Sign in
Sign in
Recover your password.
A password will be e-mailed to you.
୩୫୩ ନମ୍ବର ଜାତୀୟ ରଜାପଥ ଉପରେ ବଡ ବଡ ଗାତ ଜାତୀୟ ରାଜପଥ ବିଭାଗ ନିରବ ଦ୍ରଷ୍ଟା
ନୂଆପଡା ରୁ ଯୋଶବନ୍ତ କୁମାର- ନୂଆପଡା ଜିଲ୍ଲା ଖଡିଆଳ ୩୫୩ ନମ୍ବର ଜାତୀୟ ରାଜପଥ ଖଡିଆଳ ସହର ଭୀତରେ ପ୍ରତ୍ୟେକ ୧୦୦ ମିଟର ରେ ଏକ ଫୁଟ ର ବାଗ ରହିଛି । ଏହି ରାସ୍ତାରେ ଛତିଶଗଡ ରାୟପୁର ଠାରୁ ବ୍ରହ୍ମପୁର ଗୋପାଲପୁର ପର୍ଯ୍ୟନ୍ତ ୫୫୦ କିଲୋମିଟର ରାସ୍ତା ଲମ୍ବିଛି । ଯାହା ଫଳରେ ଏହି ରାସ୍ତା ଦେଇ…
କେମ୍ପସଡା- କୁଶପଦା ରଜାବନ୍ଧ ରାସ୍ତା ମରଣ ଯନ୍ତା
ପାଞ୍ଚ ଶହ ମିଟର ରାସ୍ତା ପାଇଁ ସାତ କିଲୋମିଟର ବୁଲିବାକୁ ପଡୁଚି।
ଯୁବ ଓ ଶ୍ରମ ବିକାଶ ମଞ୍ଚ ପକ୍ଷରୁ ରାସ୍ତାର ଉନ୍ନତି କାରଣ ପାଇଁ ଦାବୀ
କେନ୍ଦୁଝର/ ସିଦ୍ଧେଶ୍ୱର ସାହୁ :କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବାଉରିପଦା ପଞ୍ଚାୟତ କେମ୍ପସଡା- କୁଶପଦା - ରଜାବନ୍ଧ ରାସ୍ତାଟି ମରଣଯନ୍ତା…
ବେନିୟମ ବନାଯୋଡି ଟୋଲଗେଟ ଉଛେଦ ପାଇଁ ଯୁବ ଓ ଶ୍ରମ ବିକାଶ ମଂଚ ତରଫରୁ ଦାବି ପତ୍ର ପ୍ରଦାନ।
କେନ୍ଦୁଝର /ସିଦ୍ଧେଶ୍ୱର ସାହୁ : ପୂର୍ବରୁ ଥିବା ୨୧୫ ନମ୍ବର ପାଣିକୋଇଲି ଠାରୁ ରାଜାମୁଣ୍ଡା ପର୍ଯ୍ୟନ୍ତ ଜାତୀୟ ରାଜ ପଥ ତଥା କେନ୍ଦୁଝରବାସୀଙ୍କ ଜୀବନ ରେଖକୁ ପରବର୍ତ୍ତୀ ସମୟରେ ଅଧିକ ଟୋଲ ଆଦାୟ ଆଶାରେ ପାଣିକୋଇଲି ଠାରୁ ରିମୁଳି ୨୦ ନମ୍ବର ଜାତୀୟ ରାଜପଥ ଓ ରିମୁଳି ଠାରୁ ରାଜାମୁଣ୍ଡା…
ପୋଲିସ କନେଷ୍ଟବଳଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା
ନିଶ୍ଚିନ୍ତକୋଇଲି'/ଦେବେନ୍ଦ୍ର ଷଢଙ୍ଗି: ନିଶ୍ଚିନ୍ତକୋଇଲି ଥାନା ପକ୍ଷରୁ ପୋଲିସ ଚାକିରୀରେ ବହୁ ବର୍ଷ ନିଷ୍ଠାପର ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା ପୋଲିସ କନେଷ୍ଟବଳ ଅନନ୍ତ କିଶୋର ଦିକ୍ଷିତଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶୁକ୍ରବାର ଅନୁଷ୍ଠିତ ଏହି…
ଓଥକା-ରାମକୃଷ୍ଣପୁର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତା କାର୍ଯ୍ୟରେ ଅନିୟମିତତା ଅଭିଯୋଗ
ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ଭିଜିଲାନସ ବିଭାଗ ଦ୍ୱାରା ତଦନ୍ତ ପାଇଁ ଜନସାଧାରଙ୍କ ଦାବି
ନିଶ୍ଚିନ୍ତକୋଇଲି/ଦେବେନ୍ଦ୍ର ଷଢଙ୍ଗି:-ସରକାର ଜନସାଧାରଣ, ଯାନବାହନ ଗମନାଗମନ ପାଇଁ ବିଭିନ୍ନ ପ୍ରକାର ଯୋଜନା କରିଥିଲେ ମଧ୍ୟ ତାହା ସଫଳ ଭାବେ ରୂପାୟନ ହୋଇପାରୁନାହିଁ । ବିଭିନ୍ନ ଜାଗାରେ ରାସ୍ତା…
ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ
ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡା ବାସିନ୍ଦା ରାସବିହାରୀ ଭୋଇଙ୍କ ଶୁକ୍ରବାର ରାତ୍ରରେ ନିଧନ ହୋଇଯାଇଛି । ମୃତ୍ୟୁ ବେଳକୁ ସେ ୮୬ ବର୍ଷରେ ପଦାର୍ପଣ କରିଥିଲେ । ସେ ଜଣେ ଧର୍ମପରାୟଣ, ମିଷ୍ଟଭାଷୀ ତଥା ପରୋପକାରୀ ବ୍ୟକ୍ତି ଭାବେ ଅଂଚଳରେ ବେଶ ଜଣାଶୁଣା ଥିଲେ । ସେ ତାଙ୍କ ଜୀବତାବସ୍ଥାରେ…
ନୀଳଗିରି ସାମ୍ବାଦିକଙ୍କ ଉପରେ ପୋଲିସ ର କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଓୟୁଜେ ର କଳା ବ୍ୟାଚ ପରିଧାନ ଓ ଦାବୀ ପତ୍ର…
ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: : ନୀଳଗିରି ସାମ୍ବାଦିକ ଲୋକନାଥ ଦଳେଇ ଙ୍କ ଉପରେ ପୋଲିସ ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଆଜି ଦେବଗଡ଼ ଜିଲ୍ଲା ଓୟୁଜେ ଶାଖା ତରଫରୁ ଦୃଢ଼ ପ୍ରତିବାଦ କରାଯିବା ସହ ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର…
ବନ୍ୟ ଜନ୍ତୁ ଶିକାର କରି ଅଙ୍ଗ ତସ୍କର କରୁଥିବା ବେଳେ ୩ ଗିରଫ
ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ ଜିଲ୍ଲା ପୋଲିସ ହାତରେ କିଛି ଦିନର ବ୍ୟବଧାନ ପରେ ପୁଣି ଧାରା ହେଲେ ବନ୍ୟ ଜନ୍ତୁ ଶିକାରୀ । ଜିଲ୍ଲା ପୋଲିସ ସ୍ପେଶାଲ ସ୍କ୍ୱାର୍ଡ ଦ୍ଵାରା ଗତକାଲି ବନ୍ୟ ଜନ୍ତୁ ଶିକାର କରି ଅଙ୍ଗ ତସ୍କର କରୁଥିବା ବେଳେ ୩ ଜଣଙ୍କୁ ଗିରଫ କରିଛି।ସୂଚନା ଅନୁଯାୟୀ…
ସମ ଅଲଟିମେଟ ମେଡ଼ିକେଆର ରେ ସଫଳ କିଡ଼ନୀ ପ୍ରତ୍ୟାରୋପଣ
ଲାପ୍ରୋସ୍କୋପିକ ପଦ୍ଧତିରେ ଡୋନୋରଙ୍କଠୁ କଢ଼ାଗଲା କିଡ଼ନୀ
ଭୁବନେଶ୍ୱର : ଅସୁସ୍ଥ ଝିଅ କୁ କିଡ଼ନୀ ପ୍ରଦାନ କରି ପୁନର୍ଜନ୍ମ ଦେଲା ଜନ୍ମକଲା ମା | ସମ ଅଲଟିମେଟ ମେଡିକେୟାର ରେ ସଫଳ ଅସ୍ତ୍ରୋପଚାର ଫଳରେ ସୁସ୍ଥ ହୋଇପାରିଛନ୍ତି ଜଣେ ଯୁବତୀ | ସମ୍ପୃକ୍ତ ଯୁବତୀ ଜଣକଙ୍କର ଦୁଇଟି କିଡ଼ନୀ…
ପୁଅକୁ ଅପହରଣ କଲେ ଝିଅର ପରିବାର ଲୋକେ
ଖୋର୍ଦ୍ଧା (ସେକ୍ କୌସର ):ସୂଚନା ଅନୁଯାୟୀ ବାଲିପାଟଣା ଥାନା ଅଞ୍ଚଳର ଜଣେ ଯୁବକ ଓ ଯୁବତୀଙ୍କ ପ୍ରେମ ସମ୍ପକ ଗଢି ଉଠିଥିଲା ଭଲ ପାଇବାର କିଛିଦିନ ମଧ୍ୟରେ ଦୁହେଁ କୋର୍ଟ ମ୍ୟାରେଜ୍ କରିଥିଲେ ମାତ୍ର ସେତେବେଳେ ଝିଅ ଘର ପରିବାର ଦୁହେଁ ମ୍ୟାରେଜ୍ କରିବାର ଜାଣିନଥିଲେ ପରେ ଯେତେବେଳେ ଝିଅ ଘର…