୨୫ କୋଟି ଟଙ୍କା ବ୍ୟୟ ବରାଦରେ ୬ ଗୋଟି ପ୍ରକଳ୍ପ ପାଇଁ ଭିତିପ୍ରସ୍ତର ସ୍ଥାପନ କଲେ ଅରୁଣ ଓ ପଦ୍ମନାଭ

୪୨ ଲକ୍ଷ ଟଙ୍କା ବ୍ୟୟରେ ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ୱାରା ନିର୍ମିତ ବିଶ୍ରାମାଗାର ଉଦଘାଟିତ ଓଡଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ ଅଂଚଳରେ ରାସ୍ତାଘାଟ ଠାରୁ ଆରମ୍ଭ କରି ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ତ୍ୱରାନ୍ୱିତ କରି ବିକାଶ ପ୍ରକ୍ରିୟା କରାଯାଇଥିବା ବେଳେ ଅନେକ ଗୁଡ଼ିଏ…

“ବଢିବ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ରାଶି : ସାମ୍ବାଦିକଙ୍କୁ ପେନ୍ସନ ନେଇ ଆସିବା ନୀତି”

ସୂଚନା ଦେଲେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଭୁବନେଶ୍ୱର (ଶାସକ ପ୍ରଶାସକ) : ସାମ୍ବାଦିକଙ୍କ ସମସ୍ୟା ପ୍ରତି ରାଜ୍ୟ ସରକାର ସମ୍ବେଦନଶୀଳ | ସମ୍ପ୍ରତ୍ତି ରାଜ୍ୟ ସରକାର ସାମ୍ବାଦିକଙ୍କ ପାଇଁ ଗୋପବନ୍ଧୁ ସ୍ବାସ୍ଥ୍ୟବୀମା କାର୍ଯ୍ୟକାରୀ କରୁଥିବା ବେଳେ ସାମ୍ବାଦିକଙ୍କ ବୀମା ରାଶି…

ମିଶନ ଶକ୍ତି ଆନ୍ଦୋଳନ ହେଲା ଆହୁରି ଶକ୍ତିଶାଳୀ

ମିଶନ ଶକ୍ତି ଉତ୍ପାଦିତ ଦ୍ରବ୍ୟର ମାର୍କେଟିଂ ପାଇଁ ଭୁବନେଶ୍ବରରେ ମିଶନ ଶକ୍ତି ବଜାର, ବିଶ୍ବବ୍ୟାପୀ ବିକ୍ରୟ ପାଇଁ ଅନ୍ଲାଇନ ମାର୍କେଟ ପୋର୍ଟାଲ ମିଶନ ଶକ୍ତି ପାଇଁ ଋଣ ୬୦୦୦ କୋଟି ଟଙ୍କାରେ ପହଞ୍ଚିଲା, ସୁଧ ରିହାତି ବାବଦରେ ୨୦୦ କୋଟି ଟଙ୍କା ପଞ୍ଚାୟତ ସ୍ତରର କମ୍ୟୁନିଟି…

ଜିଲ୍ଲାସ୍ତରୀୟ “ଜାତୀୟ ଗଣିତ ଦିବସ” କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌର ଉଚ୍ଚ ବିଦ୍ୟାଳୟର ସମ୍ମିଳନୀ କକ୍ଷଠାରେ ଗଜପତି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ଏସସିଇଆରଟି: ସହାୟତାରେ…

ଜିଲ୍ଲାସ୍ତରୀୟ “ଜାତୀୟ ଗଣିତ ଦିବସ” କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌର ଉଚ୍ଚ ବିଦ୍ୟାଳୟର ସମ୍ମିଳନୀ କକ୍ଷଠାରେ ଗଜପତି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ଏସସିଇଆରଟି: ସହାୟତାରେ…

