Sign in
Sign in
Recover your password.
A password will be e-mailed to you.
ଦକ୍ଷିଣାଞ୍ଚଳ ରାଜସ୍ବ ପ୍ରଶାସନିକ ଶାସନ ସଂସ୍କାର ସମ୍ପର୍କିତ ବୈଠକ।
ବ୍ରହ୍ମପୁର/କୈଳାଶ ଚୌଧୁରୀ : ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ କାର୍ଯ୍ୟାଳୟସ୍ଥ ସମ୍ମିଳନୀ କକ୍ଷ ରେ ଆୟୁକ୍ତ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର, ଭା.ପ୍ର.ସେ, ଙ୍କ ଅଧ୍ୟକ୍ଷତାରେ ରାଜସ୍ୱ ପ୍ରଶାସନିକ ଶାସନ ସଂସ୍କାର ସମ୍ପର୍କିତ ବୈଠକ ଅନଷ୍ଠିତ ହୋଇଛି। ପ୍ରଶାସନିକ ଏବଂ ଶାସନ ସଂସ୍କାର ସମିତି…
ଦଶମ ବୋର୍ଡ କୃତୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଜିଲ୍ଲାସ୍ତରୀୟ ଶୁଭେଛା ଓ ସମ୍ବର୍ଦ୍ଧନା ଉତ୍ସବ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଆଜି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ମାଲକାନଗିରି ପକ୍ଷରୁ ଜିଲ୍ଲା ପରିଷଦ ସଭାଗୃହରେ ଜିଲ୍ଲାସ୍ତରୀୟ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ଜିଲାପାଳ ଦଶମ ବାର୍ଷିକ ବୋର୍ଡ ପରୀକ୍ଷାରେ ୩୨ଜଣ କୃତୀ ଛାତ୍ରଛାତ୍ରୀଙ୍କୁ…
ଗ୍ରାମ୍ୟ ଉନ୍ନୟନ,ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ
ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଶୁଭ ଉଦଘାଟନ
ନବରଙ୍ଗପୁର, ଅଶୋକ ସାହୁ,ତା ୬.୫.୨୦୨୬: ମାନ୍ୟବର ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ର ଲମ୍ତାଗୁଡ଼ା ଠାରେ…
ଶ୍ରୀବିଷ୍ଣୁପୁର ଅଙ୍ଗୱାଡ଼ି କେନ୍ଦ୍ର ବିଧାୟକ ଦେଖି କ୍ଷୁବ୍ଧ ହେଲେ ବିଧାୟକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ସୀତାପୂର୍ ପଞ୍ଚାୟତ ଅନ୍ତର୍ଗତ ଶ୍ରୀବିଷ୍ଣୁପୁର ଗ୍ରାମ ରେ ଥିବା ଅଙ୍ଗୱାଡ଼ି କେନ୍ଦ୍ର ଦେଖି କ୍ଷୁବ୍ଧହେଲେ ବିଧାୟକ। ବିଗତ ତିନି ବର୍ଷ ହେବ ଏହି ଅଙ୍ଗନୱାଡି କେନ୍ଦ୍ର ଟି ଅତି ସଚନୀୟ ଭାବେ ଭାଙ୍ଗି…
ଭାଜପାରେ ବଡ଼ ମିଶ୍ରଣ ପର୍ବ: ଶତାଧିକ ବିଜେଡି କର୍ମୀଙ୍କ ଯୋଗଦାନ
ଝାରସୁଗୁଡ଼ା: ଝାରସୁଗୁଡ଼ା ସହରର ବିଟିଏମ ସ୍ଥିତ ଭାଜପା କାର୍ଯ୍ୟାଳୟରେ ବୁଧବାର ଏକ ବିଶାଳ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ଏହି ଅବସରରେ ଝାରସୁଗୁଡ଼ା ସଦର ବ୍ଲକର ଏଚ. କଣ୍ଟାପାଲି ଗ୍ରାମ ପଞ୍ଚାୟତରୁ ଶତାଧିକ ବିଜେଡି କର୍ମୀ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ।…
