Sign in
Sign in
Recover your password.
A password will be e-mailed to you.
ଓଡ଼ିଶା-ମୋ ପରିବାର ଏବଂ କିଡସ୍ ଆନୁକୁଲ୍ୟରେ ଦାନ୍ତ ପରୀକ୍ଷା ଶିବିର
କଟକ/ଭୁବନେଶ୍ୱର(ଶାସକ ପ୍ରଶାସକ): ବିପନ୍ନ ଓଡ଼ିଆଙ୍କୁ ସହାୟତା, ପରିବେଶ ସୁରକ୍ଷା, ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାନ ଶିବିରମାନ ଆୟୋଜନ କରି ରାଜ୍ୟର ରକ୍ତଭଣ୍ଡାର ଗୁଡ଼ିକର ଏକ ସିଂହଭାଗ ରକ୍ତ ଯୋଗାଇବା, ରୋଗୀମାନଙ୍କୁ ସେମାନଙ୍କର ଜରୁରୀ ସମୟରେ ବିରଳ ଶ୍ରେଣୀର ରକ୍ତ ଯୋଗାଇବା,…
ଇଲେଭେନ ଷ୍ଟାର କ୍ରିକେଟ କପ ଉଦଯାପିତ: ପଦ୍ମପୁର ଚମ୍ପିୟାନ ।
ପଦ୍ମପୁର(ଶାସକ ପ୍ରଶାସକ)-ପଦ୍ମପୁର ନିକଟସ୍ଥ ଦହିତା ଠାରେ ଇଲେଭେନ ଷ୍ଟାର ଦ୍ଵାରା ଆୟୋଜିତ ୧୧ତମ ଇଲେଭେନ ଷ୍ଟାର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ରବିବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ବୁଡେନ ଦଳ ଭଗତପୁର ଦଳକୁ ହରାଇ ଏବଂ ପଦ୍ମପୁର ଦଳ ଗଡ଼ଭାଟି ଦଳକୁ ହରାଇ ଫାଇନାଲରେ…
ଏକଦା ରାଜକପୁର ଓ ରଫିଙ୍କ ସହ ଅପଡ ହୋଇଥିଲେ ଲତାଜୀ, ପଢନ୍ତୁ କାହିଁକି
କୋକିଳ କଣ୍ଠୀଙ୍କ ଲଢେଇ ଅଗଣିତ କଣ୍ଠଶିଳ୍ପୀ ଓ ଗୀତିକାରଙ୍କ ପାଇଁ ଥିଲା ଛଦ୍ମରେ ବରଦାନ
ମୁମ୍ବାଇ : ଭାରତର କୋକିଳ କଣ୍ଠୀ ଲତା ମଙ୍ଗେସକର ଏହି ଦୁନିଆରୁ ବିଦାୟ ଦେଇଛନ୍ତି। ଆଜି ସକାଳେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ସ୍ୱର ରାଣୀଙ୍କ…
ଲତାଜୀଙ୍କ ଉଦ୍ଦେଶ୍ୟରେ ଦୁଇଦିନିଆ ରାଷ୍ଟ୍ରୀୟ ଶୋକ
ନୂଆଦିଲ୍ଲୀ :ଭାରତର କୋକିଳ କଣ୍ଠୀ ଲତା ମଙ୍ଗେସକର ଏହି ଦୁନିଆରୁ ବିଦାୟ ଦେଇଛନ୍ତି। ଆଜି ସକାଳେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ୯୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ସ୍ୱର ରାଣୀଙ୍କ ଦେହାନ୍ତ ଭାଙ୍ଗିଦେଇଛି କୋଟି କୋଟି ସଂଗୀତ ପ୍ରେମୀଙ୍କ ହୃଦୟ |ତାଙ୍କ ଦେହାନ୍ତରେ…
ପଞ୍ଚାୟତ ନିର୍ବାଚନ:ଭୟ ମୁକ୍ତ ଭୋଟଦାନ ନେଇ ଭୋଟରଙ୍କ ନିକଟରେ ଜଗଦଲପୁର ପୋଲିସ ର ଫ୍ଲାଗ ମାର୍ଚ୍ଚ।
ଝାରବନ୍ଧ-ମନୋହର ଦାଶ-ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ଦୃଷ୍ଟିରେ ରଖି ଗ୍ରାମାଞ୍ଚଳରେ ଶାନ୍ତି ଶୃଙ୍ଖଳା ସହ ଅବାଧ ଓ ନିରପେକ୍ଷ କରିବା ବାର୍ତ୍ତା ନେଇ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ପୋଲିସ ପକ୍ଷରୁ ଝାରବନ୍ଧ ବ୍ଲକ ,ପାଇକମାଲ ବ୍ଲକ ର ଚଣ୍ଡୀଭଟା, ଜଗଦଲପୁର,…
