ଶ୍ରୀ ଜଗନ୍ନାଥ ମହୋତ୍ସବ ଓ ସଂକୀର୍ତ୍ତନ ଉତ୍ସବ।

0

ବାସୁଦେବପୁର/ପ୍ରତାପ ପାଢ଼ୀ- ଆଜି ବାସୁଦେବପୁର ସ୍ଥିତ ଏଡ୍ ତାଳ ଠାରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଶ୍ରୀ ଜଗନ୍ନାଥ ଙ୍କ ମହୋତ୍ସବ ଓ ସଂକୀର୍ତ୍ତନ ମହୋତ୍ସବ ପାଳନ କରାଯାଇଛି। ଓଡ଼ିଶାର ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ, ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ସାଂସଦ ମଞ୍ଜୁଲତା ମଣ୍ଡଳ, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମ କୁ ପଣ୍ଡିତ ଦୟାନିଧି ଦାସ ସଭାପତିତ୍ବ କରିଥିଲାବେଳେ ସମ୍ପାଦକ ଶ୍ରୀ ପର୍ଶୁରାମ ମହାରଣା ଓ ଅନ୍ୟ କର୍ମ କର୍ତ୍ତା ଉପସ୍ଥିତ ରହି କାର୍ଯ୍ୟ କର୍ମ କୁ ସଫଳ କରାଇଥିଲେ।

Leave A Reply

Your email address will not be published.