Sign in
Sign in
Recover your password.
A password will be e-mailed to you.
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ
ଏସ୍ପିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କଲେ ସାମ୍ବାଦିକ
ନୟାଗଡ଼ :- ସୋସିଆଲ ମିଡିଆକୁ ଅସ୍ତ୍ର କରି ବହୁ ପ୍ରଭାବଶାଳୀ ଲୋକଙ୍କୁ ଟାର୍ଗେଟ କରାଯାଉଛି। ସମାଜରେ ଘଟୁଥିବା ଘଟଣା ଓ ଦୁର୍ଘଟଣାକୁ ଭିନ୍ନ ମୋଡ଼ ଦେବାକୁ ପ୍ରୟାସ କରାଯାଉଛି। ନୟାଗଡ଼ ଜିଲ୍ଲାର ଏକ ନିଦ୍ଦିଷ୍ଟ ଗୋଷ୍ଠୀ ରାଜ୍ୟ…
୭୮୬ ଲିଟର ଚୋରା ମଦ ଜବତ ୦୮ କୋର୍ଟ ଚାଲାଣ ।
କେନ୍ଦ୍ରାପଡ଼ା:୦୫/୦୫(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲ।ପାଳ ରଘୁରାମ ଆର ଆୟରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର କୁଦାନଗରୀ, କେନ୍ଦ୍ରାପଡ଼ା ସଦର, ନିକିରେଇ, ଜମ୍ବୁ ମେରେଇନ ଓ ମହାକାଳପଡ଼ା ଥାନା…
ପାରମ୍ପରିକ ଖେଳଣା ମାଧ୍ୟମରେ ଶିକ୍ଷା— “ପୋରାକୁଳେଇ” ମାର୍ଗଦର୍ଶିକାର ଉନ୍ମୋଚନ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (DIET), କଳାହାଣ୍ଡି, ଭବାନୀପାଟଣାର ପରିକଳ୍ପନାରେ କଳାହାଣ୍ଡିର ପରମ୍ପରିକ ଖେଳଣା ଉପରେ ଆଧାରିତ ମାର୍ଗଦର୍ଶିକା “ପୋରାକୁଳେଇ” ର ଉନ୍ମୋଚନ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାଧାକାନ୍ତ…
ଅନୁସୂଚୀତ ଜନଜାତି ମୋର୍ଚ୍ଚାର ରାଜ୍ୟ ସଂପାଦକ ଭାବେ ବିହାରୀ ମାଝୀ
ସୁବର୍ଣ୍ଣପୁର ,୫!୫:(ପ୍ରକାଶ କୁମାର ହାତୀ ):ଓଡ଼ିଶା ବିଜେପି ଅନୁସୂଚୀତ ଜନଜାତି ମୋର୍ଚ୍ଚାର ରାଜ୍ୟ ସଂପାଦକ ଭାବେ ବିହାରୀ ମାଝୀ ପୁନର୍ବାର ମନୋନୀତ ହୋଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାର ଜଣେ ପରିଚିତ ଆଦିବାସୀ ନେତା ଓ ଭାରତୀୟ ଜନତା ପାର୍ଟିର ଆଗଧାଡ଼ିର ସଂଗଠକ ଭାବେ ସେ ବେଶ୍ ପରିଚିତ।ଦଳରେ…
ମହାନଗର ନିଗମ ନିର୍ବାହୀ ଯନ୍ତ୍ରୀ ନିଲମ୍ବିତ।
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଦାୟିତ୍ୱହୀନତା ଏବଂ ବିଶୃଙ୍ଖଳା ପାଇଁ ବ୍ରହ୍ମପୁର ମହାନଗର ନିଗମର ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ କୁମାର ଡୁଙ୍ଗଡୁଙ୍ଗ ନିଲମ୍ୱିତ। ନିଲମ୍ବନ କଲେ କମିଶନର ଏ. ଶସ୍ୟା ରେଡ୍ଡୀ। ନିଲମ୍ବନ ସମୟରେ ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦେଶ। ପ୍ରତିମାସର ପ୍ରଥମ…
