Sign in
Sign in
Recover your password.
A password will be e-mailed to you.
ଟଙ୍କା ପାଇଁ ବୋହୂକୁ ହତ୍ୟା
ଜଗତସିଂହପୁର / ସୁମନ୍ତ କୁମାର ଦାସ : ଟଙ୍କା ପାଇଁ ବୋହୂକୁ ମାରିଦେଲେ ଶାଶୁଘର ପରିବାର, ଅଭିଯୋଗ ହୋଇଛି ଏରସମା ଥାନାରେ। ସୂଚନା ଅନୁଯାୟୀ ୨୨/୦୫/୨୦୧୩ ମସିହାରେ କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ଖରିଗୋଠ ରଘୁନାଥ ପୁର ପଡ଼ାର ଅଧିବାସୀ ସ୍ରିଧର ପ୍ରଧାନ ତାଙ୍କ ବଡ଼ ଝିଅ ରଞ୍ଜିତା ପ୍ରଧାନଙ୍କୁ ଏରସମା…
ବାଳ ମୁକୁନ୍ଦରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କୌଣସି ପ୍ରୟାସ ଅସୁବିଧାରୁ ମୁକ୍ତ ନୁହେଁ ଏବଂ ଲକ୍ଷ୍ୟ ଯେତେ ଅଧିକ ହେବ, ବାଧାବିଘ୍ନଗୁଡ଼ିକ ସେତେ ଅଧିକ ଠିଆ ହେବ। ଏପରି କ’ଣ ଥାଏ ଯାହା ଦ୍ବାରା ଅନ୍ୟମାନେ ନିରାଶ ହୋଇଥିବାବେଳେ କିଛି ଲୋକ ଆଶା ନ ଛାଡି ଲକ୍ଷ୍ୟ ପଥରେ ଆଗେଇ ଚାଲିଥାନ୍ତି।…
୩ ସମିତିସଭ୍ୟା ଅପ୍ରତିଦ୍ୱନ୍ଦ୍ବୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ମୋହନା ବ୍ଲକରେ ଏବେ ରାଜନୀତି ପାଇଁ ତିନି ଦଳ ମଧ୍ୟରେ ଟଣାଓଟରା ଚାଲିଥିବା ବେଳେ କେଉଁଠି ସମିତିସଭ୍ୟ ପ୍ରାର୍ଥି ପାଇଁ ୫ ରୁ ୭ ଜଣ ଆଶାୟୀ ନାମାଙ୍କନ ପତ୍ର ଦାଖଲ କରି ମଇଦାନକୁ ଓହ୍ଲାଇ ଥିବା ବେଳେ ଆଉ କେତେ ପ୍ରାର୍ଥୀ ଦଳ ପକ୍ଷରୁ…
ଏମସିସି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ଯାଆଁଳା ଟିମକୁ ହରାଇ କୁମ୍ଭlରବସ୍ତ ଚାମ୍ପିଅନ
ଖୋର୍ଦ୍ଧା/ ରବି ନାରାୟଣ ସାହୁ-ବେଗୁନିଆ ବ୍ଲକ ଅନ୍ତର୍ଗତ ମହାବୀର କ୍ରିକେଟ କ୍ଲବ , କରଡ଼ଗଡ଼ିଆଗ୍ରାମ ରେ ଅନୁଷ୍ଠିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି | ୮ଗୋଟି ଟିମ କୁ ନେଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଫାଇନାଲ ମ୍ୟାଚରେ ଯାଆଁଳା କ୍ରିକେଟ ଟିମ…
ଗହଣା ଦୋକାନରେ ଡକାୟତି ଯୋଜନାକୁ ପଣ୍ଡ କଲା ଉଦିତନଗର ପୋଲିସ
୩ ଗିରଫ , ଦୁଇଟି ପିସ୍ତଲ , ଖଣ୍ଡା ଆଦି ଜବତ।
ରାଉରକେଲା,(ବସନ୍ତ ଜେନା):ରାଉରକେଲା ଉଦିତନଗର ଅଞ୍ଚଳରେ ଏକ ଗହଣା ଦୋକାନରେ ଏବଂ ଅନ୍ୟଜଣେ ବ୍ୟବସାୟୀ ଙ୍କ ଘରେ ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ତିନିଜଣ ଅପରାଧୀ ପୋଲିସ ହାତରେ ଧରା ପଡିଛନ୍ତି। ଅନ୍ୟ ତିନି ଚାରି ଜଣ ଘଟଣା ସ୍ଥଳରୁ…
କୃଷି ବିକାଶ ପଥେ ଗଜପତି
