Sign in
Sign in
Recover your password.
A password will be e-mailed to you.
ସରପଞ୍ଚ ପ୍ରାର୍ଥୀନୀ ଭାବେ ରଶ୍ମିତା ଜେନାଙ୍କ ନାମାଙ୍କନ ପତ୍ର ଦାଖଲ
ଖଇରା/ ଅକ୍ଷୟ ଜେନା - ଆଜି ତୃତୀୟ ଦିନରେ ବାଲେଶ୍ୱର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖଇରା ବ୍ଲକ ଅନ୍ତରା ପଞ୍ଚାୟତରେ ରଶ୍ମିତା ଜେନା ବିଜୁ ଜନତା ଦଳର ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ଭାବେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଅନ୍ତରା ପଞ୍ଚାୟତ ସିମୁଳିଆ ନିର୍ବାଚନ…
ପଞ୍ଚାୟତ ନିର୍ବାଚନ: ଜଗତସିଂହପୁର ଜିଲ୍ଲାରେ ପ୍ରାର୍ଥୀପତ୍ର ଦାଖଲ
ଜଗତସିଂହପୁର:/ସୁମନ୍ତ କୁମାର ଦାସ- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ଦୃଷ୍ଟିରେ ରଖି ଆଜି ଜଗତସିଂହପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪ନମ୍ୱର ଜୋନର ବିଜୁ ଜନତା ଦଳର ପ୍ରାର୍ଥୀ ତଥା ତିର୍ତ୍ତୋଲ ବ୍ଳକ ବିଜୁ ଜନତା ଦଳର ସଭାପତି…
କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀଙ୍କ ନାମାଙ୍କନ ପତ୍ର ଦାଖଲ।
କାଶୀପୁର ରୁ ବୈକୁଣ୍ଠ ଦୁରିଆ : ଆଗାମୀ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ଦଳ ନିଜ ନିଜ ପ୍ରାର୍ଥୀମାନଙ୍କ ନାମାଙ୍କନ ପତ୍ର ନିଜ ନିଜ ପଞ୍ଚାୟତ ରେ ଦାଖଲ କରୁଛନ୍ତି। ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ପୋଡାପାଡ଼ି ପଞ୍ଚାୟତ 11 ଟି ୱାର୍ଡ କୁ ନେଇ ଗଠିତ । ଏଠାରେ…
ଆମ୍ବଭନାରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କଲେ ନୀଳକୁମାରୀ
ବରଗଡ ଜିଲ୍ଲାରେ ତୃତୀୟ ଦିନର ନାମାଙ୍କନ
ବରଗଡ :- ଆଜି ବରଗଡ ଜିଲ୍ଲା ର ବିଭିନ୍ନ ବ୍ଳକ ଅଞ୍ଚଳ ରେ ସମୁଦାୟ ୧୧୧୯ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତିି ଲ ଅତାବିରା ବ୍ଳକ ରୁ ମିଳିଥିବା ତଥ୍ୟ ଅନୁସାରେ ୱାର୍ଡ ମେମ୍ବର ପ୍ରାର୍ଥୀ ଭାବେ ୨୮ ଜଣ,ସରପଞ୍ଚ ପଦବୀ ପାଇଁ ୨୦ ଜଣ, ସମିତି ସଭ୍ୟ ପାଇଁ…
ବିଜେପିରେ ସାମିଲ ହେଲେ ମାହାଙ୍ଗା ପୂର୍ବତନ ବ୍ଲକ ଅଧ୍ୟକ୍ଷା କନକଲତା
ଭୁବନେଶ୍ୱର : ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଉପସ୍ଥିତିରେ ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷା ଶ୍ରୀମତି କନକଲତା ବେହେରା ବିଜେଡି ଛାଡି ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ନୂତନ ଭାବେ ବିଜେପିରେ…
କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇ ଗୃହ ସଙ୍ଗରୋଧରେ ରହିବା ସମୟରେ କେଉଁସବୁ ନୀୟମାବଳୀ ଅନୁପାଳନ କରିବେ ତଥା ନିଜ…
https://www.facebook.com/watch/?v=1558985611148476&extid=NS-UNK-UNK-UNK-AN_GK0T-GK1C&ref=sharing
ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଦାଖଲ।
ସିମୁଳିଆ (ଅକ୍ଷୟ କୁମାର ଜେନା)- ଆଗାମୀ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ଦଳ ନିଜ ନିଜ ପ୍ରାର୍ଥୀମାନଙ୍କ ନାମାଙ୍କନ ପତ୍ର ନିଜ ନିଜ ପଞ୍ଚାୟତ ରେ ଦାଖଲ କରୁଛନ୍ତି। ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ଅନ୍ତର୍ଗତ ମଇତା ପୁର ପଞ୍ଚାୟତ ୧୪ ଟି ୱାର୍ଡ କୁ ନେଇ ଗଠିତ। ଏଠାରେ…
କାଶ୍ମୀର ପଣ୍ଡିତଙ୍କୁ ପୁନଃ ଥଇଥାନ କରାଯାଉ – କୁସୁମ
ସୁନ୍ଦରଗଡ଼ - କାଶ୍ମୀରରୁ 4 ଲକ୍ଷ ପଣ୍ଡିତଙ୍କ ନିର୍ବାସନ ଘଟଣାକୁ ଆଜି 32 ବର୍ଷ ପୁରିଥିବା ବେଳେ ତାଙ୍କୁ ପୁନଃ ଥଇଥାନ ନିମନ୍ତେ ଦାବୀ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ ନେତା ଶାନ୍ତନୁ କୁସୁମ | ତାସହିତ ପ୍ରତ୍ୟେକ କାଶ୍ମୀର ପଣ୍ଡିତଙ୍କ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରୀ…
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ୮୯ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ ।
କଲ୍ୟାଣସିଂହପୁର/ପ୍ରଦୀପ ଦଲାଇ/ ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ୮୯ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତାରିଖ ଘୋଷଣର ପ୍ରଥମ ଓ ଦ୍ୱିତୀୟ ଦିନ ରେ ନାମାଙ୍କନ ପତ୍ର ଦାଖଲ କରିନଥିବା ବେଳେ ଆଜି ତୃତୀୟ ଦିନରେ ନାମାଙ୍କନ ପତ୍ର ଦାଖଲ…
ଜିଗ୍ନିପୁର ସମିତିସଭ୍ୟ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ଲୋକପ୍ରିୟ ବିଜେଡି ଯୁବନେତା ଅଶୋକ ଓଝା ।
ନିଶ୍ଚିନ୍ତ କୋଇଲି (ଦେବେନ୍ଦ୍ର ଷଡ଼ଙ୍ଗୀ) : ରାଜ୍ୟ ପଂଚାୟତିରାଜ,ଆଇନ,ପାନୀୟ ଜଳ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଙ୍କ ନିର୍ଦ୍ଦେଶକ୍ରମେ ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ଗ୍ରାମପଂଚାୟତର ସମିତିସଭ୍ୟ ଭାବେ ବିଜୁ ଜନତା ଦଳର ମଙ୍ଗ ଧରିଲେ ସମଗ୍ର ନିଶ୍ଚିନ୍ତକୋଇଲି…