କବି ପ୍ରେମାନନ୍ଦ ବେହେରାଙ୍କ କବିତା ସଂକଳନ “ହେ ମହାବାହୁ” ଉନ୍ମୋଚିତ

ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା, ପୁରୀର ସ୍ଵନକ୍ଷତ୍ର ଦିବସ ଓ ରାଜ୍ୟସ୍ତରୀୟ କବିତା ଆସର ପାଳନ ଅବସରରେ ୨୬ ଡିସେମ୍ବର ୨୦୨୧ ରବିବାର ଦିନ ବରଗଡ଼ ଜିଲ୍ଲା ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ତଥା କବି ପ୍ରେମାନନ୍ଦ ବେହେରାଙ୍କ କବିତା ସଂକଳନ "ହେ ମହାବାହୁ"…

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସମୀକ୍ଷା

ଟୀକାକରଣ ତ୍ବରାନ୍ବିତ କରିବା, ସବୁ କୋଭିଡ ଚିକିତ୍ସା ବ୍ୟବସ୍ଥାକୁ କ୍ରିୟାଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଓମିକ୍ରନ ଲହରୀ ଆସିବା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ପରାମର୍ଶ ବି.ଏସ୍‌.କେ.ୱାଇ ଯୋଜନାର ସଫଳ କାର୍ଯ୍ୟକାରୀତା…

ବର୍ଷା ସାଜିଲାନି ଉଦ୍ଘାଟନରେ ବାଧକ : ବର୍ଷାରେ ଭିଜି ଭିଜି ଉଦ୍ଘାଟିତ କଲେ ମନ୍ତ୍ରୀ ପ୍ରତାପ ଜେନା

ନିଶ୍ଚିନ୍ତକୋଇଲି ବ୍ଲକ କଟିକଟାରୁ କୋଲଣପୁର ବଜାର ପର୍ଯ୍ୟନ୍ତ ୧ କୋଟି ଟଙ୍କାରୁ ଉର୍ଧ୍ଵ ବ୍ୟୟରେ ଉଜ୍ଜଳ ଆଲୋକୀକରଣ ବଜାର ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ସାଧାରଣରେ ଆନନ୍ଦନର ଲହରୀ ନିଶ୍ଚିନ୍ତକୋଇଲି/ ଦେବେନ୍ଦ୍ର ଷଡ଼ଙ୍ଗୀ :-ଗାଁକୁ ସହରାଚଂଳରେ ପରିଣତ କରି ବିକାଶ ପରେ…

ପଦ୍ମପୁର ବ୍ରାହ୍ମଣ ସମାଜ ର କାର୍ଯ୍ୟକାରିଣୀ ବୈଠକ

ପଦ୍ମପୁର :-ଆଜି ପଦ୍ମପୁର ବ୍ରାହ୍ମଣ ସମାଜ ର କାର୍ଯ୍ୟକାରିଣୀ ବୈଠକ ବୈଠକ ଶାନ୍ତିନଗର ଠାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ରେ ଆସନ୍ତା ମାର୍ଚ୍ଚ ମାସ ୨୧ ତାରିଖରେ ସାମୂହିକ ବ୍ରତ କରିବାକୁ ସ୍ଥିର ହେଲା। ଯେଉଁ ଅବିଭାବକ ମାନେ ତାଙ୍କର ପୁଅ ମାନଙ୍କ ବ୍ରତ କରିବାକୁ ଇଛୁକ ୨୮ଫ୍ରେବୃୟାରୀ…