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସବୁଜ ବିପ୍ଲବର ଆଗମନ ପରେ ସମସ୍ତ ଭାରତୀୟଙ୍କ ଖାଦ୍ୟସୁରକ୍ଷା ପ୍ରତି ଯଥାସମ୍ଭବ ଦୃଷ୍ଟି ଦେବାକୁ ଦେଶ ସର୍ବଦା ହୋଇଛି ଚେଷ୍ଟିତ । ମୁଖ୍ୟତଃ ଖାଦ୍ୟଶସ୍ୟ ଉତ୍ପାଦନରେ ଓଡିଶାର ସ୍ଥାନ ଦେଶରେ ସ୍ବତନ୍ତ୍ର । ବାରମ୍ବାର କୃଷିକର୍ମଣ ପୁରସ୍କାର ପାଇବା…
ଜିଲ୍ଲା ଅର୍ନ୍ତଜାତୀୟ ମାନବ ଅଧିକାର କାଉସିଲ୍ ପକ୍ଷରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୬ ତମ ଜୟନ୍ତୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ଅର୍ନ୍ତଜାତୀୟ ମାନବ ଅଧିକାର କାଉସିଲ୍ ପକ୍ଷରୁ ମୁକ୍ତି ସଂଗ୍ରାମର ଅନ୍ୟତମ ମହାରଥୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୬ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ…
ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ମହାନ ବିପ୍ଳବୀ ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ
ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଶ୍ରଦ୍ଧାଞ୍ଜଳି
ଇତିହାସର ଏହି ଦୁଇ ମହାନାୟକ ସର୍ବଦା ପ୍ରେରଣାଦାୟୀ
ଭୁବନେଶ୍ୱର: ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭାରତର ସ୍ୱାଧୀନତା ସଂଗ୍ରାମର ସୁଦୀର୍ଘ ଇତିହାସରେ ଥିଲେ ଜଣେ ସଂକଳ୍ପବଦ୍ଧ, ସ୍ଥିର, ଅବିଚଳିତ ଏବଂ ଅତ୍ମପ୍ରତ୍ୟୟୀ ଯାତ୍ରୀା କଟକରୁ…
ଇତିହାସ ରଚିଲେ ଖୋର୍ଦ୍ଧା ବଡପୋଖରିଆ ପଂଚାୟତ ବାସୀ
ଖୋର୍ଦ୍ଧା/ରବି ନାରାୟଣ ସାହୁ -ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ରେ ହେବାକୁ ଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ମଇଦାନରେ ୯ନମ୍ବର ଯୋନ ରେ ଥିବା ବଡପୋଖରିଆ ପଂଚାୟତ ରେ ୧୪ଗୋଟି ୱାର୍ଡ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ନିର୍ଦ୍ଦ୍ବନ୍ଦ୍ବରେ ବିଜୟ ହାସଲ କରି ଇତିହାସ ରଚିଛନ୍ତି। ମୁଖ୍ୟମନ୍ତ୍ରୀ…
ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ନେତାଜୀ ଜୟନ୍ତୀ ପାଳନ
ଜଗତସିଂହପୁର/ ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ କର୍ଣ୍ଣଧାରା ତଥା ମହାନ ରାଷ୍ଟ୍ରନାୟକ ନେତାଜୀ ସୁଭାଷଚନ୍ଦ୍ର ଭୋଷଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଅଛି l ଏହି ଅବସରରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟୱାରୀ କଲେଜ…