Sign in
Sign in
Recover your password.
A password will be e-mailed to you.
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରଣାଙ୍ଗନରେ ଭେଡା ବିକାଶ ପରିଷଦ ।
ବାସୁଦେବପୁର/ ପ୍ରତାପ ପାଢ଼ୀ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ନାମାଙ୍କନ ପକ୍ରିୟା ଶେଷ ହୋଇଛି। ଏହି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା ର ଶେଷ ଦିନ ରେ ଭେଡା ବିକାଶ ପରିଷଦ ର ସମର୍ଥନ ରେ ସରପଞ୍ଚ ସଂଯୁକ୍ତ ଦାସ ତାଙ୍କ ସମର୍ଥକ ମାନଙ୍କ ସହିତ…
ଚେଲା କୁମାରଙ୍କ ନେତୃତ୍ୱରେ ତଥ୍ୟ ଅନୁଧ୍ୟାନ କମିଟିର ଢ଼ିଙ୍କିଆ ଗସ୍ତ
ତୁରନ୍ତ ପୋଲିସ୍ ପ୍ରତ୍ୟାହାର କରାଯାଉ, ଗ୍ରାମବାସୀଙ୍କୁ ମୌଳିକ ଅଧିକାରରୁ ବଂଚିତ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ- କଂଗ୍ରେସ
ଭୁବନେଶ୍ୱର - ଗତ ୧୪ ତାରିଖ ଢ଼ିଙ୍କିଆ ଗ୍ରାମବାସୀଙ୍କ ଉପରେ ପୋଲିିସର ବର୍ବରୋଚିତ ଆକ୍ରମଣ ଘଟଣାର ତଦନ୍ତ କରିବାପାଇଁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପିସିସି…
ଆଶାୟୀ ସମିତିସଭ୍ୟା ପ୍ରାର୍ଥୀନୀଙ୍କ ନାମାଙ୍କନ ପତ୍ର ଖାରଜକୁ ନେଇ ବ୍ଲକ ପରିସରରେ ଉତ୍ତେଜନା
ଅସ୍ତରଙ୍ଗ (ଦୁଃଶାସନ ନାୟକ ): ଶନିବାରଦିନ ଅସ୍ତରଙ୍ଗ ବ୍ଲକ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଅଛି । ଅସ୍ତରଙ୍ଗ ବ୍ଲକର ପୂର୍ବତନ ଅଧ୍ୟକ୍ଷା ସସ୍ମିତା ଛାଟୋଇ ସରିପୁର ଜିପି ରୁ ସମିତି ସଭ୍ୟା ପାଇଁ ପ୍ରାଥିପତ୍ର ଦାଖଲ କରିଥିବା ବେଳେ ଅସ୍ତରଙ୍ଗ ବ୍ଲକର ନିର୍ବାଚନ ଅଧିକାରୀ ତଥା…
ମାଇକ୍ରୋ ଫାଇନାନ୍ସ କମ୍ପାନୀ ର ମହିଳା ଏଜେଣ୍ଟଙ୍କ ଠାରୁ ଲୁଟ ଘଟଣା,5 ଅଭିଯୁକ୍ତ ଗିରଫ
ଜଗତସିଂହପୁର/ ସୁମନ୍ତ କୁମାର ଦାସ:ଲୁଟ କରିବା ପଡିଲା ମହାଙ୍ଗା l ଗିରଫ ହେଲେ 5 ଅଭିଯୁକ୍ତ ମାଇକ୍ରୋ ଫାଇନାନ୍ସ କମ୍ପାନୀ ର ମହିଳା ଏଜେଣ୍ଟ ଙ୍କ ଠାରୁ ଗାଡି ଡକାୟତି କରିନେଇଥିବା ଘଟଣାରେ ଶନିବାର ଜଗତସିଂହପୁର ପୋଲିସ 5 ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି l ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ…
ସୋନପୁର ମହାନଦୀ ବ୍ରିଜ୍ ସଡକ ଦୁର୍ଘଟଣା:ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା…
ଭୁବନେଶ୍ୱର: ଆଜି ଭୋରରୁ ସୋନପୁର ମହାନଦୀ ବ୍ରିଜ୍ ଉପରେ ଘଟିଥିବା ସଡ଼କ ଦୁର୍ଘଟଣାରେ ପାଞ୍ଚ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ଖବର ପାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ପ୍ରତ୍ୟେକ ମୃତକଙ୍କ…