ପୂର୍ବ ମାହାଙ୍ଗାରେ ବିଜୁ ସ୍ମାର୍ଟକାର୍ଡ ବଣ୍ଟନ ଓ ମହିଳା ସମାବେଶ |

ପଞ୍ଚାୟତ ଦଖଲ ପାଇଁ ବିଜେଡିର ଶକ୍ତି ପ୍ରଦର୍ଶନ ମାହାଙ୍ଗା (ସପ୍ତ ଜ୍ୟୋତି ରାଉଳ) ଆଗକୁ ଅନୁଷ୍ଠିତ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଶାସକ ବିଜୁ ଜନତା ଦଳ ପ୍ରତି ପଞ୍ଚାୟତରେ ଶକ୍ତି ବୃଦ୍ଧିକରିବାରେ ଲାଗିପଡ଼ିଛି | ସୋମବାର ଅପରାହ୍ନରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର…

ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦ୍ୱାରା କାକଟପୁର ବ୍ଲକରେ ଓମିକ୍ରୋନ ମୁକାବିଲା ପାଇଁ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍‌ର- କାକଟପୁର ବ୍ଲକ ଅନ୍ତର୍ଗତ ବାଙ୍ଗୁରି ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଓମିକ୍ରୋନ ମୁକାବିଲା ନେଇ ସଚେତନତା କାର୍ଯ୍ୟକ୍ରମ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧକ୍ଷତା ଅନୁଷ୍ଠିତ ହୋଇଯାଇଛି । ଏହି…

ବାତ୍ୟା ଜୱାଦ କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫୦୭ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା: ପଢନ୍ତୁ କଣ…

ଭୁବନେଶ୍ୱର (ଶାସକ ପ୍ରଶାସକ) : ଚଳିତ ଡିସେମ୍ବର ୪ ଓ ୫ ତାରିଖ ଦୁଇ ଦିନ ଧରି ସଂଗଠିତ ହୋଇଥିବା ବାତ୍ୟା ଜୱାଦ ଦ୍ବାରା କ୍ଷତିଗ୍ରସ୍ତ ଚାଷୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୫୦୭ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି । ୩୩ ପ୍ରତିଶତ ଫସଲ ନଷ୍ଟ ହୋଇଥିବା…

ଶ୍ରୀ ଜଗନ୍ନାଥ ସାହିତ୍ୟ ସଂସଦ ର ୩୩ତମ ବାର୍ଷିକ ଉତ୍ସବ ପାଳିତ

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଶ୍ରୀ ଜଗନ୍ନାଥ ସାହିତ୍ୟ ସଂସଦ ର ୩୩ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ସକାଳ ୧୧ଘଟିକାରେ ପ୍ରଥମ ଅଧିବେଶନ ରେ ଶ୍ରୀ ପଦ୍ମନାଭ ସାହୁ ଙ୍କ ସଭାପତିତ୍ବରେ, ମୁଖ୍ୟ ଅତିଥି ଦେବଗଡ ବିଧାୟକ ଶ୍ରୀ ସୁବାସ ଚନ୍ଦ୍ର…

ପଲ୍ଲୀଶ୍ରୀ ମେଳା -୨୦୨୧ ଉଦଯାପିତ : ୪ ଦିନରେ ୪୮ ଲକ୍ଷରୁ ଉର୍ଦ୍ଧ୍ବ ବ୍ୟବସାୟ

https://youtu.be/NWwfeeTNiD0 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ଓରମାସ ଓ ଜିଲ୍ଲା ଜୀବିକା ମିଶନ ସହଯୋଗରେ…

କ୍ରିଷ୍ଣା କପ୍ କ୍ରିକେଟ୍: ସେମିରେ ଦହିଗାଁ

ପଦ୍ମପୁର : ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆ ରେ କେ.ସି.ସି. ଦ୍ଵାରା ଆୟୋଜିତ ୨୦ତମ କ୍ରିଷ୍ଣା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନ ପ୍ରଥମ ମ୍ୟାଚରେ ଦହିଗାଁ ଦଳ କୁଚିପାଲି ଦଳକୁ ହରାଇ ଏବଂ ଦ୍ବିତୀୟ ମ୍ୟାଚ ରେ ଗ୍ରିଞ୍ଜେଲ ଦଳ ମହୁଲପାଲି କେସିସି ଦଳକୁ ହରାଇ କ୍ବାଟର…