ସୈନିକ ସ୍କୁଲ ଭୁବନେଶ୍ୱରର AISSEE-2022 ର ଅନ୍ତିମ ଫଳାଫଳ |

0

ଭୁବନେଶ୍ୱର:2022-23 ଏକାଡେମିକ୍ ସେସନ ପାଇଁ ସୈନିକ ସ୍କୁଲ ଭୁବନେଶ୍ୱରରେ ଷଷ୍ଠଶ୍ରେଣୀରେ ଆଡମିଶନ ପାଇଁ ଅଲ ଇଣ୍ଡିଆ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା 2022 ରଅନ୍ତିମଫଳାଫଳ 07 ଏପ୍ରିଲ 2022 ରେ ଘୋଷଣା କରାଯାଇଛି ବୋଲି ପ୍ରିନ୍ସିପାଲ୍, ସୈନିକ ସ୍କୁଲ ଭୁବନେଶ୍ୱରଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି । ଏହି ଫଳାଫଳ  ବିଦ୍ୟାଳୟର ୱେବସାଇଟ https://sainikschoolbhubaneswar.org  ରେ  ଉପଲବ୍ଧ| ସୂଚନାନୁସାରେ, ବିଦ୍ୟାଳୟ 18 ଏପ୍ରିଲ 2022 ରୁ ମୁଖ୍ୟ ତାଲିକାରେ ମେଡିକାଲରେ ଫିଟ୍ ପ୍ରାର୍ଥୀ ଙ୍କୁ ଗ୍ରହଣକରିବା ଆରମ୍ଭକରିବ | ପ୍ରାରମ୍ଭିକ ଡାକ୍ତରୀ ପରୀକ୍ଷାରେ ମେଡିକାଲରେ ଅନୁପଯୁକ୍ତ ଥିବା ପ୍ରାର୍ଥୀଙ୍କ ପାଇଁ ସମୀକ୍ଷା ଡାକ୍ତରୀପରୀକ୍ଷା 12 ଏପ୍ରିଲ 2022ରେ କଟକ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଧାର୍ଯ୍ୟ କରାଯାଇଛି।

Leave A Reply

Your email address will not be published.