କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ପାଳନ

ନିଲୁ ବିଷୋୟୀ/ଭଞ୍ଜନଗର: ପ୍ରତି ବର୍ଷ ଭଳି ପବିତ୍ର ବସନ୍ତ ପଞ୍ଚମୀ ଭଞ୍ଜ ଜୟନ୍ତୀ ଅବସରରେ ଡିଏଭି ପିଟି ଏସ.ଆର ପବ୍ଲିକ ସ୍କୁଲର ସମସ୍ତ କର୍ମକର୍ତ୍ତା ଏକତ୍ରିତ ହୋଇ ଶନିବାର ଭଞ୍ଜନଗର ସହର ମଧ୍ୟ ଭାଗ ଷ୍ଟେଟ ବ୍ୟାଙ୍କ୍ ଛକରେ ଥିବା ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ…

ଟ୍ୟୁସନରୁ ସରସ୍ୱତୀ ପୂଜା ସାରି ଘରକୁ ଫେରୁଥିବା ଏକ ଅଜଣା ବାଇକ ଧକ୍କାରେ ୬ଷ୍ଠ‌ ଶ୍ରେଣୀ ଛାତ୍ରର ମୃତ୍ୟୁ

ଭଞ୍ଜନଗର/ନିଲୁ ବିଷୋୟୀ : ସରସ୍ୱତୀ ପୂଜା ସାରି ଟ୍ୟୁସନରୁ ଘରକୁ ଫେରୁଥିବା ଏକ ଅଜଣା ବାଇକ ଚାଳକର ଧକ୍କାରେ ୬ଷ୍ଠ‌ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଇଛି। ଛାତ୍ରକୁ ପଛରୁ ପିଟିଦେବା ଫଳରେ ଚାଲି ଚାଲି ଆସୁଥିବା ଛାତ୍ର ଜଣକ ଛିଟିକି ହୋଇ ପଡିଯାଇଥିଲା। ଅଜଣା ଗାଡିଟି ଦ୍ରୁତ ଗତିରେ ବେଲଗୁଣ୍ଠା…

ଚିଲିକାରେ ପଞ୍ଚାୟତ ସ୍ତରିୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଚିଲିକା /ବାଲୁଗାଁ (ସେକ କୌଶର ): ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରାପୁଟ ଗ୍ରାମରେ ଦୀର୍ଘ ଚାରିଦିନ ବ୍ୟାପି ଚାଲିଥିବା ପଞ୍ଚାୟତ ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଶନିବାର ଦିନ ଉଦଯାପିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟରେ ଅଠରବାଟିଆ ପଞ୍ଚାୟତର ୮…

ଧୂପକାଠି ଉତ୍ପାଦନ ତାଲିମ କେନ୍ଦ୍ର ପରିଦର୍ଶନ କଲେ ପିଏ ଆଇଟିଡିଏ : ଉନ୍ନତ ମାନର ଧୂପକାଠି ପ୍ରସ୍ତୁତ କରିବା ପାଇଁ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ମୁନିସିଂ ଗ୍ରାମ ଠାରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଚାଲୁ ରହିଥିବା ଧୂପକାଠି ୟୁନିଟର ପରିଦର୍ଶନ ଓ ସମୀକ୍ଷା କରିଛନ୍ତି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ର ପ୍ରକଳ୍ପ…

ସାମ୍ବାଦିକଙ୍କ ବିୟୋଗରେ ଖୋର୍ଦ୍ଧା ସାମ୍ବାଦିକ ଭବନରେ ଶୋକସଭା ଅନୁଷ୍ଠିତ

ଖୋର୍ଦ୍ଧା/ ରବି ନାରାୟଣ ସାହୁ : କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମ ପୁର ଠାରେ ଏକ ଦୁଃଖଦ ଘଟଣା ଘଟିଛି କାର୍ଯ୍ୟରତ ଧରିତ୍ରୀ ଖବର କାଗଜର ଯୁବ ସାମ୍ବାଦିକ ରୋହିତ ବିଶ୍ୱାଳ ଖବର ସଂଗ୍ରହ କରିବାକୁ ଯିବା ବାଟରେ ମାଓବାଦୀ ମାନେ ଲ୍ୟାଡ଼ ମାଇନି ବିଛେଇ ଥିବା ବେଳେ ବିସ୍ଫୋରଣ ଘଟି ସାମ୍ବାଦିକ ଜଣକ…

