Sign in
Sign in
Recover your password.
A password will be e-mailed to you.
କନ୍ୟା ସନ୍ତାନ ମାନଙ୍କ ସୁରକ୍ଷା ପାଇଁ ସମସ୍ତଙ୍କୁ ଗୁରୁତ୍ଵ ଦେବାକୁ ହେବ: ଅତିରିକ୍ତ ଜିଲ୍ଲାପାଳ
ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡା ଜିଲ୍ଲାରେ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ମିଳିତ ସଂଯୋଜନାରେ ଜିଲ୍ଲାର ସମସ୍ତ ଅଙ୍ଗନବାଡି କେନ୍ଦ୍ର ସ୍ତରରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ହୋଇଥିଲା । ଏହି କାର୍ଯ୍ୟକ୍ରମର ଉଦଯାପନୀ…
ସରପଂଚ ପ୍ରାର୍ଥୀ ଭାବରେ ଏଥର ନିଳେନ୍ଦ୍ରୀ
କୋମନା (ଭାଗିରଥି ଭୋଇ)- ନୂଆପଡା ଜିଲା କୋମନା ବ୍ଲକ ଝଗ୍ରାହୀ ପଂଚାୟତରେ ଏଥର ନିଳେନ୍ଦ୍ରୀ ସୁନାନୀ ସରପଂଚ ଭାବରେ ନାମାଙ୍କ ପତ୍ର ଦାଖଳ କରିଛନ୍ତି । ସେ ସଦର ପଂଚାୟତର ଜଣେ ଶିକ୍ଷିତା ଯୁବତୀ । ସେ ୨୦୧୮ ରେ ସ୍ନାତକ ସମାପ୍ତ କରିଛନ୍ତି । ଗତ ନିର୍ବାଚନରେ ତାଙ୍କର କାକୀ ଭୁଗୁଲି ସୁନାନୀ…
ସ୍କାନ ଷ୍ଟିଲରେ ବିସ୍ପୋରଣରେ ମୃତ କ୍ରେନ ଅପରେଟର ବାଳମୁକୁନ୍ଦଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ ।
ରାଉରକେଲା,(ବସନ୍ତ ଜେନା); ଗତ ୨୧ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ଗଙ୍ଗାଜଳ ସ୍ଥିତ ସ୍କାନ ଷ୍ଟିଲର ୟୁନିଟ- ୨ର ଫରନେସ ରେ ବିସ୍ପୋରଣ ରେ ଜଳିଯାଇ ମୃତ୍ୟୁ ବରଣ କରିଥିବା କ୍ରେନ ଅପରେଟର ବାଳମୁକୁନ୍ଦଙ୍କ ସିଂଙ୍କ ପରିବାରକୁ କମ୍ପାନୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ୪ ଲକ୍ଷ…
ଆମ୍ବଭନା ଜୋନ୨ ରୁ ବିଜେଡିର ଜୟ ଯାତ୍ରା ଆରମ୍ଭ
ନିର୍ଦ୍ୱନ୍ଦରେ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟା ଙ୍କୁ ଶୁଭେଚ୍ଛା ଜଣାଇଲେ ଜିଲ୍ଲା ମହିଳା ସଭାପତି
ବରଗଡ :-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଘୋଷଣା ହେବା ପରଠାରୁ ଆରମ୍ଭ ହୋଇଯାଇଛି ନିଜର ପ୍ରାର୍ଥୀମାନଙ୍କୁ ଜିତେଇବାର ପ୍ରୟାସ । ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବା ପରେ ଏକ ପ୍ରକାର…
ବିଶିଷ୍ଟ ଶିକ୍ଷାବିତ ଲକ୍ଷ୍ମୀ ନୃସିଂହ ପଟ୍ଟନାୟକଙ୍କ ଦେହାନ୍ତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କୁମ୍ଭାର ସାହି ବାସିନ୍ଦା ପାରଳା ତଥା ଗଜପତିର ବେଶ୍ ଜଣାଶୁଣା ଆଦର୍ଶ ସେବା ନିବୃତ ପ୍ରଧାନ ଶିକ୍ଷକ ଲକ୍ଷ୍ମୀ ନୃସିଂହ ପଟ୍ଟନାୟକଙ୍କ ୮୪ବର୍ଷ ବୟସରେ ଆଜି ପ୍ରତ୍ୟୁଷରେ ଦେହାନ୍ତ ହୋଇଯାଇଛି। ସେ କିଛି ବର୍ଷ ବାର୍ଧ୍ୟକ୍ୟ ଜନିତ ଶଯ୍ୟାଶାୟୀ ଥିଲେ…
