କୋଭିଡ୍ ସହାୟତା ରାଶି : ବଦଲାଇଛି ଜୀବନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କରୋନା ମହାମାରୀର ଭୟାବହତା ମଧ୍ୟରେ ବେଶ୍ ପ୍ରଭାବିତ ହୋଇଛନ୍ତି ସାଧାରଣ ଜନତା ଓ ସେମାନଙ୍କ ଜୀବନଯାପନ। ଉଜୁଡ଼ି ଯାଇଛି ଅନେକଙ୍କ ସ୍ୱପ୍ନର ଇମାରତ୍। ତଥାପି ହାର ମାନି ନାହାନ୍ତି ସୁବନିୟ ଶବର ଏବଂ ସୁନ୍ତନି ଶବରଙ୍କ ପରି ଉଦ୍ୟମୀ ଲୋକମାନେ।…

ଲୋକପ୍ରିୟ ଶିକ୍ଷକଙ୍କ ପରଲୋକ

ପୁରୀ: ପୁରୀ ସହରର ବିଶିଷ୍ଟ ଶିକ୍ଷକ ଶ୍ରୀଯୁକ୍ତ ଦୟାନିଧି ମିଶ୍ରଙ୍କ ପରଲୋକ ଘଟିଛି | ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ତଥା ଛାତ୍ରଛାତ୍ରୀଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି। ସ୍ବର୍ଗତ ମିଶ୍ର ଆଜୀବନ ଗାନ୍ଧି ବିନୋବାଙ୍କ ଆର୍ଦଶରେ ଅନୁପ୍ରାଣିତ ରହି ଖଦଡ ପରିଧାନ କରିବା ସହ ଶିକ୍ଷାଦାନ ଓ…

ପାଞ୍ଚ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ; ଅଭିଯୁକ୍ତ ଫେରାର

୪ଟି ଟିମ କରି ଚଢାଉ ଜାରି ରଖିଛି ପୋଲିସ ଶିଶୁକନ୍ୟାର ସ୍ଵାସ୍ଥ୍ୟାବସ୍ଥା ସ୍ଥିର: ଏସପି ପୁରୀ/ଅନିମେଶ ପଟ୍ଟନାୟକ : ନିଜର କାମମୋହକୁ ମେଣ୍ଟାଇବା ପାଇଁ ଜଣେ ଏତେ ଯେ ତଳକୁ ଖସିପାରେ, ତାର ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି । ରବିବାର ଜଣେ ନିରିହ ୫ ବର୍ଷର ଶିଶୁକୁ ଦୁଷ୍କର୍ମ…

ଖୋର୍ଦ୍ଧାରେ ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ।

ଖୋର୍ଦ୍ଧା/ରବି ନାରାୟଣ ସାହୁ---ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାର ବିଜେବି ହାଇସ୍କୁଲ ପରିସରରେ ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗ ଦେଇ…

ସଜନା ଗଛରେ ଖୁଲୁଛି ମୃତ୍ୟୁର ସାମାନ : ଟାଟା ପାୱାର ପାଇଁ କଣ ମୂଲ୍ୟ ହୀନ ଲୋକଙ୍କ ଜୀବନ !

ସଜନା ଗଛରେ ଓହଳିଛି ୧୧କେଭି ବିଦ୍ୟୁତ ତାର କିଛି ଅଘଟଣ ଘଟିଲେ ଯାଇ ପାରେ ଜୀବନ। ବେଳହୁଁ ସତର୍କ ହୁଅନ୍ତୁ କଂପାନୀ ଓ ସ୍ଥାନୀୟ ପ୍ରଶାସନ କଲ୍ୟାଣସିଂ ହପୁର-ପ୍ରଦୀପ ଦଲାଇ:ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁର କଲୋନୀ ସାହିର…

ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀ ତରଫରୁ ପଂଚାୟତି ନିର୍ବାଚନ ପ୍ରସ୍ତୁତି ବୈଠକ

