Sign in
Sign in
Recover your password.
A password will be e-mailed to you.
ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଦ୍ଵିତୀୟ ସପ୍ତାହ ସଫେଇ ଅଭିଯାନ
ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର : ବିଜେପି ଦେବଗଡ ଯୁବମୋର୍ଚ୍ଚା ର ପୁଷ୍କରିଣୀ ସଫେଇ ଅଭିଯାନ ରେ ଆଜି ପୁରୁଣାଗଡ ର ବଡବନ୍ଧ ସଫେଇ କରାଗଲା। ଏହି ସଫେଇ କାର୍ଯ୍ୟକ୍ରମରେ ବିଜେପି ଯୁବମୋର୍ଚ୍ଚା ସଦସ୍ୟ ମାନଙ୍କ ସହ ପୁରୁଣାଗଡ ମହିଳା ସଂଗଠନ ମିଶି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା।…
ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ – ୨୦୨୨ ପାଇଁ ସର୍ବଦଳୀୟ ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର…
ଭାଲୁ ନଷ୍ଟ କରୁଛନ୍ତି ଫସଲ
ଉମରକୋଟ/ଜିତେନ୍ଦ୍ର ମହାନ୍ତି : ଉମରକୋଟ ସହର ଠାରୁ ୫ କିଲୋମିଟର ଦୂରରେ ଥିବା ବଙ୍ଗୀୟ ଗ୍ରାମ ୟୁ.ଭି-୫ ବୁର୍ଜା ଗ୍ରାମରେ ଗତକାଲି ରାତି ତମାମ ମା ସହ ଛୁଆ ଭାଲୁ ୨ଟି ଗାଁରେ ପଶି ଆତଙ୍କ ଖେଳଯାଇଥିବା ଜଣାପଡିଛି। ଗ୍ରାମର ବିଭିନ୍ନ ଲୋକଙ୍କ ବହୁ ଫସଲ ମଧ୍ୟ ନଷ୍ଟ କରିଦେଇଥିବା ଜଣା ପଡ଼ିଛି।…
ସ୍ଵାମୀ ବିବେକାନନ୍ଦ ଙ୍କ ଜୀବନୀ ଓ ଦର୍ଶନ ଉପରେ ୱେବିନlର
ପଦ୍ମପୁର(ଶାସକପ୍ରଶାସକ)-ମଙ୍ଗଳବାର ଅପରାହ୍ନ ୦୩.୩୦ ରେ ବରଗଡ ଜିଲ୍ଲା ର ଅଞ୍ଚଳ ମହାବିଦ୍ୟାଳୟ, ପଦ୍ମପୁର ଓ ବିବେକାନନ୍ଦ ଅଧ୍ୟୟନ କେନ୍ଦ୍ର, ଝାରବନ୍ଧ ର ମିଳିତ ଉଦ୍ୟମ ରେ ମହାନ ଯୋଗୀ ଓ ଦାର୍ଶନିକ ସ୍ବାମୀ ବିବେକାନନ୍ଦ ଙ୍କ ଜନ୍ମ ଜୟନ୍ତୀ ସପ୍ତାହ ର ପବିତ୍ର ଅବସର ରେ ଏକ ୱେବିନlର ଅଞ୍ଚଳ…
କରୋନା କାରଣରୁ ସ୍ଥଗିତ ହେଲା ପୋଡ଼ାଗଡ଼ ମଣ୍ଡେଇ
ଉମରକୋଟ-/ଜିତେନ୍ଦ୍ର ମହାନ୍ତି: ସ୍ଥଗିତ ରଖାଗଲା ପୋଡ଼ାଗଡ଼ ମଣ୍ଡେଇ। ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଐତିହାସିକ ପୋଡ଼ାଗଡ଼ ପୀଠରେ ପ୍ରତ୍ୟେକ ବର୍ଷ ଅନୁଷ୍ଠିତ ହେଉଥିବା ମଣ୍ଡେଇ ପର୍ବ ପାଇଁ କୃଷ୍ଣ ପୂଜାରୀଙ୍କ ସଭାପତିତ୍ବରେ ଏକ ଜରୁରୀ ବୈଠକ ଅନୁଷ୍ଠିତ…
ଜିଲାସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ଜୟରାମ ଗୁଡା ବିଜୟୀ
କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ-ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକସ୍ଥିତ ଦେବଗିରିସାହି ଠାରେ ଦେବଗିରି ଯୁବକ ସଙ୍ଘ ତରଫରୁ ଜିଲା ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ ରେ ଜୟରାମ ଗୁଡା ବିଜୟୀ ହୋଇଛି । ଏଥିରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ସଂଖ୍ୟାଲଘୁ ଓ ପଛୁଆବର୍ଗ…
ପଂଚାୟତ ନିର୍ବାଚନ ପରିଚାଳନା କମିଟିର ରାଜ୍ୟସ୍ତରୀୟ ବୈଠକ
ପଂଚାୟତ ନିର୍ବାଚନ ପରିଚାଳନାର ନିରପେକ୍ଷତାକୁ ନେଇ ସନ୍ଦେହ ଘନୀଭୁତ : ଡ.ଲେଖାଶ୍ରୀ
ଭୂବନେଶ୍ୱର : ରାଜ୍ୟରେ ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ଆଇନଶୃଙ୍ଖଳା ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଭୁଷୁଡି ପଡିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମହାଦୁର୍ନୀତି, ଅବ୍ୟବସ୍ଥିତ ଧାନ ମଣ୍ଡି, ପଛୁଆ ଓ…
ଡ଼ରନ୍ତୁ ନାହିଁ , କୋଭିଡ ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ: ମୁଖ୍ୟମନ୍ତ୍ରୀ
"ସମସ୍ତଙ୍କ ସହଯୋଗ ରହିଲେ ଜୀବନ ଜୀବିକାକୁ ପ୍ରଭାବିତ ନ କରି ମଧ୍ୟ ଆମେ ପରିସ୍ଥିତିର ମୁକାବିଲା କରିପାରିବା"
ଟିକାକରଣ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ
କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବାକୁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ
ଭୁବନେଶ୍ୱର(ଶାସକ…
ସାଧାରଣତନ୍ତ୍ର ଦିବସ-୨୦୨୨ ପାଳନ ପାଇଁ ମାର୍ଗଦର୍ଶିକା ଜାରି କଲେ ରାଜ୍ୟ ନିର୍ବାଚନ କମିଶନର
ନିଜ ଜିଲ୍ଲାରେ ସାମିଲ ହେବେନି ନେତା ଓ ମନ୍ତ୍ରୀ
ସରକାରୀ ଯୋଜନା ପ୍ରଚାର ସଂପର୍କିତ ପ୍ରଜ୍ଞାପନ ମେଢ଼କୁ ବାରଣ
ଭାଷଣରେ ରହିବନି ସରକାରୀ ସଫଳତାର ଚିତ୍ର
ଭୁବନେଶ୍ୱର(ଶାସକ ପ୍ରଶାସକ) :ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ ପରିପ୍ରେକ୍ଷୀରେ ଚଳିତ ସାଧାରଣତନ୍ତ୍ର…