Sign in
Sign in
Recover your password.
A password will be e-mailed to you.
ଅଚିହ୍ନା ଯୁବକଙ୍କ ମୃତ ଦେହ ଉଦ୍ଧାର
ରଣପୁର/ପ୍ରସନ୍ନ ସାମନ୍ତରାୟ : ନୟାଗଡ଼ ଜିଲ୍ଲା ରଣପୁରଥାନା ଅନ୍ତର୍ଗତ ବଜ୍ରକୋଟ ପଞ୍ଚାୟତ ଅସୁରକୁମାରୀ ପାହାଡ଼ ଅଂଚଳରେ ଜୈନିକ ଅଚିନ୍ହା ଯୁବକ ଙ୍କ ମୂର୍ତ ଦେହ ରଣପୁର ଥାନା ପୋଲିସ ଉଦ୍ଧାର କରିଥିବା ସୂଚନା ଦେଇଛି. ପୋଲିସ ସୂଚନା ମୁତାବକ ଯୁବକ ଙ୍କ ମୂର୍ତ ଶରୀର ବଜ୍ରକୋଟ ପଞ୍ଚାୟତ ର କୃଷ୍ଣ…
ଭଟଲି ନିର୍ବାଚନ ମଣ୍ଡଳୀରେ ମନ୍ତ୍ରୀ ସୁଶାନ୍ତ ଦେଖାଇଲେ ସାଙ୍ଗଠନିକ କରିସ୍ମା
ଆମ୍ବଭନା ବ୍ଲକର ଗୋଟିଏ ଜିଲ୍ଲା ପରିଷଦ ଆସନ ନିର୍ବିରୋଧ
ସୋହେଲାରୁ ୧୮ ବିଜେଡି ସମର୍ଥିତ ପ୍ରାର୍ଥୀ ଅପ୍ରତିଦ୍ବନ୍ଦୀ
ବରଗଡ :- ଜଣେ ସଫଳ ନିର୍ବାଚନ ଫ୍ଲୋର ମ୍ୟାନେଜର ଭାବେ ଜଣାଶୁଣା ପଶ୍ଚିମ ଓଡ଼ିଶାର ଟାଣୁଆ ଯୁବ ନେତା ସୁଶାନ୍ତ ସିଂ ଦେଖାଇଛନ୍ତି ତାଙ୍କ ସାଙ୍ଗଠନିକ କରିସ୍ମା…
ଜାତୀୟ ଶିଶୁ କନ୍ୟା ଦିବସ ପାଳନ
ଦେବଗଡ଼ / ଅବନୀକାନ୍ତ ମିଶ୍ର : : ଦେବଗଡ଼ ଚାଇଲ୍ଡଲାଇନ , କୋଲାବ ଓ ଅର୍ବାନ ର ଅଙ୍ଗନବାଡ଼ି, ଭିତିରିଆ ସାହି, ଖପର ସାହି, ଘୋଡାସାଲ ଓ ଜଗତିପାଲି ସାହି ର କିଶୋରୀ ବାଳିକାମାନଙ୍କୁ ନେଇ ସ୍ଥାନୀୟ ନେତାଜୀ କ୍ଲବ ଛକ ଠାରୁ ଜାତୀୟ ଶିଶୁ କନ୍ୟା ଦିବସ ଅବସରରେ ସଚେତନ ମୂଳକ ସ୍ଲୋଗାନ ଦେଇ ବାଳକ…
ଧାନ କ୍ରୟ ନେଇ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମେଳନ କକ୍ଷରେ ମିଲର୍ ଙ୍କ ଧାନଉଠା ଏବଂ ଧାନମଣ୍ଡି ସମ୍ପର୍କିତ ବୈଠକ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କାଶୀନଗର ଓ ଗୋଷାଣୀ ବ୍ଲକ୍ ର ମିଲର୍ ମାନଙ୍କ ସହ…
“ରାମନାମ ହିଁ ମୋକ୍ଷପ୍ରାପ୍ତି ଆଡକୁ ବାଟ କଢାଇବ”
ତିଲେଇକାନୀରେ ସାପ୍ତାହିକ ସତସଙ୍ଗ
ସୁନ୍ଦରଗଡ଼:- ଦିନେ ରାମନାମ ଜପକରି ଦସ୍ୟୁ ରତ୍ନାକର ମହର୍ଷି ବାଲ୍ମୀକି ରୂପରେ ପରିଣତ ହୋଇଥିବା ବେଳେ ପ୍ରଭୁ ଶ୍ରୀରାମଙ୍କ ପଦ ସ୍ପର୍ଶରେ ଅଭିଶପ୍ତିନି ପାଷାଣୀ ଅହଲ୍ୟା ନିଜ ପୂର୍ବରୂପ ଫେରି ପାଇଥିଲେ | ତେଣୁ ମଣିଷ ଜୀବନକୁ ସାର୍ଥକ କରିବାକୁ ହେଲେ ଆମ…
ଇସ୍ପାତ କାରଖାନାରେ ସେଲ୍ ଗୌରବ ଦିବସକୋଭିଡ୍ କଟକଣାରେ ପାଳିତ