ଜାତୀୟ କନ୍ୟାଶିଶୁ ଦିବସ ପାଳନ
ଭଞ୍ଜନଗର/ନିଲୁ ବିଷୋୟୀ : ପୁଅଙ୍କ ତୁଳନାରେ ଝିଅ ମାନେ କୌଣସି ଗୁଣରେ କମ୍ ନୁହନ୍ତି। ସମାଜର ବିଭିନ୍ନ କ୍ଷେତ୍ରରେ ପୁଅଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଆଗକୁ ବଢିବାର ଝିଅ ମାନଙ୍କ କ୍ଷମତା ରହିଛି। ତେଣୁ ଝିଅ ପୁଅ ମାନଙ୍କ ଭିତରେ କୌଣସି ଭେଦଭାବ ନରଖି ସମାନ ସୁଯୋଗ ଦେବା ସହ ଝିଅଙ୍କୁ…
ଜୁଆ ଆଡ୍ଡା ରେ ପୋଲିସ ଚଢ଼ାଉ, ବନ୍ଧା ହେଲେ ଛ ଜୁଆଡ଼ି।
ପଦ୍ମପୁର(ଶାସକପ୍ରଶାସକ)-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ଅଞ୍ଚଳରେ ପୋଲିସ କୁ ଖୋଲା ଚ୍ୟାଲେଞ୍ଜ ଦେଇ ଅସାମାଜିକ ଜୁଆ ଖେଳ ରେ ମାତିଛନ୍ତି।ସନ୍ଧ୍ୟା ରେ ଗାଇସିଲେଟ ଥାନା ଅଧିକାରୀ ବିରବର ଭଗତ ଓ ତାଙ୍କ ଟିମ ଏକ ଜୁଆଡ଼ି ଗେଙ୍ଗ କୁ କାବୁ କରିଛନ୍ତି।ଗାଇସିଲେଟ ବଜାର ଠାରେ…
ଉଚ୍ଚ ଶିକ୍ଷିତା ସମିତି ସଭ୍ୟା ପ୍ରାର୍ଥୀତ୍ବକୁ ନେଇ ରେମୁଣା ଅଞ୍ଚଳରେ ଚର୍ଚ୍ଚା
ବାଲେଶ୍ୱର - ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଲାଗି ଅବଗଣନା ଆରମ୍ଭ ହୋଇ ସାରିଥିବା ବେଳେ ଜଣେ ଉଚ୍ଚଶିକ୍ଷିତା ସମିତି ସଭ୍ୟା ପ୍ରାର୍ଥୀତ୍ବକୁ ନେଇ ସମଗ୍ର ରେମୁଣା ତଥା ବରୁଣସିଂ ପଂଚାୟତ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି I ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ସହ ଏମଫିଲ ଏବଂ ଆଞ୍ଚଳିକ…
ଜାତୀୟ କନ୍ୟା ଦିବସ ଆଲୋଚନା ଚକ୍ର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟର ଏନ୍ ଏସ୍ ଏସ୍ ବିଭାଗ ତରଫରୁ ସେବା ଯୋଜନା ଅଧିକାରୀ ଡ଼ଃ. ଭାରତୀ ପାଣିଗ୍ରାହୀଙ୍କ ଦ୍ୱାରା ଏକ ୱେବ୍ ମିଟିଂ ର ଆୟୋଜନ କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷା…
ଖିରେଶ୍ଵର କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଖୀରସାହି କୁ ପରାସ୍ତ କରି ବନ୍ଧ ଗାଁ ଚାମ୍ପିୟନ
ଭଦ୍ରକ, (ସୀତାକାନ୍ତ ପାଢ଼ୀ)-:ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଚରମ୍ପା ବଣିଆ ପଞ୍ଚାୟତ ଅଧିନସ୍ଥ ଖିରେଶ୍ଵର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାପୁଣ୍ଡିଆ ଠାରେ ଆଜି ଫାଇନାଲ ମେଚ ଅନୁଷ୍ଠିତ ହୋଇଯାଇଛି। ।ଏହି ମ୍ୟାଚ ଟି ୧୫ ଓଭର ମଧ୍ୟରେ ରେ ଖେଳ ଅନୁଷ୍ଠିତ ହୋଇଥିଲା । ଖୀରସାହି କୁ ପରାସ୍ତ କରି ବନ୍ଧ ଗାଁ…