Sign in
Sign in
Recover your password.
A password will be e-mailed to you.
ବୁଢ଼ାରଜା କପ୍ କ୍ରିକେଟ: ଦମକିପାଲି ଚମ୍ପିୟାନ ।
ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ନିକଟସ୍ଥ ବଇଦପାଲି ଠାରେ ବି.ସି.ସି. ଦ୍ଵାରା ଆୟୋଜିତ ପ୍ରଥମ ବୁଢ଼ାରଜା କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚରେ ଦମକିପାଲି ଦଳ କନସିଂହା ଦଳକୁ ପରାସ୍ତ କରି ଚମ୍ପିୟାନ…
ଜୟ ଜଗନ୍ନାଥ କ୍ରିକେଟ ଉଦଯାପିତ: ନୂଆଁପାଲି ଚାମ୍ପିଅନ
ପଦ୍ମପୁର: ପଦ୍ମପୁର ନିକଟସ୍ଥ ଖୁଜେନ ଠାରେ ଜେ.ଜେ.ସି.ସି. ଦ୍ଵାରା ଆୟୋଜିତ ୬ଷ୍ଠ ଜୟ ଜଗନ୍ନାଥ କ୍ରିକେଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ। ଗୁରୁବାର ଅନୁଷ୍ଠିତ ଫାଇନାଲ ମ୍ୟାଚ ରେ ନୂଆଁପାଲି ଦଳ ଖୁଜେନ ଦଳକୁ ହରାଇ…
ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ରୂପେ ଶ୍ରୀ ଅତନୁ ଭୌମିକଙ୍କ ଦାୟିତ୍ଵ ଗ୍ରହଣ
ରାଉରକେଲା (ବସନ୍ତ କୁମାର ଜେନା):ମହାରତ୍ନ କମ୍ପାନୀ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ ର ଅନ୍ୟତମ ୟୁନିଟ ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ରୂପେ ଶ୍ରୀ ଅତନୁ ଭୌମିକ ୨୦୨୨ ଫେବୁଆରୀ ୧୧ ତାରିଖରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ରାଉରକେଲା ଜାତୀୟ ଟେକ୍ନୋଲୋଜି…
ଦର୍ପଣଗଡ଼ ଗ୍ରାମ ପଂଚାୟତରେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି
ବଡ଼ଚଣା ରୁ ପ୍ରଫୁଲ୍ଲ କୁମାର ସାହୁ : ଦର୍ପଣ ଗଡ଼ ସଂଖ୍ୟା ଲଘୁ ବସ୍ତିରେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର୍ ନଵାଜ୍ ଏକ ନମାଜ୍ କାର୍ଯ୍ୟକ୍ରମ ରେ ଯୋଗଦେବା ସହ ନିର୍ବାଚନ ସଭାରେ ଯୋଗ ଦେଇ ବିଜୁ ଜନତା ଦଳ ବିଜେପି ସରକାର ଙ୍କ ବିରୋଧରେ ବର୍ଷିଥିଲେ | ପଚିଶ ବର୍ଷ ସରକାରରେ ନାରୀ…
ମାହାଙ୍ଗା ରେ ତ୍ରିସ୍ତରୀୟ ନିର୍ବାଚନ ତ୍ରିମୁଖୀ ଲଢେଇରେ ବିଜେଡି-ବିଜେପି-କଂଗ୍ରେସ
ମାହାଙ୍ଗା/ଦେବେନ୍ଦ୍ର ଷଢଙ୍ଗି:-ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ନିର୍ବାଚନୀ ପ୍ରଚାର ମାହାଙ୍ଗା ରେ ସେତେ ସରଗରମ ହୋଇ ଉଠିଛି | ଶାସକ ଦଳର ପାର୍ଥି ଙ୍କ ପାଇଁ ମାହାଙ୍ଗା ବିଧାୟକ ତଥା ପଂଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନା ନର୍ବାଚନୀ ପ୍ରଚାର ମୈଦାନ କୁ ଓଲ୍ହାଇବା ପରେ…
ମତଲୁବ ଅଲି ସ୍ମୃତି ସଂସଦ ପକ୍ଷରୁ ପ୍ରାକ୍ତନ ପ୍ରଧାନ ଶିକ୍ଷକ ପୁରୁଷୋତ୍ତମ ସାହୁଙ୍କ ବିୟୋଗ ରେ ପ୍ରାର୍ଥନା ସଭା ।
ମାହାଙ୍ଗା/ଦେବେନ୍ଦ୍ର ଷଢଙ୍ଗି: ମତଲୁବ ଅଲି ସ୍ମୃତି ସଂସଦ ମାହାଙ୍ଗା ପକ୍ଷରୁ ଶିକ୍ଷାବିତ ତଥା ରାମଚଣ୍ଡୀ ବିଦ୍ୟାପୀଠ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ପୁରୁଷୋତ୍ତମ ସାହୁ ଙ୍କ ବିୟୋଗ ରେ ପ୍ରାର୍ଥନା ସଭା ଶିକ୍ଷାବିତ ଦୀନବନ୍ଧୁ ପାତ୍ର ଙ୍କ ଅଧ୍ୟକ୍ଷତାରେ ରାମଚଣ୍ଡି ବିଦ୍ୟାପୀଠ ପରିସର ରେ…
ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନିମନ୍ତେ ପୋଲିସ ମାଜିଷ୍ଟ୍ରେଟ ସମନ୍ବୟ କମିଟି ବୈଠକ
ଜଗତସିଂହପୁର/ସୁମନ୍ତ କୁମାର ଦାସ : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହ ଠାରେ ଜିଲ୍ଲାରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସୁପରିଚାଳନା ନିମନ୍ତେ ପୋଲିସ ମାଜିଷ୍ଟ୍ରେଟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ତଥା…
କାର୍ଯ୍ୟରେ ନିରପେକ୍ଷତା ଓ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଉଛି ମୋ ସ୍କୁଲ୍: ସୁସ୍ମିତା ବାଗ୍ଚୀ
ସ୍କୁଲର ଦୀର୍ଘକାଳୀନ ବିକାଶ ପ୍ରକ୍ରିୟାରେ ଗୋଷ୍ଠୀ ସହଭାଗିତାକୁ ଗୁରୁତ୍ୱ
ପିଲାଙ୍କ ପଢିବା ଅଭ୍ୟାସ ବଢାଇବାକୁ ପୁରାତନ ଛାତ୍ରଛାତ୍ରୀଙ୍କ ସହ କାମ କରିବ ମୋ ସ୍କୁଲ୍
ଭଲ ପ୍ରଦର୍ଶନ କରୁଥିବା ଶିକ୍ଷକଙ୍କୁ ମିଳିବ ପୁରସ୍କାର
ପୁରାତନ ଛାତ୍ରଛାତ୍ରୀଙ୍କର ଡାଟାବେସ୍…
“ଓଡ଼ିଶାରେ ବିଧାନ ପରିଷଦ ଗଠନ ନେଇ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀଙ୍କ ଉତ୍ତରରେ ଆମେ ସ୍ତମ୍ଭିଭୂତ “
କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ବିବୃତ୍ତିର ସ୍ପଷ୍ଟୀକରଣ ଦେଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର
ଭୁବନେଶ୍ୱର,: ଗତକାଲି ଲୋକସଭାରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଶ୍ରୀ କିରଣ ରିଜ୍ଜୁ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଶ୍ରୀ ପ୍ରସନ୍ନ କୁମାର ଆଚାର୍ଯ୍ୟଙ୍କ ପ୍ରଶ୍ନ ଯଥା…
ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ବିବାଦ, ଉଚ୍ଚ ନ୍ୟାୟାଳୟରୁ ମିଳିଥିବା ସ୍ଥଗିତାଦେଶ କୁ ଅବମାନନା !
ପୁନର୍ବାର ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ।
କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନୂତନ ପଞ୍ଚାୟତ କନ୍ଧକାତିପାଡୁ ରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ କୁ ନେଇ ଉଚ୍ଚନ୍ୟାୟାଳୟରୁ ମିଳିଥିବା ସ୍ଥଗିତାଦେଶ କୁ ଅବମାନନା କରି ପୁଣି ପଞ୍ଚାୟତ କାର୍ଯ୍ୟାଳୟ…