ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ।

ପଦ୍ମପୁର- ପଦ୍ମପୁର ସବଡିଭିଜନାଲ ଡାକ୍ତରଖାନା ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ସ୍ଥାନୀୟ ରଜାପଡା ପ୍ରାଥମିକ ବିଦ୍ୟାଳୟର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବର୍ଷରେ ଶହେ ଘଣ୍ଟା ବା ସପ୍ତାହରେ ଦୁଇ ଘଣ୍ଟା ସ୍ବତଃ ପ୍ରବୄତ୍ତ ଭାବରେ ସ୍ବଛ୍ଛତା ତାଙ୍କ କାମ କରିବା…

ଜଣାଶୁଣା ବିଜ୍ଞାନ ଶିକ୍ଷକଙ୍କ ବିୟୋଗ

ପଦ୍ମପୁର:ରାଜବୋଡ଼ାସମ୍ବର ଅଞ୍ଚଳର ସ୍ୱନାମଧନ୍ୟ ବିଜ୍ଞାନ ଓ ଗଣିତ ଶିକ୍ଷକ ଶ୍ରୀ ଧନଞ୍ଜୟ ସାହୁଙ୍କ ଗତକାଲି ଭୁବନେଶ୍ଵର ର ଏକ ଘରୋଇ ହସ୍ପିଟାଲ୍ ରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇ ଯାଇଛି। ଶ୍ରୀ ସାହୁ ଦେଉଳୀ ନୋଡାଲ ହାଇସ୍କୁଲ ସତୀଭଟା ରେ ୧୯୯୦ ମସିହା ରୁ ବିଜ୍ଞାନ ଶିକ୍ଷକ ରୂପେ…

ସୈନିକ ସ୍କୁଲ ଭୁବନେଶ୍ୱରର AISSEE-2022 ର ଅନ୍ତିମ ଫଳାଫଳ |

ଭୁବନେଶ୍ୱର:2022-23 ଏକାଡେମିକ୍ ସେସନ ପାଇଁ ସୈନିକ ସ୍କୁଲ ଭୁବନେଶ୍ୱରରେ ଷଷ୍ଠଶ୍ରେଣୀରେ ଆଡମିଶନ ପାଇଁ ଅଲ ଇଣ୍ଡିଆ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା 2022 ରଅନ୍ତିମଫଳାଫଳ 07 ଏପ୍ରିଲ 2022 ରେ ଘୋଷଣା କରାଯାଇଛି ବୋଲି ପ୍ରିନ୍ସିପାଲ୍, ସୈନିକ ସ୍କୁଲ ଭୁବନେଶ୍ୱରଙ୍କ କାର୍ଯ୍ୟାଳୟରୁ ସୂଚନା…

ଜଗତସିଂହପୁର ଜ଼ିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ

ଜଗତସିଂହପୁର/ସୁମନ୍ତ କୁମାର ଦାସ:ବାଲେଶ୍ୱର ଜ଼ିଲ୍ଲା ନୀଳଗିରି ପୋଲିସ ଜଣେ କର୍ତ୍ତବ୍ୟରତ ସାମ୍ବାଦିକ ଙ୍କ ଗୋଡ଼ରେ ବେଡି ପକାଇ ଯେଉଁ ଭଳି ଦ୍ରୁବ୍ୟବହାର ଓ ଅମାନୁଷିକ କାର୍ଯ୍ୟ କରିଛି ତାହାର ପ୍ରତିବାଦରେ ଜଗତସିଂହପୁର ଜ଼ିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ପୋଲିସ ର ଏହି ଅମାନୁଷିକ…

ସାମ୍ବାଦିକଙ୍କ ପ୍ରତି ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦ: ମିଡ଼ିଆ ବ୍ରଦର୍ସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ…

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗି): ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳର ମିଡ଼ିଆ ବ୍ରଦର୍ସ ସାମ୍ବାଦିକ ସଂଗଠନ ପକ୍ଷରୁ ଦିନକୁ ଦିନ ସାମ୍ବାଦିକଙ୍କ ପ୍ରତି ଯେଉଁଭଳି ଭାବେ ପୋଲିସ ଓ ପ୍ରଶାସନ ତରଫରୁ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହାକୁ ଦୃଢ ପ୍ରତିବାଦ କରାଯିବା ସହ ଏହା…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉଛି ଗରିବ ଜନସାଧାରଣଙ୍କ ପାଇଁ ଏକ ଉଚ୍ଚକୋଟିର…

