କ୍ରିଷ୍ଣା କପ୍ : ଉପରବାହାଲ – ବାଟତେରମା ଫାଇନାଲରେ

ପଦ୍ମପୁର : ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆ ରେ କେ.ସି.ସି. ଦ୍ଵାରା ଆୟୋଜିତ ୨୦ତମ କ୍ରିଷ୍ଣା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପଞ୍ଚମ ଦିନ ପ୍ରଥମ ସେମି ଫାଇନାଲ ମ୍ୟାଚରେ ଉପରବାହାଲ ଦଳ ଖଲାବାହାଲ ଦଳକୁ ହରାଇ ଏବଂ ଦ୍ବିତୀୟ ସେମି ଫାଇନାଲ ମ୍ୟାଚ ରେ ବାଟତେରମା ଦଳ ଦହିଗାଁ ଦଳକୁ…

କତାରରେ ଓଡିଆ ଯୁବକଙ୍କ ମୃତ୍ୟୁ: ମରଶରୀର ଆଣିବା ପାଇଁ ବୈଜୟନ୍ତଙ୍କ ହସ୍ତକ୍ଷେପ

ଭୁବନେଶ୍ବର(ଶାସକ ପ୍ରଶାସକ) - ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା କତାରରେ ଫସିଥିବା ମୃତ ଓଡିଆ ଯୁବକ ସଦାଶିବ ଦାସଙ୍କ ମରଶରୀର ଭାରତ ଫେରାଇ ଆଣିବାପାଇଁ କତାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ନିବେଦନ…

ସୋଆର ମନୀଷାଙ୍କୁ “ମିସେସ୍ ଇଣ୍ଡିଆ ୱାନ୍ ଇନ୍ ମିଲିୟନ୍-ଓଡ଼ିଶା ୨୦୨୧” , ଅସିତ ପାଇଲେ “ମିଷ୍ଟର ଓଡ଼ିଶା ୨୦୨୧”

ଭୁବନେଶ୍ୱର :“ମିସେସ୍ ଇଣ୍ଡିଆ ୱାନ୍ ଇନ୍ ମିଲିୟନ୍-ଓଡ଼ିଶା ୨୦୨୧” ଟାଇଟଲ୍ ହାସଲ କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜର ଆସିଷ୍ଟାଂଟ ପ୍ରଫେସର ଶ୍ରୀମତି ମନୀଷା ପ୍ରହରାଜ । ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଏକମାତ୍ର ପ୍ରତିଯୋଗୀ ମନୀଷା ଏହି ସଫଳତା…

ସମ୍ କୋଭିଡ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଲେ ୯୬ ବର୍ଷୀୟ ବୟୋଜ୍ୟେଷ୍ଠ

ଭୁବନେଶ୍ୱର: କୋଭିଡର ନୂଆ ଭାରିଆଂଟ ଓମିକ୍ରନ୍ ସଂକ୍ରମଣର ଭୟ ଏବଂ ତୃତୀୟ ଲହରର ଆଶଙ୍କା ମଧ୍ୟରେ ସମ୍ କୋଭିଡ୍ ହସ୍ପିଟାଲ୍ରୁ ଆସିଛି ଆସ୍ୱସ୍ତିକର ଖବର । କୋଭିଡ ସଂକ୍ରମିତ ୯୬ ବର୍ଷୀୟ ଜଣେ ବୃଦ୍ଧ ହସ୍ପିଟାଲ୍ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।ଭୁବନେଶ୍ୱର ଉପକଣ୍ଠ ଡୁମ୍ଡୁମା ଅଂଚଳର…

ଭୁବନେଶ୍ବର ଏକାମ୍ର ଅଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୧୦୩ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ

ପୁରୁଣା ଭୁବନେଶ୍ବରରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ୍ ଟ୍ୟାପ, ଓ ଧଉଳି ଶାନ୍ତିସ୍ତୂପର ପୁନରୁଦ୍ଧାର ଆଦି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ସହିତ ୧୩ଟି ପ୍ରକଳ୍ପର ଶୁଭାରମ୍ଭ ଏକାମ୍ର ଅଞ୍ଚଳର ବିକାଶ ଭୁବନେଶ୍ବରର ଗରିମାକୁ ଆହୁରି ବୃଦ୍ଧି କରିବ – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର(ଶାସକ ପ୍ରଶାସକ )…

