Sign in
Sign in
Recover your password.
A password will be e-mailed to you.
ତିନି ପ୍ରମୁଖ ଦଳ ପକ୍ଷରୁ ଜିଲ୍ଲା ପରିଷଦ ଜୋନ ପ୍ରାର୍ଥୀଙ୍କ ସମ୍ଭାବ୍ୟ ନାମ ଘୋଷଣା !
ରଣପୁର(ପ୍ରସନ୍ନ ସାମନ୍ତରାୟ): ରଣପୁର ବ୍ଲକ 4ଟି ଜିଲ୍ଲା ପରିଷଦ ଜୋନ ପାଇଁ ରାଜ୍ୟ ର ତିନୋଟି ପ୍ରମୁଖ ଦଳ ଯଥା ବିଜେପି, ବିଜେଡି ଓ କଂଗ୍ରେସ ଦଳ ପକ୍ଷ ରୁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହୋଇଯାଇଥିବା ଦଳ ତରଫରୁ ସୂଚନା ମିଳିଛି | ବିଜେଡି ତରଫରୁ ଉକ୍ତ ବ୍ଲକ ର 21ନଂ ରଣପୁର ଗ୍ରାମୀଣ…
ବିନା ଅନୁମତିରେ ଚାଲିଛି ପୋଡା ମୋବିଲ କାରଖାନା !
ବଡ଼ଚଣା ରୁ ପ୍ରଫୁଲ୍ଲ କୁମାର ସାହୁ : ବଡ଼ଚଣା ବ୍ଲକ ଅନ୍ତର୍ଗତ ସିହା ପଂଚାୟତର୍ କୋଚିଳା ଗାଡ଼ିଆ ମୌଜାରେ ଦୀର୍ଘ ଦିନ ଧରି ଏକ ଓମ୍ ସାଇ ରିଫାଇନାରି ନାମରେ ପୋଡା ମୋବିଲ କାରଖାନା ଚାଲୁଅଛି | ଏହାଦ୍ୱାରା କାରଖାନା ଆଖପାଖରେ ଥିବା ଜନବସତି ଉପରେ ଗୁରୁତର ପ୍ରଭାବ ପକାଉଛି ବୋଲି ଲୋକ ଅଭିଯୋଗ…
ସରପଞ୍ଚ ପ୍ରାର୍ଥୀ ରୂପେ ନାମାଙ୍କନ ପତ୍ର ଦାଖଲ କଲେ ଜିଲ୍ଲାପରିଷଦ ବିଶ୍ୱନାଥ ।
ପାଇକମାଲ:- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ବରତୁଣ୍ଡା ଗ୍ରାମପଞ୍ଚାୟତ ର ସରପଞ୍ଚ ପଦବୀ ଲାଗି ଅଣସଂରକ୍ଷିତ ସ୍ଥାନ ସଂରକ୍ଷଣ ଥିବାରୁ ଆଜି୧୧ଟା ସମୟରେ କୋଭିଡ ନିୟମ ମାନି ନିଜର ସମର୍ଥକ ଙ୍କୁ ନେଇ ବରତୁଣ୍ଡା ଗ୍ରାମପଞ୍ଚାୟତ କାର୍ଯ୍ୟାଲୟ ରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଜିଲ୍ଲାପରିଷଦ…
ଧାନ କିଆରୀରେ ନର କଙ୍କାଳ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଧାନ ବିଲରେ ପଡିଛି ନରକଙ୍କାଳ।ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ପୋତାନଇ ପଞ୍ଚାୟତ ବାଇଳୋ ଗ୍ରାମ ନିକଟସ୍ଥ ଧାନ ବିଲରେ ଦେଖିବାକୁ ମିଳିଛି ନରକଙ୍କାଳ।ତିନି ଚାରି ମାସ ତଳର ମୃତଦେହ ହୋଇଥିବା ଅନୁମାନ କରାଯାଉଛି।ନରକଙ୍କାଳଟି ମାଟିରେ ମିଶି…
ଜଳସେଚନ ବିଭାଗ ପକ୍ଷରୁ ନୂତନ ପୋଲ ନିର୍ମାଣ ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଦାବି କଲେ ଗ୍ରାମବାସୀ ।
ନିଶ୍ଚିନ୍ତକୋଇଲି/ ଦେବେନ୍ଦ୍ର ଷଡ଼ଙ୍ଗୀ: କେନ୍ଦୁପାଟଣା ଜଳସେଚନ ବିଭାଗ ଅଧିନରେ ଥିବା ୮ନଂ କେନାଲ ର ୮ଏଫ୍ ଶାଖା କେନାଲ ଉପରେ ବଡକ୍ଷୀର ପଂଚାୟତ ବସ୍ତିଆ ସାହି ନିକଟରେ ହୋଇଥିବା ପୋଲଟି ଏବେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ଗତ ଖରିଫ୍ ଋତୁ ଧାନ ଚାଷ ସମୟରେ କେନାଲରେ ପାଣି ଛଡାଯିବା ସମୟରେ…