ଅବସରପ୍ରାପ୍ତ ବରିଷ୍ଠ ସୂଚନା ସେବା ଅଧିକାରୀ ସମରବିଳାସ ପଟ୍ଟନାୟକଙ୍କ ପରଲୋକ
ଭୁବନେଶ୍ୱର :ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗରେ ଦୀର୍ଘ ଦିନ ଧରି ଦକ୍ଷତାର ସହ କାର୍ଯ୍ୟ ସଂପାଦନ କରିଥିବା ଅବସରପ୍ରାପ୍ତ ବରିଷ୍ଠ ସୂଚନା ସେବା ଅଧିକାରୀ ଶ୍ରୀ ସମର ବିଳାସ ପଟ୍ଟନାୟକଙ୍କର ଗତକାଲି ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ 91 ବର୍ଷ ହୋଇଥିଲା । ସ୍ୱର୍ଗତ…
ଏମିତି ଯଦି ହେବ ତେବେ ବ୍ୟବସ୍ଥା ଉପରୁ ଭରସା ତୁଟିଯିବ
https://youtu.be/2ulrM7mvytQ
ବାଣପୁର ସବରେଜିଷ୍ଟର ଅଫିସରେ ଜମି ଜାଲିଆତି ଅଭିଯୋଗ
ବାଣପୁର/ବାଲୁଗାଁ (ଶାସକ ପ୍ରଶାସକ) : ଲୋକ କୋଭିଡ ଆକ୍ରାନ୍ତ ହୋଇ ସମ ହସ୍ପିଟାଲ ପଡିଛି | ଏଣେ ତା ଅନୁପସ୍ଥିତିରେ ସବରେଜିଷ୍ଟର ଅଫିସରେ ତାଙ୍କ ଜମି ବିକ୍ରି ହୋଇଯାଉଛି | ନିଜେ ନଜାଣି ବା ନିଜେ ନ…
ସମିତି ସଭ୍ୟ ପ୍ରାର୍ଥିପତ୍ର ନାକଚ ହେବା ଆଶଙ୍କା କରି ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ
ଭଂଜନଗର,(ନିଲୁ ବିଷୋୟୀ) : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ୍ ଜଗନ୍ନାଥପ୍ରସାଦ ସମିତିସଭ୍ୟ ପଦବିରେ କବିରାଜ ବେହେରା ନାମାଙ୍କନ ଦାଖଲ କରିଥିବା ବେଳେ ତାଙ୍କ ପ୍ରାର୍ଥିତ୍ବକୁ ରାଜନୈତିକ ଷଢଯନ୍ତ୍ର କରି ନାକଚ କରିବା ପାଇଁ ଯୋଜନା ଚାଲିଥିବା ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ…
କେନ୍ଦୁଝର ଜିଲ୍ଲା ୩୭ ନଂ ଜୋନ୍ ରୁ କଂଗ୍ରସ ପ୍ରାର୍ଥୀ ହେଲେ ରମେଶ
ହାଟଡ଼ିହୀ,(ମକରଧ୍ବଜ ଜେନା):ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ବ ପ୍ରାର୍ଥୀ ପତ୍ର ଦାଖଲ ର ଶେଷ ଦିନରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପକଣ୍ଠ ହାଟଡ଼ିହୀ ବ୍ଲକ ଅନ୍ତର୍ଗତ ୩୭ ନଂ ଜୋନ୍ ରୁ ରମେଶ ଚନ୍ଦ୍ର ସା କଂଗ୍ରେସ ଦଳ ତରଫରୁ ପ୍ରାର୍ଥି ହୋଇଛନ୍ତି । ସମର୍ଥକ ମୁରଲିଧର ନାୟକ ଓ…
“ବିରୋଧିଙ୍କ ମିଛ ପ୍ରଚାରର ସଠିକ୍ ଜବାବ ଦିଅ”
ଦଳୀୟ ସାଂସଦ, ବିଧାୟକ, ପର୍ଯ୍ୟବେକ୍ଷକ ଏବଂ ଜିଲ୍ଲା ସଭାପତିମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ବୋଧନ
ପ୍ରସଙ୍ଗ ଶୁନ୍ୟ ବିରୋଧିଦଳ, ମିଛ ପ୍ରଚାରକୁ କରିବେ ଅସ୍ତ୍ର
ସରକାରଙ୍କ ସଫଳତାକୁ ଲୋକଙ୍କ ନିକଟରେ ପହଞ୍ଚାଇ ଆର୍ଶୀବାଦ ଆଣ
ଭୁବନେଶ୍ୱର: "ବିରୋଧିଦଳଙ୍କ ପାଖରେ କିଛି ବି…