Sign in
Sign in
Recover your password.
A password will be e-mailed to you.
ନିରନ୍ତର ବିକାଶ ଲକ୍ଷ୍ୟ(ଏସ୍.ଡି.ଜି) ସମ୍ବନ୍ଧିତ କର୍ମଶାଳା
ରାଜ୍ୟମାନଙ୍କ ରାକିଂ(ranking)ରେ ସମସ୍ତ ଯୋଜନାର ଫଳାଫଳକୁ ବିଚାର କରିବା ଉପରେ ଓଡ଼ିଶାର ଗୁରୁତ୍ୱ
ଭୁବନେଶ୍ୱର, : ୨୦୨୧-୨୨ ନିମନ୍ତେ ନିରନ୍ତର ବିକାଶ ଲକ୍ଷ୍ୟ ମାନକ-୪.୦ ବିଷୟରେ ଆଜି ଓଡ଼ିଶା ସରକାର ଏବଂ ନୀତି ଆୟୋଗଙ୍କ ମଧ୍ୟରେ ଏକ ଦିନିକିଆ ମିଳିତ କର୍ମଶାଳା ଆୟୋଜିତ ହୋଇଯାଇଛି ।…
ବିଶିଷ୍ଟ ଶ୍ରମିକ ନେତା ଯୋଗେନ୍ଦ୍ର ତ୍ରିପାଠୀଙ୍କ ବିୟୋଗରେ ଶୋକସଭା
ବଡ଼ଚଣା ରୁ ପ୍ରଫୁଲ୍ଲ କୁମାର ସାହୁ: ବିଶିଷ୍ଟ ଶ୍ରମିକ ନେତା ଯୋଗେନ୍ଦ୍ର ତ୍ରିପାଠୀଙ୍କ ବିୟୋଗରେ ରାଜ୍ୟ ଅଣ ସଂଗଠିତ ଶ୍ରମିକ ସଂଘ ସମନ୍ୱୟ କମିଟି ପକ୍ଷରୁ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି ଏଥିରେ ରାଜ୍ୟ ଶ୍ରମିକ କଲ୍ୟାଣ ବୋର୍ଡ ଚେୟାରମାନ, ଶ୍ରୀଯୁକ୍ତ ରମେଶ ଚାଉ ପଟନାୟକ ରାଜ୍ୟ ଅଣ ସଂଗଠିତ…
ମାହାଙ୍ଗା : ବିଜେପି କର୍ମୀଙ୍କ ବିଜେଡି ରେ ଯୋଗଦାନ ।
ମାହାଙ୍ଗା/ଦେବେନ୍ଦ୍ର ଷଢଙ୍ଗି:- ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦୃଢ ନେତୃତ୍ୱରେ ଅନୁପ୍ରାଣିତ ହୋଇ ମାହାଙ୍ଗା ବ୍ଲକ କୁସୁପୁର ଗ୍ରାମପଂଚାୟତର ୩୦ ରୁ ଉର୍ଦ୍ଧ୍ବ ବିଜେପି କର୍ମୀ ଦଳ ପରିତ୍ୟାଗ କରି ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ମନ୍ତ୍ରୀ ପ୍ରତାପ ଜେନା ବିଜେପି…
ଦୁର୍ଘଟଣା ରୋକିବା ପାଇଁ ଅନଲାଇନରେ ତାଲିକା ସଂଗ୍ରହ ହେବ : ଉଦଘାଟନ ହେଲା ଆଇ ଏ ଆର ଡି
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗୁରୁବାର ଦିନ ସ୍ଥାନୀୟ ଏନ.ଆଇ.ସି କାର୍ଯ୍ୟଳୟ ଠାରେ ଦୁର୍ଘଟଣା ରୋକିବା ପାଇଁ ଏକ ଏକ ଅନଲାଇନ ସେବା ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ। ଏହା…
ପାରଳାଖେମୁଣ୍ଡି ପୌର ପରିଷଦ ଏବଂ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ନିମନ୍ତେ ଭୋଟର ତାଲିକା ପ୍ରକାଶ…
ପାରଳାଖେମୁୁଣ୍ଡ / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ପୌର ପରିଷଦ ଏବଂ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆଗାମୀ ନିର୍ବାଚନ ନିମନ୍ତେ ଭୋଟର ତାଲିକା ପ୍ରକାଶ ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ…