ତିର୍ତ୍ତୋଲ ସାମ୍ବାଦିକ ସଂଘର ବନ୍ଧୁ ମିଳନ

ଜଗତସିଂହପୁର/ ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଝୁଲା ବାବା ମଠ ଠାରେ ତିର୍ତ୍ତୋଲ ସାମ୍ବାଦିକ ସଂଘର ଏଜ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିଲା। ସଭାପତି ରମାକାନ୍ତ ରାଉଳ ଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସଂଘର ଉନ୍ନତି ପାଇଁ ସମସ୍ତ…

କୃଷ୍ଣାନନ୍ଦପୁର ପଞ୍ଚାୟତରେ ପ୍ରାର୍ଥୀ ମାଗୁଛନ୍ତି ଭୋଟ ଭିକ୍ଷା

ଜଗତସିଂହପୁର/ସୁମନ୍ତ କୁମାର ଦାସ:ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ଗାଁ ଗହଳିରେ ରାଜନୀତି ସରଗରମ ହେବାରେ ଲାଗିଛି | ଜଗତସିଂହପୁର ଜ଼ିଲ୍ଲା ତିର୍ତ୍ତୋଲ ବ୍ଲକ କୃଷ୍ଣାନନ୍ଦପୁର ପଞ୍ଚାୟତରେ ପାର୍ଥିମାନେ ନିଜ ନିଜ ସମର୍ଥନ ମାନଙ୍କ ସହିତ ଘର ଘର ବୁଲି ଭୋଟ ଭିକ୍ଷା କରୁଥିବା…

ବସନ୍ତ ପଞ୍ଚମୀ ଉପଲକ୍ଷେ ସିର୍ଜିନା ସାହିତ୍ୟ ଏବଂ ସାଂସ୍କୃତିକ ଅନୁଷ୍ଠାନରେ କବିତା ଆସର ଆୟୋଜିତ ।

ପଦ୍ମପୁର (ଶାସକପ୍ରଶାସକ)- ଶନିବାର ଦିନ ବସନ୍ତ ପଞ୍ଚମୀ ଉପଲକ୍ଷେ ସିର୍ଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଏକ ଆଭାସୀ କବିତା ଆସର ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନ ର ଉପସଭାପତି ତଥା ଯୁବକବି ରାଧାମୋହନ ପୂଜାହାରୀ ଙ୍କ ସଭାପତିତ୍ୱରେ ଉକ୍ତ କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର…

ଇଲେଭେନ ଷ୍ଟାର କ୍ରିକେଟ କପ: ସେମିରେ ଗଡଭାଟି ।

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ନିକଟସ୍ଥ ଦହିତା ସ୍କୁଲ ପଡ଼ିଆ ରେ ଇଲେଭେନ ଷ୍ଟାର ଦ୍ଵାରା ଆୟୋଜିତ 11ତମ ଇଲେଭେନ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନ ପ୍ରଥମ ମ୍ୟାଚରେ ଗୌଡ଼ପାଲି ଧୁମାଭଟା ଦଳକୁ ହରାଇ ଏବଂ ଦ୍ବିତୀୟ ମ୍ୟାଚ ରେ ଗଡ଼ଭାଟି ବରିହାପାଲି ଦଳକୁ ହରାଇ କ୍ବାଟର ଫାଇନାଲ…

ଜଗଦଲପୁର ପୋଲିସ ର କଡା ପେଟ୍ରୋଲିଂ।

ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଓଡିଶା ଛତିଶଗଡ଼ ସୀମାନ୍ତରେ ଥିବା ଜଗଦଲପୁର ଥାନା ଅନ୍ତର୍ଗତ ଲଉଡିଧରା,ଧଉରାଭଟା ଚାରିଛକ ମାନଙ୍କ ରେ ପ୍ରତ୍ୟହ ପୋଲିସ ପକ୍ଷରୁ କଡାକଡି ପେଟ୍ରୋଲିଂ କରାଯାଇଛି।ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ସମ୍ଭାବ୍ୟ ହିଂସା କୁ ଏଡାଇବା ଓ ଭୋଟର…