:
ଜୁନାଗଡ଼,/ଆଦିତ୍ୟ ମହାନ୍ତି ଜୁନାଗଡ ଏନ୍ଏସି ଉପାଧ୍ୟକ୍ଷl ହିମାଦ୍ରୀ ନାଏକ ସରକାରଙ୍କ 5 ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଙ୍କୁ ସୋଜନ୍ୟ ମୂଳକ ସାକ୍ଷାତ୍ କରିଛନ୍ତି l ଶ୍ରୀମତୀ ନାଏକ 5 ଟି ସଚିବ ଙ୍କୁ ଭୁବନେଶ୍ବର ସ୍ଥିତ କାର୍ଯ୍ୟାଳୟ ରେ ସାକ୍ଷାତ୍ କରି ଜୁନାଗଡ ଏନ୍ଏସି ର ବିକାଶ ମୂଳକ କାର୍ଯ୍ୟ ଯଥା ପାନୀୟଜଳ ,ସଫେଇ,ଡ୍ରେନ,ଟ୍ରାଫିକ, ଓ ବସ୍ତିଞ୍ଚଳର ସମସ୍ୟା ଉପରେ ସଚିବଙ୍କୁ ଅବଗତ କରି ଆଲୋଚନା କରିଥିଲେ lନିଶ୍ଚିତ ଭାବେ ଏହିସବୁ ସମସ୍ୟାର ସମାଧାନ କରି ଜୁନାଗଡ଼ କୁ ବିକାଶରେ ସରକାରଙ୍କ ସମ୍ପୂର୍ଣ ସହଯୋଗ ରହିବ ବୋଲି ସେ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।
Sign in
Sign in
Recover your password.
A password will be e-mailed to you.
Next Post