ପ୍ରତ୍ୟେକ ବର୍ଷ ପର୍ଶୁରାମ ବାହିନୀ ପକ୍ଷରୁ ଏହି ବ୍ରତୋପନୟନ କାର୍ଯ୍ୟ କରାଯାଉଥିବାରୁ ବହୁ ବଟୁ ଉପକୃତ ହେଉଛନ୍ତି।ଇଚ୍ଛୁକ ଥିବା ବ୍ରାହ୍ମଣ ବଟୁ ମାନେ ତାଙ୍କ ଠିକଣା ଦେଇ ପଞ୍ଜିକୃତ କରିବାକୁ ନିମ୍ନ ମୋବାଇଲ ନମ୍ବର ରେ ସମ୍ପର୍କ କରିବାକୁ ବ୍ରାହ୍ମଣ ସମାଜ ପକ୍ଷରୁ ସୂଚନା ଦେଇଛନ୍ତି। ମୋ-9437254866,9777757566,9777894943

Leave A Reply

Your email address will not be published.