ପ୍ରେମିକ ବାରଣ୍ଡାରେ ଧାରଣାରେ ବସିଥିବା ପ୍ରେମିକା କୁ ହତ୍ୟା।
ହିଞ୍ଜିଳି ଥାନା ଅର୍ନ୍ତଗତ କେ ଖରିଡା ଗ୍ରାମରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଯାହାକି ପୁଜା ସ୍ବାଇଁ ନାମ୍ନୀ ଜଣେ କନ୍ୟା ସନ୍ତାନ ର ମା କୁ ପ୍ରେମିକ ଚିଣ୍ଟୁ ଗୌଡ ର ଭାଇ ଟାଙ୍ଗିଆରେ ହାଣି ହତ୍ୟା କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ବେଳେ ପୋଲିସ ହାତରେ ଧରାପଡିଛି। ଖବର ରୁ ଜଣାପଡିଛି ଯେ…
ଅନ୍ତୋଦୟ ଯୋଜନାରେ ୬୦ ହିତାଧିକାରୀଙ୍କୁ ପକ୍କାଘର କାର୍ଯ୍ୟାଦେଶ ବଣ୍ଟନ
ଝାରସୁଗୁଡ଼ା, ୫/୫: ଝାରସୁଗୁଡ଼ା ଜିଲ୍ଲାର କିର୍ମିରା ବ୍ଲକ ପରିସରରେ ମଙ୍ଗଳବାର ପୂର୍ବାହ୍ନରେ ଅନ୍ତୋଦୟ ଯୋଜନା ଅଧୀନରେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ୬୦ ଜଣ ହିତାଧିକାରୀଙ୍କୁ ସେମାନଙ୍କର ପକ୍କାଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା।
ଏହି…
ମାଲକାନଗିରିରେ: ୮୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଲୋକାର୍ପିତ ଓ ଶିଳାନ୍ୟାସ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ରାଜ୍ୟ ସରକାରଙ୍କ ବିକଶିତ ଗାଁ, ବିକଶିତ ଓଡ଼ିଶା ଅଭିଯାନ ମାଧ୍ୟମରେ ମାଲକାନଗିରି ଜିଲ୍ଲାରେ ଗ୍ରାମୀଣ ଭିତ୍ତିଭୂମିର କାୟାକଳ୍ପ ବଦଳିବାରେ ଲାଗିଛି। ଆଜି ସ୍ଥାନୀୟ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ…
ମାଲକାନଗିରିରେ ଜଳଜୀବନ ମିସନର କେନ୍ଦ୍ରୀୟ ଅତିରିକ୍ତ ସଚିବ ।
ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟର କଲେ ସମୀକ୍ଷା ।
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:କେନ୍ଦ୍ରୀୟ ଅତିରିକ୍ତ ସଚିବ ତଥା ଜାତୀୟ ଜଳ ଜୀବନ ମିସନର ଡାଇରେକ୍ଟର କମଲ କିସରୋ ସୋହନ ମାଲକାନଗିରି ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ସ୍ଥାନରେ ଜାରି ରହିଥିବା ମେଗା ପାନୀୟ ଜଳ ପ୍ରକଳ୍ପର…
ଏନଏସଇ ପକ୍ଷରୁ ଇଲେକ୍ଟ୍ରୋନିକ ଗୋଲ୍ଡ ରିସିପ୍ଟ ର ଶୁଭାରମ୍ଭ
ଭୁବନେଶ୍ୱର: ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ ଲିମିଟେଡ (ଏନଏସଇ) ପକ୍ଷରୁ ଏକ ନୂଆ ଟ୍ରେଡିଙ୍ଗ ସେଗମେଂଟ ଭାବେ ଇଲେକ୍ଟ୍ରୋନିକ୍ସ ଗୋଲ୍ଡ ରିସିପ୍ଟ (ଇଜିଆର) ର ଶୁଭାରମ୍ଭ କରାଯାଇଛି । ଏହା ଭାରତର ସୁନାର ବଜାରକୁ ଅଧିକ ସ୍ୱଚ୍ଛ, ଦକ୍ଷ ଓ ସଂଗଠିତ କରିବା ଦିଗାରେ ଏକ ଗୁରୁତ୍ୱପୂର୍ଣ୍ଣ…