ରାଉରକେଲା,(ବସନ୍ତ ଜେନା) ରାଉରକେଲା ଇସ୍ପାତ କାରଖାନା ଦ୍ଵାରା ଜାନୁଆରୀ ୨୪ ତାରିଖରେ ସେଲ୍ ସ୍ଥାପନା ଦିବସ ଉପଲକ୍ଷେ ଇସ୍ପାତ ଷ୍ଟାଡିୟମଠାରେ ସେଲ୍ ଗୌରବ ଦିବସ ପାଳନ କରାଯାଇଥିଲା । ସେଲ୍ ଏହାର କର୍ମଚାରୀ, ପୂର୍ବତନ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କ ମଧ୍ୟରେ ଗୌରବର ଭାବନାକୁ ଅଧିକ…
ଅଧିକ ସନ୍ତାନ ଥିବା ପିତାମାତାକୁ ନିର୍ବାଚନରୁ ବାଦ ଦେବାକୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ ): ଚଳିତ ପଞ୍ଚାୟତ ନିର୍ବାଚନରେ ପାଟଣାଗଡ଼ ବ୍ଲକ ଫଟାମୁଣ୍ଡା, ତମିଆ, ଖୁଣ୍ଟସମଲେଇ ଆଦି ୩ଟି ପଞ୍ଚାୟତରେ ୩ରୁ ଅଧିକ ପୁଅଝିଅ ଥିବାର ବାପା ମା’ ନିର୍ବାଚନ ଲଢ଼ୁଥୁବାରୁ ସେମାନଙ୍କ ନିର୍ବାଚନ ପାର୍ଥୀପତ୍ରକୁ ନାକଜ କରିବା ଦାବୀରେ ପାଟଣାଗଡ଼ ବ୍ଲକ କାର୍ଯ୍ୟାଳୟ…
ଦାଉଦପୁର ପଂଚାୟତ ଗୋପୀନାଥପୁର ବାବା ଆଖଣ୍ଡଳମଣି ମନ୍ଦିର ର ନୂତନ ବିଗ୍ରହ ପ୍ରତିଷ୍ଠା ଓ ଯଜ୍ଞ ଉତ୍ସବ ଅନୁଷ୍ଠିତ ।
ଦେବେନ୍ଦ୍ର ଷଡ଼ଙ୍ଗୀ/ ମାହାଙ୍ଗା : ନିଶ୍ଚିନ୍ତକୋଇଲି ବ୍ଲକ ଦାଉଦପୁର ଗ୍ରାମ ପଞ୍ଚାୟତ ଗୋପୀନାଥପୁର ସ୍ଥିତ ବାବା ଆଖଣ୍ଡଳମଣୀ ମନ୍ଦିର ର ନୂତନ ବିଗ୍ରହ ସ୍ଥାପନ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ଯଥାବିଧି ରୀତିନୀତି ଅନୁଯାୟୀ କୋଭିଡ ନିୟମ ପାଳନ ପୂର୍ବକ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ରେ…
ହନୁମାନ ମନ୍ଦିର କମିଟି ର ସଭାପତି ହେଲେ ଯୁବ ସାମ୍ବାଦିକ ରାଧାମୋହନ ମହାପାତ୍ର
ଫୁଲବାଣୀ: କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସହରରେ ଅବସ୍ଥିତ ସର୍ବ ପୁରାତନ ଓ ପ୍ରସିଦ୍ଧ ହନୁମାନ ମନ୍ଦିର କମିଟି ର ସଭାପତି ଭାବରେ ବରିଷ୍ଠ ସାମ୍ବାଦିକ ତଥା ଯୁବ ସମାଜସେବୀ ଶ୍ରୀଯୁକ୍ତ ରାଧାମୋହନ ମହାପାତ୍ର ଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଛି। ସେହିଭଳି ସଂପାଦକ ଭାବେ…
ସମାଜର ଦୃଷ୍ଟି ପରିବର୍ତନ ହେଲେ ଶିଶୁ କନ୍ୟାଙ୍କ ସୁରକ୍ଷା ର ବାତାବରଣ ସୃଷ୍ଟି ହୋଇପାରିବ
ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ-ସ୍ଥାନୀୟ ଜିଆଇଇଟି ବିଶ୍ୱବିଦ୍ୟାଳୟ ର ଜାତୀୟ ସେବା ଯୋଜନ ପକ୍ଷରୁ ଆଜି ଆଜାଦି କା ଅମୃତ ମହୋତ୍ସବ ପାଳିତ ଅବସରରେ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଶ୍ଵ ବିଦ୍ୟାଳୟର ଡିନ ଏକାଡେମିସ ଡ଼.ଏ ଭି. ଏନ.ଏଲ ଶର୍ମା, ଡେପୁଟି…