Sign in
Sign in
Recover your password.
A password will be e-mailed to you.
ପୃଥକ୍ ଦୁର୍ଘଟଣା ରେ ୩ ମୃତ ୨ ଗୁରୁତର।
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବ୍ରହ୍ମପୁର ସହର ଉପକଣ୍ଠ ଲୋଚାପଡା ଗୁରୁଣ୍ଠି ରାସ୍ତା ଝାଡାଙ୍କୁଲି ଛକରେ ଗୋଟିଏ ରିଗ୍ ମେସିନ୍ ଗାଡ଼ି ଗୋଟିଏ ସାଇକେଲ କୁ ଧକ୍କା ଦେଇ ଭାରସାମ୍ୟ ହରାଇ ଗାଡ଼ି ଡ଼୍ରାଇଭର ରାସ୍ତା କଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା। ଫଳରେ ଗାଡ଼ି ଓଲଟି ପଡିବା ସହ…
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଅଶାନ୍ତ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀ ବ୍ୟୋମକେଶ ନାୟକଙ୍କ ପୌରହିତ୍ୟରେ ପୁରୁଷୋତ୍ତମପୁର ତାଲୁକ ଆଇନ ସେବା କମିଟି…
ଜିଲ୍ଲାସ୍ତରୀୟ କଳାକାର ମହୋତ୍ସବ ଉଦଯାପିତ: ମନମୋହିଲେ ସିନେ ଅଭିନେତା ଅଶ୍ରୁମୋଚନ।
କେନ୍ଦୁଝର,ତା୨୭/୨- କେନ୍ଦୁଝର ଜିଲ୍ଲା କଳାକାର ସଂଘର ଷଷ୍ଠ ବାର୍ଷିକ ମହୋତ୍ସବ ଘଟଗାଁ ମା' ତାରିଣୀ ପେଣ୍ଡାଲରେ ତିନିଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଗତକାଲି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସିନେ ତାରକା ଅଶ୍ରୁମୋଚନ ମହାନ୍ତି ଯୋଗଦେଇ ଦର୍ଶକ ମାନଙ୍କୁ ବିମୋହିତ କରିଥିଲେ।…
ଠିକାଦାରଙ୍କୁ ଆକ୍ରମଣ।
ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବୈକୁଣ୍ଠ ନଗର ଅଞ୍ଚଳରେ ଜଣେ ଠିକାଦାର ଙ୍କୁ ଆକ୍ରମଣ କରି ଦୁର୍ବୃତ୍ତ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଆହତ ଠିକାଦାର ଶୁଭେଚ୍ଛୁ ଶେଖର ସାହୁ ( ସିଲୁ) ଓ କିଛି ଯୁବକ ସିଲୁକୁ ଦାଦା ବଟି ମାଗିଥିଲେ। ନାହିଁ କହିବାରୁ ସିଲୁକୁ ଆକ୍ରମଣ ହୋଇଛି ବୋଲି…
ମାଲକାନଗିରି ବିଜେପି କାର୍ଯ୍ୟାଳୟରେ ଦିନଦୟାଲ ଉପାଧ୍ୟୟ ପ୍ରଶିକ୍ଷଣ ମହାଅଭିଯାନ ବୈଠକ ।
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ, ତାରିଖ- ୨୭/୨/୨୬: ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଦିନଦୟାଲ ଉପାଧ୍ୟୟ ପ୍ରଶିକ୍ଷଣ ମହାଅଭିଯାନ ବୈଠକ ଆୟୋଜିତ ହୋଇଛି । ବୈଠକଟି ଜିଲ୍ଲା ପ୍ରଭାରୀ ଶ୍ରୀ ରମେଶ ସାହୁଙ୍କ ଅଧକ୍ଷତାରେ ହୋଇଥିଲା । ପ୍ରଥମେ ଅତିଥି ମାନେ ଭାରତୀୟ ଜନତା…