ଦିନିକିଆ ନିର୍ବାଚନ ତାଲିମ ଶିବିର ଅନୁଷ୍ଠିତ।
କଲ୍ୟାଣସିଂ ହପୁର :ପ୍ରଦୀପ ଦଲାଇ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ପ୍ରଶାସନ ପକ୍ଷରୁ ଦିନିକୀୟ ନିର୍ବାଚନ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା ।ଏଥିରେ ତହସିଲଦାର ଦେବାଶିଷ କର,ବିଡ଼ିଓ ତଥା ନିର୍ବାଚନ ଅଧିକାରୀ ସୁଧାକର ରଇତ, ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ବଳରାମ ପାତ୍ର,…
ରାଉରକେଲା ଅବକାରୀ ବିଭାଗର ମିଳିତ ଚଢ଼ାଉ।
ରାଉରକେଲା,(ବସନ୍ତ କୁମାର ଜେନା):ରାଉରକେଲା ଅବକାରୀ ବିଭାଗର ଇନ୍ସପେକ୍ଟରଙ୍କ ଉପସ୍ଥିତିରେ ଗୋପ ପଲ୍ଲୀ , ବେଲ ଡିହି, କତ୍ରା ପାଲି , ତୁମକେଲା, ଡଙ୍ଗା ଘାଟ ଓ ଜମୁନାନାଖି ଅଞ୍ଚଳରୁ ସମୁଦାୟ ୬ଜଣ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି। ସୁଚନାନୁଜାୟୀ ରାଉରକେଲା ମୋବାଇଲ୍ ୟୁନିଟ ୪ଜଣଙ୍କୁ ଗିରଫ…
Breaking : ସମସ୍ତଙ୍କୁ ସ୍ତବ୍ଧ କରି ଚାଲିଗଲେ କୋକିଳ କଣ୍ଠୀ
ମୁମ୍ବାଇ : ନିରବିଗଲା ସେଇ ଅମୃତ ସ୍ୱର | ଅଗଣିତ ସଂଗୀତ ପ୍ରେମୀଙ୍କୁ ଶୋକ ସାଗରରେ ଭସେଇ ଦେଇ ଆରପାରିକୁ ଚାଲିଯାଇଛନ୍ତି ଖ୍ୟାତନାମା କଣ୍ଠଶିଳ୍ପୀ କୋକିଳକଣ୍ଠୀ ଲତା ମଙ୍ଗେସକର | ରବିବାର ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କୁ 92 ବର୍ଷ…
ଗାଇସିଲାଟ ଅଞ୍ଚଳରେ ଅବକାରୀ ବିଭାଗର ଚଢଉ : ମଦ ଜବତ , ଜଣେ ଗିରଫ।
ପଦ୍ମପୁର(ଶାସକପ୍ରଶାସକ)- ଜିଲ୍ଲା ଅବକାରୀ ମୋବାଇଲ ଟିମ୍, ଗାଇସିଲେଟ ପୁଲିସ୍, ପଦ୍ମପୁର ଅବକାରୀ ଥାନାଧିକାରୀ ହେମକାନ୍ତ ସୁନା ଓ ସହକର୍ମୀ ଗାଇସିଲେଟ ଥାନା ଅଧନ ଛିନ୍ଦ୍ରାପାଲି, ଡୁଙ୍ଗୁରିପାଲି, ଶରଧାପାଲି ଗାଁର କେତେକ ବେଆଇନ ମଦରନ୍ଧା ଭାଟି ଉପରେ ଚଢ଼ଉ କରିଥିଲେ । ପ୍ରାୟ ୧୫ କ୍ୱିଣ୍ଟାଲ…
ସର୍ବସାଧାରଣଙ୍କ ପାଇଁ ଖୋଲିଲା ପାର୍କ ଓ ବେଲେଶ୍ବର ପୀଠ
ନିଲୁ ବିଷୋୟୀ/ଭଞ୍ଜନଗର: ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଗୁରୁତ୍ବ ରଖୁଥିବା ପର୍ଯ୍ୟଟନ କ୍ଷେତ୍ର ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଏବଂ ବେଲେଶ୍ବର ପିଠ ଶୁକ୍ରବାର ଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି। କରୋନା କଟକଣା ପାଇଁ ଗତବର୍ଷ ଡିସେମ୍ବର ୨୫ ତାରିଖରୁ ଏହି ପାର୍କକୁ…