କଟକ ଜିଲ୍ଲା ଛାତ୍ର ବିଜେଡି ଉପସଭାପତି ହେଲେ ଇଜାଜ୍ ଖାନ୍ ।
ନିଶ୍ଚିନ୍ତକୋଇଲି/ ଦେବେନ୍ଦ୍ର ଷଡ଼ଙ୍ଗୀ : ରାଜ୍ୟ ବିଜୁ ଛାତ୍ର ଜନତା ଦଳ ସଭାପତି ଓ ଜିଲ୍ଲା ସଭାପତିଙ୍କ ସମର୍ଥନରେ କଟକ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ଉପସଭାପତି ଭାବେ କଟକ ସଦର ନିର୍ବାଚନ ମଣ୍ଡଳୀ ବାବୁଜଙ୍ଗ ଗ୍ରାମପଂଚାୟତର ଯୁବନେତା ଇଜାଜ୍ ଖାନଙ୍କୁ ମନୋନୀତ କରାଯାଇଛି । ଯାହାପାଇଁ ଇଜାଜ୍…
ଭଞ୍ଜନଗର ଏନଏସି ନଗରପାଳ ପଦ ଅସଂରକ୍ଷିତ ପରେ ବଢ଼ିଲା ଉତ୍କଣ୍ଠା: ଅଂଟା ଭିଡ଼ିଲେଣି ଆଶାୟୀ
ଭଞ୍ଜନଗର/ନିଲୁ ବିଷୋୟୀ : ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ପଦକୁ ଅଣସଂରକ୍ଷିତ ରଖିବା ନେଇ ଚିଠା ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଶାୟୀ ଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି। ଏଭଳି ସ୍ଥିତିରେ ଦୀର୍ଘ ୨୯ ବର୍ଷ ପରେ ଭଞ୍ଜନଗର ଏନଏସି ନଗରପାଳ ପଦବୀ ପାଇଁ…
ଦୀର୍ଘ ୫୦ବର୍ଷରୁ ଉର୍ଦ୍ଧ୍ବ ହେବ ଜରାଜୀର୍ଣ୍ଣ ଗୃହ ମଧ୍ୟରେ ଚାଲିଛି ନିଶ୍ଚିନ୍ତକୋଇଲି ପ୍ରାଣୀ ଚିକିତ୍ସା କେନ୍ଦ୍ର
ନୂତନ ଗୃହ ପାଇଁ ଅର୍ଥ ମଞ୍ଜୁର ହୋଇଥିଲେ ମଧ୍ୟ ପୋଲିସ ବିଭାଗ ର ଜବରଦଖଲ ଯୋଗୁଁ କାର୍ଯ୍ୟ ଆରମ୍ଭରେ ଶିଥିଳତା
ପୋଲିସ ବିଭାଗର ଜବରଦଖଲକୁ ଉଚ୍ଛେଦ କରି ଶୀଘ୍ର କାର୍ଯ୍ୟ ଆରମ୍ଭ କରିବା ପାଇଁ ଗୋଚାଷୀମାନଙ୍କ ଦାବି
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ) : :-ଦୀର୍ଘ ୫୦ବର୍ଷରୁ…
ଜୋନ-୫ ଜିଲ୍ଲା ପରିଷଦ ପ୍ରାର୍ଥୀ : କଂଗ୍ରେସରୁ ହୀରାବତୀ ଓ ବିଜେଡିରୁ ଲିଲିମା
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ ଜୋନ ୫ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବରେ ଗ୍ରେସିଙ୍ଗିଆ ପଂଚାୟତ ଅଧିନସ୍ଥ ଇନ୍ଦିରା ପଡ଼ିଆ ଗ୍ରାମର ବାସିନ୍ଦା ହୀରାବତୀ ପ୍ରଧାନଙ୍କୁ ଦଳୀୟ ପ୍ରାର୍ଥୀ ଭାବରେ ଟିକେଟ ପ୍ରଦାନ କରି ନିର୍ବାଚନ ମଇଦାନକୁ…
ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସଚେତନତା ଶିବିର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ କଟକ ଓ ମାନ୍ୟବର ଜିଲ୍ଲା ଜିଲ୍ଲା ଦୌରାଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସତ୍ୟପିର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ନାଗରିକ ମାନଙ୍କ ପାଇଁ ଥିବା ସାମ୍ବିଧାନିକ…