ବିଦ୍ୟୁତ୍ ବିଚ୍ଛିନ୍ନ ଯୋଗୁଁ ଜଳସେଚନ ପ୍ରକଳ୍ପ ଅଚଳ : ଅଧିକାରୀଙ୍କ ତ୍ରୁଟି ଚାଷୀଙ୍କ ପାଇଁ କାଳ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି, ତା ୨୭/୨ ଉଠାଜଳସେଚନ ବିଭାଗ ତରଫରୁ ମାଲକାନଗିରି ଜିଲାର ମାଲକାନଗିରି ସଦର ବ୍ଲକ, କୋରୁକୋଣ୍ଡା, କାଲିମେଳା, ପଡିଆ ଆଦି ଅଞ୍ଚଳର ଅଣ ଜଳସେଚିତ ଚାଷଜମିରେ ଜଳ ଯୋଗାଣ ନିମନ୍ତେ ଗଭୀର ନଳକୂପ ସେଚ ଯୋଜନା ମାଧ୍ୟମରେ ନଳକୂପ ଖନନ…
ଦାଦନଦୁଃଖ, ଘରଆଗରେ ଶବ ଛାଡ଼ି ମାଲିକ ଫେରାର |
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ, ତାରିଖ-୨୭/୨/୨୬: ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କାଲିମେଳା ଥାନା ଅନ୍ତର୍ଗତ ଅମ୍ବାଗୁଡାଗ୍ରାମରେ| ଆଜି ଭୋରସାଢ଼େ ୪ଟା ସମୟରେ ଅମ୍ବାଗୁଡ଼ା ଗ୍ରାମ ର ପଦିଆ ମାଢିଙ୍କ ଶବକୁ ଘରଆଗରେ ଫୋପାଡ଼ି ଦେଇ ମାଲିକ ଫେରାର ହୋଇଯାଇଥିବାର ମୃତକଙ୍କ…
ଭିଜି ଟ୍ରଫି (VIZZY TROPHY) କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଇଷ୍ଟ୍ ଜୋନ୍ ପକ୍ଷରୁ ଖେଳିବେ କେନ୍ଦୁଝରର ସାର୍ଥକ।
କେନ୍ଦୁଝର,ତା୨୭/୨- ବିସିସିଆଇ (ବୋର୍ଡ ଅଫ କଣ୍ଟ୍ରୋଲ ଫର୍ କ୍ରିକେଟ ଇନ୍ ଇଣ୍ଡିଆ) ଆନୁକୁଲ୍ୟରେ ଆୟୋଜିତ ଜାତୀୟସ୍ତରୀୟ ଆନ୍ତଃବିଶ୍ୱବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ “ଭିଜି ଟ୍ରଫି” (VIZZY TROPHY)ରେ ଇଷ୍ଟ ଜୋନ୍ ତରଫରୁ ଖେଳିବା ପାଇଁ କେନ୍ଦୁଝରର ଉଦୀୟମାନ ତରୁଣ କ୍ରିକେଟ ଖେଳାଳୀ…
ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟରେ “ଯୁବ ଉର୍ଜା ନିଯୁକ୍ତି ସଂଯୁକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର କ୍ୟାରିଅର କାଉନ୍ସେଲିଂ ସେଲ୍, Internal Quality Assurance Cell (IQAC) ଙ୍କ ସମନ୍ୱୟରେ ଏବଂ ଜଗତ ଗୁରୁ କୃପାଳୁ ୟୋଗ ଟ୍ରଷ୍ଟ ଙ୍କ ସହଯୋଗରେ ଯୁଜି ଓ ପିଜି ଅନ୍ତିମ ବର୍ଷର…
ଆସନ୍ତା ମାର୍ଚ୍ଚ ୧ ତାରିଖରେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ରେ ଜିଲ୍ଲାସ୍ତରୀୟ “ବିକଶିତ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ଜିଲ୍ଲାସ୍ତରୀୟ "ବିକଶିତ ଭାରତ ଯୁବ ସଂସଦ" କାର୍ଯ୍ୟକ୍ରମ ଆସନ୍ତା ମାର୍ଚ୍ଚ ମାସ ୧ ତାରିଖ ଦିନ ବିଭିନ୍ନ…