ତୁକୁଲାରେ ବୃଦ୍ଧି ପାଉଛି ସଟ୍ଟା କାରବାର

ନୂଆପଡାରୁ ଯଶୋବନ୍ତ କୁମାର : ନୂଆପଡା ଜିଲ୍ଲା ଖଡିଆଳ ବ୍ଳକର ତୁକଲା ହେଉଛି ନୂଆପଡା ଜିଲ୍ଲାର ବୃହତ୍ତମ ଗ୍ରାମ । ଏହା ଏକ ଛୋଟ ସହର ଓ ସ୍ୱାସ୍ଥ୍ୟ, ଶିକ୍ଷା, ବାଣିଜ୍ୟ ବୟବସାୟ ପାଇଁ ଶତାଧିକ ଗ୍ରାମର ଲୋକେ ଏହା ଉପରେ ନିର୍ଭର କରନ୍ତି । ଏହାର ସୁଯୋଗ ନେଉଛନ୍ତି କିଛି ଅସାମାଜିକ ବ୍ୟକ୍ତି ।…

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଓଷ୍ଟା ନେତୃବୃନ୍ଦଙ୍କ ଆଲୋଚନା

ବାରିପଦା (ଦିଲ୍ଲୀପ ମହାନ୍ତି) : ମୟୂରଭଞ୍ଜ ଜିଲ୍ଲାର ମାଧ୍ୟମିକ ସ୍କୁଲ୍ ଗୁଡିକରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଓଡିଶା ମାଧ୍ୟମିକ ସ୍କୁଲ୍ ଶିକ୍ଷକ ସଂଘ (ଓଷ୍ଟା) ନେତୃତ୍ୱମାନଙ୍କ ସହିତ ଏକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟମାନଙ୍କର ବିଭିନ୍ନ ସମସ୍ୟା ସହିତ…

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ତରଫରୁ ୧୧ତମ ସହିଦ ଦିବସ ପାଳିତ ।

ପଦ୍ମପୁର,: ଡିସେମ୍ବର ୨୭, ୨୦୧୦ ତାରିଖରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ କର୍ମୀ ମାଧବ ସିଂ ଠାକୁର ଓ ତାଙ୍କର ସହଯୋଗୀ ରମେଶ ସାହୁଙ୍କ ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ଦୁଇ କର୍ମୀଙ୍କୁ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ସହିଦ ଘୋଷଣା କରିଥିଲେ । ସେହି ଦିନ ଠାରୁ…

ଗଭୀର ସମୁଦ୍ରରେ ପେଟ୍ରୋଲିଂ ବେଳେ ୯ ବଙ୍ଗୀୟ ଗିରଫ, ବୋଟ ଫେରାର।

ଅସ୍ତରଙ୍ଗ/ ଦୁଃଶାସନ ନାୟକ : ବର୍ତ୍ତମାନ ଅଲିଭ ରିଡ଼ଲେ କଇଁଛଙ୍କର ସଂଗମ ସହ, ଅଣ୍ଡା ପ୍ରଦାନ ଋତୁ । ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ,ମସ୍ୟ ବିଭଗ ଓ ପୋଲିସିର ମିଳିତ ସହାୟତାରେ , ଅସ୍ତରଙ୍ଗ ଉପକୂଳ ସମୁଦ୍ରରେ ପେଟ୍ରୋଲିଂ କଡାକଡି କରା ଯାଇଅଛି । ରବିବାର ଦିନ ମସ୍ୟ ବିଭାଗ ତରଫରୁ,…

କାର ଧକ୍କାରେ ଜଣେ ପଥଚାରୀ ଗୁରୁତର : ଆରକ୍ଷୀ ଅଧିକ୍ଷକଙ୍କ ମାନବିକତା କାର୍ଯ୍ୟକୁ ସବୁ ମହଲରେ ଭୂରି ଭୂରି ପ୍ରଶଂସା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସୋମବାର ଦିନ ସନ୍ଧ୍ୟା ପ୍ରାୟ ୭.୦୦ ଘଣ୍ଟା ବେଳେ ପାରଳାଖେମୁଣ୍ଡି ସ୍ଥିତ ରାମନଗର ଛକରେ ଗୋଟିଏ କାର ଜଣେ ପଦଯାତ୍ରୀ ଙ୍କୁ ଦୁର୍ଘଟଣା ଘଟାଇବା ଫଳରେ ପଥଚାରୀ ଜଣକ ଗୁରୁତର ଆହତ ହୋଇ ଛଟପଟ ହେଉଥିଲେ। ଲୋକେ ତାଙ୍କୁ ମେଡିକାଲ୍ ସ୍ଥାନାନ୍ତର କରିବା…