ଭୂମିଜଙ୍କ ଦୁନିଆରେ ଦିନେ

ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍ ଟୁର୍ :ଓଡ଼ିଶାର ଭୂମିଜ ଜନଜାତି ଭୁବନେଶ୍ୱର,(ଶାସକ ପ୍ରଶାସକ) : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ପ୍ରତ୍ୟେକ ରବିବାର ଦିନ ଦର୍ଶକମାନଙ୍କ ନିମନ୍ତେ ଭର୍ଚୁଆଲ୍ ଟୁର୍ର ବ୍ୟବସ୍ଥା…

ମା ବିନ୍ଧ୍ୟବାସିନୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ।

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍ଳକ ଲୋହାରପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ବରଭଟା ଠାରେ ମାଁ ବିନ୍ଧ୍ୟବାସିନୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି l ଏହି ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବରେ ଭେଉଁରିଆ ସରପଞ୍ଚ ରଜନୀ ସାହୁ(…

ଦିନିକିଆ ଓଡିଶା ଗସ୍ତରେ ଆସନ୍ତା କାଲି ଆସୁଛନ୍ତି ବୈଷ୍ଣବ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଗତ ୧ ତାରିଖ ଦିନ ଉପସ୍ଥାପନା କରିଛନ୍ତି । ମୋଦି ସରକାରଙ୍କ ‘ଆତ୍ମନିର୍ଭର ଅର୍ଥବ୍ୟବସ୍ଥା’ ଏବଂ “ବଜେଟ-୨୦୨୨” ପ୍ରସଙ୍ଗରେ ଦେଶବାସୀଙ୍କୁ ବିସ୍ତୃତ ତଥ୍ୟ ଜଣାଇବା ପାଇଁ କେନ୍ଦ୍ରମନ୍ତ୍ରୀମାନେ ବିଭିନ୍ନ…

ମୁନୁଷର ଜାଏତ ସମ୍ବଲପୁରୀ ଫିଲ୍ମର ପ୍ରିମିୟର ସୋ ଅନୁଷ୍ଠିତ ।

ପଦ୍ମପୁର (ଶାସକପ୍ରଶାସକ)- ପଦ୍ମପୁର ସହରର ରାଜାଜୀ ଟାଉନ ହଲ୍ ଠାରେ ଆଜି ଅପରାହ୍ନ ୩.୦୦ ଟାରେ କୋଭିଟ୍ କଟକଣାକୁ ପାଳନକରି ସମ୍ବଲପୁରୀ ଚଳଚିତ୍ର "ମୁନୁଷର୍ ଜାଏତ୍"ର ଦ୍ବିତୀୟ ଶୋ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅତିଥି ରୂପେ ନାଟ୍ୟ ଜଗତର ଆଗଧାଡିର ବ୍ୟକ୍ତିତ୍ବ ଶ୍ରୀଯୁକ୍ତ ଅଶୋକ…

ବାଲୁଗାଁ: ”ସ୍ଵର୍ଣ୍ଣ ହୋମିଓ ହଲ୍” ପକ୍ଷରୁ ଅଭିନବ ପ୍ରୟାସ : ଫୋନ ମାଧ୍ୟମରେ ମାଗଣାରେ ପରାମର୍ଶ ନେବେ ରୋଗୀ

ଚିଲିକା/ବାଲୁଗାଁ( ସେକ୍ କୌଶର ): ସମସ୍ତଙ୍କର ଆନ୍ତରିକ ସହଯୋଗ ଏବଂ ଅତୁଟ ବିଶ୍ୱାସକୁ ନେଇ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଗାନ୍ଧୀଛକ ସ୍ଥିତ ”ସ୍ଵର୍ଣ୍ଣ ହୋମିଓ ହଲ୍” ଆଜି ତାର ପ୍ରଥମ ସ୍ଵନକ୍ଷତ୍ର ପୂର୍ଣ୍ଣ କରିଛି। ଗତ ଏକ ବର୍ଷ ମଧ୍ୟରେ ସ୍ଵର୍ଣ୍ଣ ହୋମିଓ ହଲ୍ ଅନେକ ରୋଗୀଙ୍କୁ ସଫଳତାର ସହ…

