Sign in
Sign in
Recover your password.
A password will be e-mailed to you.
ନିର୍ବାଚନୀ ସଭାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଯୋଗଦାନ : ଗ୍ରାମ ପଞ୍ଚାୟତ ର ବିକାଶ ଆମର ଲକ୍ଷ୍ୟ ।
ମାହାଙ୍ଗା/ଦେବେନ୍ଦ୍ର ଷଢଙ୍ଗି:ଗୁରୁବାର ସନ୍ଧ୍ୟାରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଚାଳିଶ ନମ୍ବର ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ କୁହୁଣ୍ଡା ପଞ୍ଚାୟତରେ ଜିଲାପରିଷଦ ପ୍ରାର୍ଥୀ ସୁସ୍ମିତା ଦାସଙ୍କ ପାଇଁ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଭୋଟ ପ୍ରଚାର କରିଥିଲେ ! ସ୍ୱୟଂ ସହାୟକ ଗୋଷ୍ଠୀର…
ବିଜେପି କର୍ମୀଙ୍କ ବିଜେଡି ରେ ଯୋଗଦାନ ।
ମାହାଙ୍ଗା/ଦେବେନ୍ଦ୍ର ଷଢଙ୍ଗି:- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ, ନିର୍ମଳ ଶାସନ ଏବଂ ରାଜ୍ୟ ପଂଚାୟତିରାଜ,ଆଇନ, ପାନୀୟଜଳ, ନଗର ଉନ୍ନୟନ ଓ ଗୃହନିର୍ମାଣ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ମାହାଙ୍ଗା ବ୍ଲକ ଚାହାପଡା ଗ୍ରାମପଂଚାୟତର ବହୁ ବିଜେପି…
ତାମିଲନାଡୁରୁ ଓଡ଼ିଶା ଫେରିଲା ପୂର୍ଣ୍ଣଚନ୍ଦ୍ରଙ୍କର ପାର୍ଥିବଶରୀର
ସାହା ହେଲା ଓଡ଼ିଶା ମୋ ପରିବାର
ଭୁବନେଶ୍ବର: ସ୍ଵର୍ଗତଃ ପୂର୍ଣ୍ଣଚନ୍ଦ୍ରଙ୍କର ପାର୍ଥିବଶରୀରକୁ ଶେଷକୃତ୍ୟ ସମ୍ପନ୍ନ ନିମନ୍ତେ ନିଜ ଗ୍ରାମକୁ ପଠାଇଲା ଓଡ଼ିଶା ମୋ ପରିବାର | ସୂଚନାଯୋଗ୍ୟ ଯାଜପୁର ଜିଲ୍ଲା ହଳଦୀବସନ୍ତ ଗ୍ରାମର ୫୨ବର୍ଷିୟ ପୂର୍ଣ୍ଣଚନ୍ଦ୍ର ବେହେରା ତାମିଲନାଡୁର କୋଏମ୍ବଟୁର ସହରରେ…
ଦୀର୍ଘଦିନର ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଲା କୁନିଝିଅ ଜାହ୍ନବୀ
ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର
ଭୁବନେଶ୍ବର : :ରାଉରକେଲା ସହରର ବାସିନ୍ଦା ତ୍ରିନାଥ ଓରାମଙ୍କର ୩ବର୍ଷିୟ ଝିଅ ଜାହ୍ନବୀ ଓରାମ ବାଲ୍ୟାବସ୍ଥାରୁ ବିରଳ ରୋଗରେ ପୀଡ଼ିତ । ଅମ୍ଳଜାନ ସ୍ତର ବାରମ୍ବାର ହ୍ରାସ ପାଇଲେ ଝିଅଟି ନିଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ କରୁଥିଲା । ବାପା…
ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ କେନ୍ଦ୍ରାପଡାରେ ବିଶାଳ ଭର୍ଚୁଆଲ ରାଲି
ମୋଦି ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମକୁ ଘରେ ଘରେ ପହଞ୍ଚାଇବାକୁ ବୈଜୟନ୍ତ ପଣ୍ଡାଙ୍କ ଆହ୍ବାନ
ଭୁବନେଶ୍ବର/କେନ୍ଦ୍ରାପଡା- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲା ବିଜେପି ପକ୍ଷରୁ ସଭାପତି କିଶୋର ପଣ୍ଡାଙ୍କ ଅଧକ୍ଷତାରେ ଆଜି ଅନୁଷ୍ଠିତ ହୋଇଥିବା ଏକ…
ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା-:ଆହ୍ୱାନଗୁଡ଼ିକୁ ସମ୍ପର୍କରେ ସରକାର ସଚେତନ, ଯଥା ସମ୍ଭବ ସମାଧାନ ପାଇଁ ଯତ୍ନବାନ :…
ପରୀକ୍ଷା ପରିଚାଳନା ସମ୍ପର୍କରେ ଅଂଶୀଦାର ମାନଙ୍କ ହେବ ସବିଶେଷ ତର୍ଜ୍ଜମା
ଭୁବନେଶ୍ୱର : (ଶାସକ ପ୍ରଶାସକ): ରାଜ୍ୟରେ ଚଳିତ ଫେବୃଆରୀ ୭ ତାରିଖଠାରୁ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ନିମନ୍ତେ ବିଦ୍ୟାଳୟ ଖୋଲିବା ସହ ଅଫଲାଇନ /ଅନଲାଇନ /ହାଇବ୍ରିଡ଼ ମୋଡରେ ଶିକ୍ଷାଦାନ…
ଏମଏସଏମଇ ର ସବୁଜକରଣ ପାଇଁ ସିଡବି ଅନେକ ଗୁଡ଼ିଏ ବିକାଶମୂଳକ ଓ ଆର୍ଥିକ ପଦକ୍ଷେପମାନ ଗ୍ରହଣ କରିଛି
ଭୁବନେଶ୍ୱର : ସ୍ମଲ୍ ଇଣ୍ଡଷ୍ଟ୍ରିଜ ଡେଭଲପମେଂଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ସିଡବି) ଯାହା କି ଏକ ସର୍ବଭାରତୀୟ ଆର୍ଥିକ ସେବା ପ୍ରଦାନକାରୀ ଅନୁଷ୍ଠାନ, ଏହା ଭାରତୀୟ ଅଣୁ, କ୍ଷୁଦ୍ର, ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) କୁ ସମନ୍ୱିତ କ୍ରେଡିଟ୍ ଓ ବିକାଶ ସହାୟତା ପ୍ରଦାନରେ ନିୟୋଜିତ ରହିଛି । ଏହା…
ବିଜେଡ଼ି ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ବିଧାୟକ ବିଷ୍ଣୁବ୍ରତଙ୍କ ମାରାଥନ୍ ପ୍ରଚାର।
ବାସୁଦେବପୁର/ପ୍ରତାପ ପାଢ଼ୀ - ସରଗରମ ହେଲାଣି ନିର୍ବାଚନ ପ୍ରଚାର| ବାସୁଦେବପୁରରେ ମଧ୍ୟ ଦେଖିବାକୁ ମିଳୁଛି ବିଭିନ୍ନ ପଞ୍ଚାୟତ ଓ ଜିଲ୍ଲା ପରିଷଦ ଜୋନରେ ପ୍ରଚାର। ଏହି ପ୍ରଚାରକ୍ରମରେ ବାସୁଦେବପୁର ବିଧାୟକ ଶ୍ରୀ ବିଷ୍ଣୁ ବ୍ରତ ରାଉତରାୟ ବିଭିନ୍ନ ପଞ୍ଚାୟତ କୁ ଯାଇ ମାରାଥନ୍ ପ୍ରଚାର…
କ୍ଷତିପୂରଣ ଦାବୀରେ ଗ୍ରାମବାସୀଙ୍କ ରାସ୍ତାରୋକ
କୋମନା/ ଭାଗିରଥି ଭୋଇ: ଦୁର୍ଘଟଣାରେ ମୃତ ଯୁବକଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ ଜାତୀୟ ରାଜପଥ ୩୫୩ ଧରମସାଗର ଛକଠାରେ ଗ୍ରାମବାସୀଙ୍କ ରାସ୍ତାରୋକ । ମଙ୍ଗଳବାର ରାତିରେ ପିକଅପ୍ ଧକ୍କାରେ ବାଇକ୍ ଆରୋହୀଙ୍କ ହୋଇଥିଲା ମୃତ । ଘଟଣାସ୍ଥଳରେ କୋମନା ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ…
ନିଷିଦ୍ଧାଞ୍ଚଳରୁ ଟ୍ରଲର ଜବତ। ।
ଅସ୍ତରଙ୍ଗ(ଦୁଃଶାସନ ନାୟକ) ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳର ବଙ୍ଗୋପସାଗର ତଥା ଦେବିମୁହାଁଣ ଅନତି ଦୂର ନିଷିଦ୍ଧାଞ୍ଚଳ ରେ ମାଛ ମାରୁଥିବା ଏକ ଟ୍ରଲର ବୁଧବାର ଦିନ ଜଙ୍ଗଲବିଭାଗ ସମୁଦ୍ରରେ ପେଟ୍ରୋଲିଂ କରୁଥିବା ବେଳେ ଧରା ପଡ଼ିଅଛି । ଉତ୍କ ଟ୍ରଲରଟି ପାରାଦୀପର ହୋଇଥିବାବେଳେ, ସେଥିରେ 9 ଜଣ…