କଲେଜ ଓ ବିଶ୍ୱବିଦ୍ୟାଳୟ ପାଇଁ କମିଲା ଖରା ଛୁଟି

0

ଭୁବନେଶ୍ୱର : : ରାଜ୍ୟର ସମସ୍ତ ସ୍କୁଲରେ ଖରା ଛୁଟି ଅବଧି ହ୍ରାସ କରାଯିବ ପରେ କଲେଜ ଓ ବିଶ୍ୱବିଦ୍ୟାଳୟ ପାଇଁ ମଧ୍ୟ ଖରା ଛୁଟି କମାଇଛନ୍ତି ଉଚ୍ଚଶିକ୍ଷା ବିଭାଗ |  ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଆସୁଥିବା ଓଡିଶାର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ ରେ  ଖରା ଛୁଟି ଜୁନ ୧ ତାରିଖରୁ ଆତ୍ମଭ ହୋଇ 16 ଜୁନ୍ ରେ ସରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି | 

Leave A Reply

Your email address will not be published.