ଏଏମ୍/ଏନ୍ଏସ୍ ଇଣ୍ଡିଆ ପକ୍ଷରୁ ସୁନ୍ଦରଗଡ ଏବଂ କେନ୍ଦୁଝରରେ କୋରୋନା ସଚେତନତା ଗାଡିର ଶୁଭାରମ୍ଭ

ଭୁବନେଶ୍ୱର:- ଅଗ୍ରଣୀ ଷ୍ଟିଲ୍ କମ୍ପାନୀ ଆର୍ସେଲର ମିତଲ ନିପନ୍ ଷ୍ଟିଲ୍ ଇଣ୍ଡିଆ(ଏଏମ୍/ଏନ୍ଏସ୍ ଇଣ୍ଡିଆ) ପକ୍ଷରୁ ସୁନ୍ଦରଗଡ ଜିଲ୍ଲାର କୋଇଡା ଏବଂ କେନ୍ଦୁଝର ଜିଲ୍ଲାର ବଡବିଲଠାରେ କରୋନା ସହିତ ଲଢିବା ଏବଂ ପ୍ରଦତ୍ତ ନିୟମାବଳୀକୁ ମାନିବା ପାଇଁ ସର୍ବସାଧାରଣଙ୍କ ନିମନ୍ତେ ସଚେତନତା ଗାଡିର…

ଦଳବିରୋଧୀ କାର୍ଯ୍ୟ : ବିଜେପିରୁ ବିଦା ହେଲେ ୧୯ କର୍ମକର୍ତ୍ତା

ଭୁବନେଶ୍ୱର: ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଗୋଟିଏ ଦସ୍ତଖତ ଗାରରେ ପୂର୍ବରୁ ନିଲମ୍ବିତ ହୋଇଥିବା ସମସ୍ତ କର୍ମକର୍ତ୍ତାଙ୍କୁ ଦଳ ଭିତରେ ପୁନଃବାହାଲ କରାଯାଇଥିବା ବେଳେ ଏବେ ଜିଲ୍ଲା ସଭାପତିମାନଙ୍କ ସୁପାରିଶ ଏବଂ ରାଜ୍ୟ ସଭାପତି ଶ୍ରୀ ସମୀର…

ଜିଗ୍ନୀପୁର: ସମିତିସଭ୍ୟ ପ୍ରାର୍ଥୀ ଅଶୋକ ଓଝା ଓ ସରପଂଚ ପ୍ରାର୍ଥିନୀ ତିଳୋତ୍ତମା ରାଉତଙ୍କ ପ୍ରତି ବଢୁଛି ସମର୍ଥନ

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗି) :-ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନୀପୁର ଗ୍ରାମପଂଚାୟତରେ ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳରେ ପରିଚିତ ଯୁବ ସମାଜସେବୀ ତଥା ସମିତିସଭ୍ୟ ପ୍ରାର୍ଥୀ ଅଶୋକ କୁମାର ଓଝା ପଂଚାୟତରେ ତାଙ୍କର ଜନସମ୍ପର୍କ କାର୍ଯ୍ୟକ୍ରମ ଓ ପ୍ରଚାର ଜୋରଦାର କରିଥବା ବେଳେ ଏବେ ତାଙ୍କ…

ଉତ୍କଳଗୌରବଙ୍କୁ ଶ୍ରାଦ୍ଧଦିବସରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର:ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ପ୍ରତୀକ ଉତ୍କଳଗୌରବ ମଧୁସୂଦନ ଦାସ ଥିଲେ ଓଡ଼ିଆ ଜାତୀୟତାର ଜନକ ତଥା ନବଜାଗରଣର ପ୍ରବର୍ତ୍ତକ ମଧୁବାବୁଙ୍କର ବଳିଷ୍ଠ ନେତୃତ୍ୱ ଏ ଜାତିର ଜୀବନଧାରାକୁ ସଂଜୀବିତ କରି ଏହାକୁ ସଂଗ୍ରାମର ମାର୍ଗ ପ୍ରଦର୍ଶନ କରାଇଥିଲାା ତାଙ୍କରି ଉତ୍ସର୍ଗୀକୃତ କାର୍ଯ୍ୟ…

ହକି ଇଣ୍ଡିଆ ୧୧ତମ ଜାତୀୟ ଚାମ୍ପିଅନସିପ ।। ବ୍ରୋଞ୍ଚ ପଦକ ବିଜେତା ଓଡିଶା ଟିମକୁ ରାଉରକେଲାରେ ସମ୍ବର୍ଦ୍ଧନା।

ରାଉରକେଲା,:(ବସନ୍ତ କୁମାର ଜେନା); ତାମିଲନାଡୁର କୋଭିଲପଟିଠାରେ ହକି ଇଣ୍ଡିଆ ପକ୍ଷରୁ ଆୟୋଜିତ ୧୧ତମ ଜାତୀୟ ଚାମ୍ପିଅନସିପ-୨୦୨୧ର କନିଷ୍ଠ ପୁରୁଷ ବର୍ଗରେ ଭାଗନେଇ ଓଡ଼ିଶା ହକି ଟିମ୍ ବ୍ରୋଞ୍ଜ ପଦକ ହାସଲ କରିଛି। ତେଣୁ ଏହି ଟିମର ସମସ୍ତ ଖେଳାଳି, କୋଚ୍ ଏବଂ ଅନ୍ୟ କର୍ମକର୍ତ୍ତାମାନଙ୍କୁ…