ଏକମନ ଏକ ପ୍ରାଣ ହୋଇ ଦଳ ପାଇଁ କାର୍ଯ୍ୟ କରିବାକୁ ଆହ୍ବାନ ଦେଲେ ପର୍ଯ୍ୟବେକ୍ଷକ ଇଂ ପ୍ରୀତିରଞ୍ଜନ ଘଡେଇ ସୁନ୍ଦରଗଡ଼ : ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀ ତରଫରୁ ରାଜ୍ୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ଶ୍ରୀ ଯୋଗେଶ କୁମାର ସିଂ ଙ୍କ ନେତୃତ୍ୱରେ ସମସ୍ତ ସାତ ଗୋଟି ଜ଼ିଲ୍ଲା ପରିଷଦ…

ଚନ୍ଦାହାଣ୍ଡିରୁ ନିଖୋଜ, ହରିୟାଣାରେ ଠାବ ।

ସାମାଜିକ ଗଣମାଧ୍ୟମରେ ନିଖୋଜ ନାବାଳକର ଭିଡିଓ ଭାଇରାଲ କଲେ ଢାବା ମାଲିକ । ଉମରକୋଟ / ଜିତେନ୍ଦ୍ର ମହାନ୍ତି: ଚନ୍ଦାହାଣ୍ଡିରୁ ନିଖୋଜ ନାବାଳକ ହରିୟାଣାରେ ଠାବ । ନିଖୋଜ ନାବାଳକର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ କରି ମାନବିକତାର ପରିଚୟ ଦେଲେ ଢାବା ମାଲିକ । ଖବର ପାଇ ନାବାଳକଙ୍କୁ…

ଅବ୍ୟବସ୍ଥାରେ ରାଇଘର ଆମିଷ ବଜାର: ଦୁର୍ଗନ୍ଧମୟ ପରିବେଶ, ସ୍ୱଚ୍ଛତାକୁ ନେଇ ଉଠିଛି ପ୍ରଶ୍ନ l

ରାଇଘର/ଜିତେନ୍ଦ୍ର ମହାନ୍ତି- ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦର ମହକୁମା ସ୍ଥିତ ଧଡ଼ରାପାରା ଠାରେ ଥିବା ଆମିଷ ବଜାର ଅବ୍ୟବସ୍ଥାରେ ପଡିରହିଛି l ଫଳରେ ଗ୍ରାହକ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି l ରାଇଘର ବ୍ଲକ କାର୍ଯ୍ୟାଳୟ ପଛ ପଟେ ରହିଥିବା ଧଡ଼ରାପାରା ଠାରେ ରାଇଘର ଆମିଷ…

ସିର୍ଜିନା ତରଫରୁ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ତଥା କବିତା ଆସର

ପଦ୍ମପୁୁର(ଶାସକପ୍ରଶାସକ)-ରବିବାର ଦିନ ସିର୍ଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଆୟୋଜିତ ହୋଇଯାଇଛି l ଏହି ଅବସରରେ ଆଜି ଅନୁଷ୍ଠାନ ରେ ଏକ ଆଭାସୀ କବିତା ଆସର ମଧ୍ୟ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନ ର ଉପସଭାପତି ତଥା ଯୁବକବି ଶ୍ରୀ…

ଶିଶୁ ନାଟ୍ୟ କର୍ମଶାଳା ଉଦଘାଟିତ

ପଦ୍ମପୁର : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଢୋଲବନ୍ଧରେ ଥିବା ନାଟ୍ୟ ଜଗତର ଅଗ୍ରଣୀ ଅନୁଷ୍ଠାନ ସଚେତନ ହେମା ଦ୍ୱାରା ସାତ ଦିନ ଧରି ହେବାକୁ ଥିବା ଶିଶୁ ନାଟ୍ୟ କର୍ମଶାଳା ଆରମ୍ଭ ହୋଇ ଯାଇଛି l ଆସନ୍ତା 29 ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଏହି କର୍ମଶାଳାରେ ନାଟ୍ୟ ସାଧନ କର୍ମୀ ଭାବରେ ଜାତୀୟ…