ଦୁଇଟି ଅତିରିକ୍ତ ଶ୍ରେଣୀଗୃହ ସହ ଗ୍ରାମ ପଞ୍ଚାୟତ ସ୍ତରୀୟ ସୁଭଦ୍ରାଶକ୍ତି କେନ୍ଦ୍ର ଉଦଘାଟନ କଲେ ବିଧାୟକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ସୀତାପର ପଞ୍ଚାୟତ ଶ୍ରୀବିଷ୍ଣୁପୁର ଗ୍ରାମ ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣ ରେ ଅତିରିକ୍ତ ଶ୍ରେଣୀ ଗୃହର ଶୁଭ ଉଦଘାଟନ କଲେ ବିଧାୟକ ରୁପେଶ ପାଣଗ୍ରାହୀ , ସେଇଭଳି ଖାରଡା ପ୍ରାଥମିକ…
ବୀରଭାସ୍କର ଗଜପତି ଜିଲ୍ଲା ଏସ୍.ଟି.ମୋର୍ଚ୍ଚାର ସଭାପତି ମନୋନୀତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଜନଜାତି (ଏସ୍.ଟି.)ମୋର୍ଚ୍ଚାର ସଭାପତି ଭାବେ ବୀରଭାସ୍କର ପାଇକ ମନୋନୀତ ହୋଇଛନ୍ତି। ସେ ପୂର୍ବରୁ ଆର୍.ଉଦୟଗିରି ବ୍ଲକର ମହେନ୍ଦ୍ରଗଡ ପଞ୍ଚାୟତର ସରପଞ୍ଚ ରୂପେ ସୁନାମ ଅର୍ଜନ କରିଛନ୍ତି। ଜଣେ ଭାରତୀୟ ଜନତା ପାର୍ଟିର ଶୃଙ୍ଖଳିତ…
ଧାନ କିଣାରେ ଅନିୟମିତତା: ଝାରସୁଗୁଡ଼ାରେ ଚାଷୀଙ୍କ ଆକ୍ରୋଶ
ଝାରସୁଗୁଡ଼ା ଜିଲ୍ଲାର ଆଭ୍ୟନ୍ତରୀଣ ବିଷୟରେ ସମ୍ବଲପୁରର ସାଂସଦ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପକୁ ନେଇ ପ୍ରଶ୍ନ ଉଠାଇଲେ ଚାଷୀ ସଂଗଠନ
ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲାରେ ଧାନ କିଣାକୁ ନେଇ ଚାଷୀମାନଙ୍କ ସମସ୍ୟା ଦିନକୁ ଦିନ ଗଭୀର ରୂପ ନେଉଛି। ଖରିଫ ଋତୁର ଧାନ…
ସରକାରୀ ଜଳ ଟ୍ୟାଙ୍କରରେ ରାଜନୈତିକ ପ୍ରଚାର ଅଭିଯୋଗ, ଜିଲ୍ଲା ପରିଷଦର ତୀବ୍ର ଅସନ୍ତୋଷ
ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ ଓ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଦାବିପତ୍ର; ତୁରନ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି
ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାରେ ସରକାରୀ ଅନୁଦାନରେ ଚାଲୁଥିବା ଜଳ ଟ୍ୟାଙ୍କରଗୁଡ଼ିକରେ ବେଆଇନ ଭାବେ ରାଜନୈତିକ ପୋଷ୍ଟର ଓ ବ୍ୟାନର ଲଗାଯାଇଥିବାକୁ ନେଇ ଜିଲ୍ଲା ପରିଷଦ…
ଅଟୋ ଧକ୍କାରେ ମୋଟରସାଇକେଲ ଚାଳକ ମୃତ।
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ସଦର ଥାନା ଅନ୍ତର୍ଗତ ଦିଗପହଣ୍ଡି ରାସ୍ତା ଲାଞ୍ଜିଆ ଗ୍ରାମ ଛକରେ ଗୋଟିଏ ଅଟୋ ଜଣେ ମୋଟରସାଇକେଲ କୁ ପଛପଟୁ ଧକ୍କା ଦେବା ଫଳରେ ଚାଳକ ବିଜୟ ରଣା ରାସ୍ତା ରେ ଛିଟିକି ପଡ଼ିଥିଲେ ଓ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ…