Sign in
Sign in
Recover your password.
A password will be e-mailed to you.
ଚକମା ଦେଇଚାଲିଥିଲା ରଞ୍ଜିତ : ଶେଷରେ କାବୁ କରି ଜେଲ ପଠାଇଲା ରଣପୁର ପୋଲିସ
ରଣପୁର( ପ୍ରସନ୍ନ ସାମନ୍ତରାୟ) : ନୟାଗଡ ଜିଲ୍ଲା ରଣପୁର ପୋଲିସ ବୁଧବାର ବହୁ ଅପରାଧ ରେ ଜଡିତ ଥିବା ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି | ଗିରଫ ଯୁବକ ଙ୍କ ନାମ ରଞ୍ଜିତ ନାୟକ ହୋଇଥିବା ବେଳେ ତାର ଘର ରଣପୁର ଥାନା ଅନ୍ତ୍ରଗତ ସନାଗଡ଼ ଗ୍ରାମରେ ବୋଲି ଜଣାପଡିଛି | ତେବେ ଗିରଫ ରଞ୍ଜିତ…
ସମ୍ କର୍କଟ ବିଭାଗରେ ବିରଳ ଅସ୍ତ୍ରୋପଚାର: ମହିଳାଙ୍କ ପେଟରୁ ବାହାରିଲା ୧୦ କେଜିର ଟ୍ୟୁମର
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହେଲା ଏହି ଅସ୍ତ୍ରୋପଚାର
ଭୁବନେଶ୍ୱର : ଜଣେ ମହିଳାଙ୍କ ପେଟରୁ ୧୦.୫ କେଜି ଓଜନର ଟ୍ୟୁମର ବାହାର କରିବାରେ ସଫଳ ହୋଇଛନ୍ତି ସମ୍ ହସ୍ପିଟାଲର ସର୍ଜନ । କଳାହାଣ୍ଡି ଅଂଚଳର ୫୦ ବର୍ଷିୀୟା ମହିଳାଙ୍କ ପେଟରେ ଏହି ଟ୍ୟୁମର ସୃଷ୍ଟି ହୋଇଥିବା ବେଳେ ସଫଳତାର ସହ…
ସୁନ୍ଦରଗଡରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଲାଗି ପ୍ରସ୍ତୁତି ବୈଠକ।।
ରାଉରକେଲା(ବସନ୍ତ ଜେନା): ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ସ୍ଥାନୀୟ ସଦ୍ ଭାବନା ଭବନ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଶ୍ୱଜିତ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଗୃହ ବିଭାଗ ଦ୍ଵାରା ଜାରି…
ବିଜେଡ଼ିରୁ ବିପ୍ଳବ, ଜସ୍ମିତା ସେଠୀ ଓ ଭୂପତି , ଆଉ ବିଜେପି ପକ୍ଷରୁ ବିଜୟଲକ୍ଷ୍ମୀ କଲେ ନାମାଙ୍କନ ଦାଖଲ
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ) :-ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳରେ ପ୍ରାର୍ଥୀପତ୍ର ଦାଖଲର ତୃତୀୟ ଦିନରେ ବିଜେଡି ଦଳରୁ ୨୪ ନଂ ଜୋନ୍ ପାଇଁ ବିପ୍ଳବ କିଶୋର କାପ, ୨୬ ନଂ ଜୋନ୍ ପାଇଁ ଜସ୍ମିତା ସେଠୀ ଓ ୨୭ ନଂ ଜୋନ୍ ପାଇଁ ଭୂପତି ଭୂଷଣ ଷଣ୍ଢ ସେମାନଙ୍କର ନାମାଙ୍କନପତ୍ର କଟକ…
ପଞ୍ଚାୟତ ନିର୍ବାଚନ : ତୃତୀୟ ଦିନରେ ସୁନ୍ଦରଗଡ଼ ରେ ୧୨୭୭ ଜଣଙ୍କ ନାମାଙ୍କନ ପତ୍ର ଦାଖଲ।।
ପ୍ରଥମ ଦୁଇଦିନ ରେ ୪୬୭ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।
ରାଉରକେଲା(ବସନ୍ତ ଜେନା):ଆଗାମୀ ପଞ୍ଚାୟତ ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଦାଖଲର ଆଜି ତୃତୀୟ ଦିନ ଥିଲା। ତୃତୀୟ ଦିନରେ ଆଜି ସମୁଦାୟ ୧୨୭୭ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ୬୩୮ ଜଣ ୱାର୍ଡ ମେମ୍ବର , ୩୪୨ ଜଣ ସରପଞ୍ଚ ,…
ଧାନକିଣାରେ ଅବ୍ୟବସ୍ଥା ଓ ଦୁର୍ନୀତି ଜଳଜଳ ଦିଶୁଛି -ନରସିଂହ
ନରସିଂହଙ୍କ ଅଚାନକ ଡୁଡୁକା ଧାନ ବିକ୍ରୟ କେନ୍ଦ୍ର ପରିଦର୍ଶନ
ସ୍ଥିତିରେ ସୁଧାର ନ ଆଣିଲେ ପରିସ୍ଥିତି ଭୟଙ୍କର ହୋଇପାରେ-ନରସିଂହ
ବଲାଙ୍ଗିର: ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଅଚାନକ ଲୋଇସିଂହା ନିର୍ବାଚନ ମଣ୍ଡଳି ସ୍ଥିତ ଆଗଲପୁରର ଡଡୁକା ଠାରେ ଥିବା ଧାନ ବିକ୍ରୟ କେନ୍ଦ୍ରକୁ ପରିଦର୍ଶନରେ…
୨୧ରେ କଞ୍ଚାଲଙ୍କାରେ ‘ହଉ ହଉ ହେଇଗଲାରେ’
ଭୁବନେଶ୍ୱର : ଅଜୟ ଓ ପ୍ରିୟା । ଉୟୟେ ଉଭୟଙ୍କୁ ଦେଖିଲେ ଚିଡ଼ନ୍ତି,କିନ୍ତୁ ଦୁହିଁଙ୍କ ଭିତରେ ରହିଛି ଏକ ସୁନ୍ଦର ସମ୍ପର୍କ । କିନ୍ତୁ କେତେବେଳେ ସେ ସମ୍ପର୍କ, ସେମାନେ ଦୂରେଇ ଯାଆନ୍ତି ତ ଆଉ କେତେବେଳେ ଭଙ୍ଗା ସମ୍ପର୍କକୁ ଯୋଡ଼ିବାକୁ କଠିନ ପ୍ରୟାସ କରନ୍ତି । ତା’ ଭିତରେ ପୁଣି ପାରିବାରିକ…
ଉତ୍କଳ ଆଲୁମିନା ମଜଦୂର (ଠିକା) ସଂଘ ର ନୂତନ କର୍ମକର୍ତ୍ତା ଚୟନ
କାଶୀପୁର ରୁ ବୈକୁଣ୍ଠ ଦୁରିଆ: ରାୟଗଡା ଜିଲା କାଶିପୁର ବ୍ଲକ ସ୍ଥିତ ମକାପଦର ଗ୍ରାମ ନିକଟରେ ଆଜି ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଉତ୍କଳ ଆଲୁମିନା ମଜଦୂର ସଂଘ (ଠିକା) ପକ୍ଷରୁ କୋଭିଡ୍ ର ସମସ୍ତ ନିୟମକୁ ପାଳନ କରି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମକାପଦର ଗ୍ରାମ ଠାରେ ଉତ୍କଳ…
ପଞ୍ଚାୟତିରାଜ ନିର୍ବାଚନରେ ଇଂଜିନିୟର : ଜିଲା ପରିଷଦ ପ୍ରାର୍ଥୀନୀ ହେଲେ ଇଂ ଶୁଭସ୍ମିତା
ଅସ୍ତରଙ୍ଗ(ଦୁଃଶାସନ ନାୟକ) : ପୁରୀ ଜିଲ୍ଲା 1 ନମ୍ବର ଜୋନର ଜିଲ୍ଲା ପରିଷଦର ପ୍ରାର୍ଥୀରୂପେ କଂଗ୍ରେସ ଦଳ ତରଫରୁ ଜଣେ ବି ଟେକ ଛାତ୍ରୀ ତଥା ଉଚ୍ଚ ଶିକ୍ଷିତ ଝିଅ ଶୁଭସ୍ମିତା ସାହୁ ପ୍ରତିଦ୍ୱନ୍ଦିତା କରୁଥିବା ଜଣା ପଡି ଅଛି । ଛାତ୍ରୀ ଜଣକ ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ନନ୍ଦିପୁର ଗ୍ରାମର…
ଜାଣିଶୁଣି ବିବାଦ ସୃଷ୍ଟି କରୁଛି ସ୍ଥାନୀୟ ପ୍ରଶାସନ, ଲୋକେ କ୍ଷୁବ୍ଧ
ଜଗତସିଂହପୁର:ସୁମନ୍ତ କୁମାର ଦାସ : ଜଗତସିଂହପୁର ଜିଲ୍ଲାର, ରଘୁନାଥପୁର ଶିକ୍ଷା ଜିଲ୍ଲା ଅନ୍ତର୍ଗତ ଅଢ଼େଇକୁଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ଗୃହ ନିର୍ମାଣକୁ ନେଇ ବିବାଦ ଘନୀଭୂତ ହେବାରେ ଲାଗିଛି। ସର୍ବଶିକ୍ଷା ଅଭିଯାନ ଯୋଜନାରେ ୬ଲକ୍ଷ ୭୮,୦୦୦ ଟଙ୍କା ବ୍ୟୟ ବରାଦରେ ତତ୍କାଳୀନ ସମୟର…