ଫାର୍ମାଶିଷ୍ଟଙ୍କ ସଚେତନ ବାର୍ତ୍ତା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଆଶାକର୍ମୀମାନଙ୍କୁ ନେଇ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଓ ୧୦୮ର ଜରୁରୀ ସେବା ଉପରେ ଏକ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ନିୟୋଜିତ ୧୦୮ ଆମ୍ବୁଲାନ୍ସର…

ମୋହନାରେ ଅନୁସୂଚିତ ଜନଜାତି ଓ ଜାତି ସ୍ୱତନ୍ତ୍ର ସଚିବ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନାକୁ ଦୁଇ ଦିନିଆ ଗ୍ରସ୍ତ କରିଛନ୍ତି ରାଜ୍ୟ ଅନୁସୂଚିତ ଜନଜାତି ଓ ଜାତି ସ୍ଵତନ୍ତ୍ର ସଚିବ ଶ୍ରୀଯୁକ୍ତ ପବିତ୍ର ମଣ୍ଡଳ। ସେ ଆଦିବାସୀ ଛାତ୍ର ଛାତ୍ରୀମାନଙ୍କର ଉନ୍ନତି ପାଇଁ ଜାରି ରହିଥିବା ରାଜ୍ୟ ସରକାରଙ୍କର ବିଭିନ୍ନ…

ଖୁଖୁଣ୍ଡୁବାହାଲ ଠାରେ ଖୋଲିଲା ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର

ରାଉରକେଲା (ବସନ୍ତ ଜେନା) :ମାଣ୍ଡିଆ ସହିତ ବିଭିନ୍ନ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ରୁଚିକର ଖାଦ୍ୟକୁ ଅଧିକ ଲୋକପ୍ରିୟ କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର ଖୋଲାଯାଉଛି । ଓଡ଼ିଶା ପୁଷ୍ଟିଶସ୍ୟ ମିଶନ୍ ଏବଂ ମିଶନ ଶକ୍ତି ପକ୍ଷରୁ କୁଆଁରମୁଣ୍ଡା ବ୍ଲକର ଖୁଖୁଣ୍ଡୁବାହାଲ…

ବନ୍ଧକାଟିଆ ଠାରେ ୮ପଂଚାୟତର ଜନସାଧାରଣଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବଂଟନ କଲେ ମନ୍ତ୍ରୀ ପ୍ରତାପ ଜେନା

ଲୁଣା ଚିତ୍ରୋତ୍ପଳା ଅଂଚଳର ଉନ୍ନତି, ନବୀନ ପଟ୍ଟନାୟକଙ୍କ ସରକାର କଥାରେ ନୁହେଁ କାମରେ କରି ଦେଖାଇଛି :ମନ୍ତ୍ରୀ ଶ୍ରୀ ଜେନା ନିଶ୍ଚିନ୍ତକୋଇଲି,(ଦେବେନ୍ଦ୍ର ଷଢଙ୍ଗି): ରାଜ୍ୟ ପଂଚାୟତରାଜ,ଆଇନ,ପାନୀୟଜଳ,ଗୃହନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧକାଟିଆ…

ଲୋକାର୍ପିତ ହେଲା ବିଜୁ ପଟ୍ଟନାୟକ ପ୍ରମୋଦ ଉଦ୍ୟାନ

ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ ଏହା ସମ୍ଭବ ହୋଇପାରିଥିବାରୁ କୃତଜ୍ଞତା ଜଣାଇଲେ ଅଂଚଳବାସୀ ନିଶ୍ଚିନ୍ତକୋଇଲି,(ଦେବେନ୍ଦ୍ର ଷଢଙ୍ଗି): ନିଶ୍ଚିନ୍ତକୋଇଲି ବ୍ଲକ ଝାଡେ଼ଶ୍ୱରପୁର ଗ୍ରାମ ପଂଚାୟତର ନରୁଆ ମଙ୍ଗଳପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ବିଜୁ ପଟ୍ଟନାୟକ ପ୍ରମୋଦ ଉଦ୍ୟାନକୁ…