ଦିବଂଗତ ୱିଙ୍ଗ କମାଣ୍ଡର କିରଣ ଶଙ୍କର ସାହୁଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
କେନ୍ଦୁଝର / ସିଦ୍ଧେଶ୍ୱର ସାହୁ : କେନ୍ଦୁଝର ସହିଦ ଭବନ ଠାରେ ଦିବଂଗତ ୱିଙ୍ଗ କମାଣ୍ଡର କିରଣ ଶଙ୍କର ସାହୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ବର୍ଗର ଲୋକେ ଯୋଗ ଦେଇ ୱିଙ୍ଗ କମାଣ୍ଡରଙ୍କ ସ୍ମୃତି ଚାରଣ କରି ଥିଲେ । ଏହାପରେ କେନ୍ଦୁଝର…
ବିଜେଡିର ବିଳମ୍ବିତ ପ୍ରଚାରକୁ କଂଗ୍ରେସର ବିରୋଧ ।
ଉମରକୋଟ/ଜିତେନ୍ଦ୍ର ମହାନ୍ତି : ବିଳମ୍ବିତ ପ୍ରଚାରକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ କଂଗ୍ରେସ | ଉଭୟ କଂଗ୍ରେସ ଏବଂ ବିଜେଡି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଅଂଚଳରେ ।ସୂଚନା ଅନୁଯାୟୀ ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ…
ଠିକାଦାର ର ମନୋମୁଖୀ କାର୍ଯ୍ୟ ପାଇଁ ଧାରଣାରେ ବସିଲେ ଶ୍ରମିକ
ରବି ନାରାୟଣ ସାହୁ ଙ୍କ ରିପୋର୍ଟ(ଖୋର୍ଦ୍ଧା)-ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଦିନକୁ ଦିନ କାରଖାନା ପ୍ରତିଷ୍ଠା ହେଉଥିବା ବେଳେ ଠିକାଦାର ମାନଙ୍କ ଦ୍ୱାରା ଶ୍ରମିକ ଶୋଷଣ ବ୍ୟାପକ ଭାବେ ଜାରି ରହିଛି | ନିରୀହ ଶ୍ରମିକ ମାନେ ଆକ୍ରୋଶ ର ଶିକାର ହେଉଛନ୍ତି।ଏମିତି ଏକ ଦୁଖଦ ଘଟଣା ଘଟିଛି (united…
ଗିତୀନାଟ୍ୟ କଳାକାର ତଥା ସମାଜସେବୀ ଦୁର୍ଯ୍ୟୋଧନ ସ୍ୱାଇଁଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକ
ନିଶ୍ଚିନ୍ତକୋଇଲି/ଦେବେନ୍ଦ୍ର ଷଢଙ୍ଗି - ନିଶ୍ଚିନ୍ତକୋଇଲି ବ୍ଲକ ବଡ଼କ୍ଷୀର ଗ୍ରାମ ପଂଚାୟତର ଗିତୀନାଟ୍ୟ କଳାକାର ତଥା ସମାଜସେବୀ ଦୁର୍ଯ୍ୟୋଧନ ସ୍ୱାଇଁଙ୍କ ୯୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ସନାତନ ଜଣେ ମିଷ୍ଟଭାଷୀ, ସମାଜସେବୀ, ଆଧ୍ୟାତ୍ମିକବାଦୀ, କଳାକାର ଓ ପରୋପକାରୀ ଭାବେ…
୨୪ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟ ବିପ୍ଳବକିଶୋର କାପଙ୍କ ମାରାଥନ୍ ପ୍ରଚାର
ନିଶ୍ଚିନ୍ତକୋଇଲି//ଦେବେନ୍ଦ୍ର ଷଢଙ୍ଗି : ରାଜ୍ୟ ସୁନାମଧନ୍ୟ ପ ।ୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦୃଢ ସମର୍ଥନରେ ନିଶ୍ଚିନ୍ତକୋଇଲି ବ୍ଲକ ୨୪ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟ ଭାବେ ଯୁବନେତା ଆର.କେ.ବିପ୍ଳବକିଶୋର କାପଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଟିକେଟ୍ ପ୍ରଦାନ କରାଯାଇଛି । ଆଗାମୀ…