ବିଜେପି ତରଫରୁ ପ୍ରଧାନମନ୍ତ୍ରୀ ଲାଭାର୍ଥୀମାନଙ୍କ ପାଇଁ ସମ୍ମିଳନୀ  ନିଶ୍ଚିନ୍ତକୋଇଲି/ଦେବେନ୍ଦ୍ର ଷଢଙ୍ଗି : ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରତିଷ୍ଠା ଦିବସ ଅବସରରେ ତଥା ସାମାଜିକ ନ୍ୟାୟ ସେବା ପକ୍ଷ ପାଳନ ଅବସରରେ ନିଶ୍ଚିନ୍ତକୋଇଲି ସ୍ଥିତ ରାଧାକୃଷ୍ଣ…

କୁଜଙ୍ଗ ଗାନ୍ଧି ନାରାୟଣ ବୀରବର ସାମନ୍ତଙ୍କ ଶ୍ରାଦ୍ଧୋତ୍ସବ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ସାରସ୍ବତ ପରିଷଦ ପକ୍ଷରୁ ଆଜି ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, କୁଜଙ୍ଗ ଗାନ୍ଧି ତଥା ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ସ୍ବର୍ଗତ ନାରାୟଣ ବୀରବର ସାମନ୍ତଙ୍କ ୨୩ ତମ ଶ୍ରାଦ୍ଧୋତ୍ସବ ସ୍ଥାନୀୟ ତରଡାପଡା ସ୍ଥିତ ଟାଇମ୍ଵ ଗୁରୁକୁଳ…

ଟାଣୁଆ ଆଶାୟୀ କର୍ପୋରେଟର ହତାଶ : ମହିଳାଙ୍କ ଉପରେ ବିଜେଡିର ଭରସା

ମଞ୍ଜୁଲତା କହଁର ହେଲେ ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର ଭୁବନେଶ୍ୱର (ଶାସକ ପ୍ରଶାସକ): ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜୁ ଜନତା ଦଳ ଭୁବନେଶ୍ୱର ମହାନଗର ନିଗମ ନୂତନ ଡେ଼ପିଟି ମେୟର ଆସନରେ ଜଣେ ମହିଳାଙ୍କୁ ନିଯୁକ୍ତି ଦେଇଛି | ଦଳଦ୍ବାରା ମନୋନୀତ ମଞ୍ଜୁଲତା କହଁର…

ଜଳଛତ୍ର ଖୋଳିଲା ମେଲଛାମୁଣ୍ଡା ପୁଲିସ

ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡା ଥାନା ସମ୍ମୁଖରେ ପୁଲିସ ବିଭାଗ ତରଫରୁ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ଉଦେଶ୍ୟରେ ଜଳଛତ୍ର ଆରମ୍ଭ କରାଯାଇଛି । ଥାନାଧିକାରୀ ଦୁର୍ଗାମାଧବ ପଧାନ ନିଜ ହାତରେ ରାସ୍ତାରେ ଯାଉଥିବା ଜନସାଧାରଣଙ୍କୁ ଦହି ପାଣି ଓ ଲେମ୍ବୁ ପାଣି ବଂଟନ କରି…

ଖଇରା ବ୍ଲକ ସାମ୍ବାଦିକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ସ୍ମାରକ ପତ୍ର

ବାଲେଶ୍ଵର, ଖଇରା (ବୁଲୁ ଲେଙ୍କା) ଦିନକୁ ଦିନ ପୋଲିସ ଜୁଲମ୍ ସାମ୍ୱାଦିକ ମାନଙ୍କ ଉପରେ ବଢି ଚାଲିଥିବା ବେଳେ ପୁଣି ଏକ ହୃଦୟ ବିଦାରକ ଦୃଶ୍ୟ ସମ୍ମାନକୁ ଆସିଛି ।ଘଟଣାଟି ଘଟିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ରେ। ସଦ୍ୟ ଜଣେ କର୍ତ୍ତବ୍ୟ ରତ ସାମ୍ୱାଦିକ ଙ୍କୁ ମାଡ ମାରିବା ଏବଂ ସେ ଅସୁସ୍ଥ…