Sign in
Sign in
Recover your password.
A password will be e-mailed to you.
ଅଜଣାମୃତଦେହ ଉଦ୍ଧାର।
ଅସ୍ତରଙ୍ଗ(ଦୁଃଶାସନ ନାୟକ) -ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଧିନ ଅସ୍ତରଙ୍ଗ କାକଟପୁର ମୁଖ୍ୟ ସଡକ ର ଉପୁଳେଇ ଛକ ନିକଟ ଏକ ଫୁର୍ଣ୍ଣିଚର ଦୋକାନ ନିକଟରୁ ଏକ ମୃତଦେହ ଦେଖିବାକୁ ମିଳିଛି । ତାଙ୍କ ବୟସ50 ବର୍ଷ ରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି । ସ୍ଥାନୀୟ ଲୋକ କହିବାକଥା ସେ ଜଣେ ମାନସିକ…
ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ନଳିନୀକାନ୍ତ ସ୍ୱାଇଁଙ୍କ ପରଲୋକ ।
ଅସ୍ତରଙ୍ଗ(ଦୁଃଶାସନ ନାୟକ) :ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପାଟଳଦା ଗ୍ରାମର ବରିଷ୍ଠ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ଆଇଏଏସ ତଥା କାକଟପୁର ନିର୍ବାଚନ ମଣ୍ଡଳୀର ସ୍ୱର୍ଗତ ବିଧାୟକ ବୈକୁଣ୍ଠନାଥ ସ୍ଵାଇଁଙ୍କ ବଡଭାଇ ନଳିନୀକାନ୍ତ ସ୍ଵାଇଁଙ୍କର ଶୁକ୍ରବାର ଦିନ ଦେହାନ୍ତ ଘଟିଥିବା…
ସମ୍ ହସ୍ପିଟାଲରେ ବିଶ୍ୱ କର୍କଟ ଦିବସ ପାଳିତ
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଶୁକ୍ରବାର ବିଶ୍ୱ କର୍କଟ ଦିବସ ପାଳିତ ହୋଇଯାଇଛି । ହସ୍ପିଟାଲ୍ର କର୍କଟ ବିଭାଗ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ କର୍କଟ ରୋଗକୁ ନେଇ ସଚେତନତା, ପରୀକ୍ଷଣ ଓ ଚିକିତ୍ସା ସମ୍ପର୍କରେ ଉପସ୍ଥିତ…
ସମ୍ ଅଲ୍ଟିମେଟ୍ ମେଡିକେୟାରରେ ବିଶ୍ୱ କର୍କଟ ଦିବସ ପାଳିତ
ଭୁବନେଶ୍ୱର, : ସମ୍ ଅଲ୍ଟିମେଟ ମେଡିକେୟାରରେ ବିଶ୍ୱ କର୍କଟ ଦିବସ ପାଳିତ ହୋଇଯାଇଛି । ଏହି ଦିବସକୁ କେକ୍ କାଟି ସ୍ୱତନ୍ତ୍ର ଭାବେ ପାଳନ କରାଯାଇଛି । ଏହି କେକ୍ କାଟିବା କାର୍ଯ୍ୟକ୍ରମରେ ସମ୍ ଅଲ୍ଟିମେଟ୍ ମେଡିକେୟାରର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ, ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍…
ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ
ଜଗତସିଂହପୁର-/ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୮୮ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଅଛି । ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ମଧୁସୂଦନ ଦାସଙ୍କ ପ୍ରତିମୂର୍ତିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ…
ଜାତୀୟ କୃମି ନାଶକ କାର୍ଯ୍ୟକ୍ରମପାଇଁ ଜିଲ୍ଲା ସ୍ତରୀୟ ସମନ୍ବୟ କମିଟି ବୈଠକ
ଜଗତସିଂହପୁର-/ସୁମନ୍ତ କୁମାର ଦାସ:ଜିଲ୍ଲା ସ୍ୱାସ୍ଥ୍ୟ ସମିତି,ଜଗତସିଂହପୁର ତରଫରୁ ଫେବୃୟାରୀ ୧୦ ତାରିଖରୁ ୧୬ ତାରିଖ (୭ ଦିନ) ପର୍ଯ୍ୟନ୍ତ ହେବାକୁ ଥିବା ଜାତୀୟ କୃମି ନାଶକ ଦିବସ କାର୍ଯ୍ୟକ୍ରମ ସଂପର୍କରେ ଜିଲ୍ଲାସ୍ତରୀୟ ସଂଯୋଜନା କମିଟି ବୈଠକ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଜିଲ୍ଲାସ୍ତରୀୟ ପର୍ଯ୍ୟବେକ୍ଷଣ କମିଟି ବୈଠକ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟଳୟର ସମ୍ଭାବନା ସଭାଗୃହ ଠାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଜିଲ୍ଲାସ୍ତରୀୟ ପର୍ଯ୍ୟବେକ୍ଷଣ କମିଟି ବୈଠକ ଜିଲ୍ଲାପାଳ ଶ୍ରୀମତୀ ପାରୁଲ୍ ପଟାଓରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ବୈଠକରେ ଅଧ୍ୟକ୍ଷତା କରି…
ଗଜପତିରେ କୋଭିଡ୍ ଟିକାକରଣ ପାଇଁ ସଚେତନତା ରଥର ଶୁଭାରମ୍ଭ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତିରେ କୋଭିଡ୍ ଟିକାକରଣ ପାଇଁ ସଚେତନତା ରଥକୁ ଆଜି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମଟି ଜିଲ୍ଲା ପ୍ରଶାସନ, ଗଜପତି ଓ ଆକ୍ସନଏଡ଼, ଭୂବନେଶ୍ବରର ମିଳିତ ଉଦ୍ୟମରେ…
ସାତ ଦିନ ପରେ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ
ଦେବଗଡ଼ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ମା ଝିଅ ଦର୍ହ ରେ ଖସିପଡ଼ି ନିଖୋଜ ହୋଇଥିଲେ ଯୁବକ
ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ ଥାନା ଅନ୍ତର୍ଗତ କଣ୍ଟାପାଲି ପଞ୍ଚାୟତ ରେ ଥିବା ପର୍ଯ୍ୟଟନ ସ୍ଥଳୀ ମା ଝିଅ ଦର୍ହ ରେ ଖସି ପଡ଼ି ଜଣେ ଯୁବକ ନିଖୋଜ ଥିବା ବେଳେ ସାତ ଦିନ ପରେ ମଧ୍ୟ ଯୁବକ ର…
ଯୋଗ୍ୟ ପ୍ରାର୍ଥୀଙ୍କୁ ନିର୍ବାଚିତ କଲେ ଅଞ୍ଚଳ ର ଭବିଷ୍ୟତ ସୁରକ୍ଷିତ ରହିବ-ବିଧାୟକ ବରିହା
ଝାରବନ୍ଦ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅଞ୍ଚଳରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ନେଇ ଗ୍ରାମାଞ୍ଚଳ ଗୁଡିକ ଚଳଚଞ୍ଚଳ ହୋଇ ଉଠିଛି।ଗାଁ ଗାଁ ରେ ନେତା ଙ୍କ ଭିଡ଼ ଦେଖିବାକୁ ମିଳୁଥିବା ବେଳେ ଭୋଟ ପାଇଁ ପ୍ରତିଶ୍ରୁତି ର ଲମ୍ବା ଫର୍ଦ୍ ଦିଆ ଯାଉଛି।ଏକ…