Sign in
Sign in
Recover your password.
A password will be e-mailed to you.
୧୨୦ ଲିଟର ଦେଶୀ ମଦ ଜବତ : ୦୩ ଗିରଫ ।
ଭଦ୍ରକବ୍ଲକ (ସୀତାକାନ୍ତ ପାଢ଼ୀ)-:ଭଦ୍ରକ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଓ ଅବକାରୀ ନିରୀକ୍ଷକ ଶ୍ରୀ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଓ…
ବିଭିନ୍ନ ପଞ୍ଚାୟତରେ ମାରାଥନ୍ ପ୍ରଚାରରେ ସାମିଲ ହେଲେ ପିସିସି ସାଧାରଣ ସମ୍ପାଦକ
ବାସୁଦେବପୁର(ପ୍ରତାପ ପାଢ଼ୀ )-ବାସୁଦେବପୁର ରେ ଆରମ୍ଭ ହୋଇ ଯାଇଛି ନିର୍ବାଚନ ପ୍ରଚାର ର ସରଗରମ। ବିଭିନ୍ନ ପଞ୍ଚାୟତ ରେ ପ୍ରାର୍ଥୀ ମାନେ ଘର କୁ ଘର ଯାଇ ବିଭିନ୍ନ ସ୍ଥାନ ରେ ସଭା ସମିତି କରି ପ୍ରଚାର କାର୍ଯ୍ୟ ଚାଲୁ ରଖି ଛନ୍ତି। ବାସୁଦେବପୁର ରେ ବିଧାନ ସଭା ମଣ୍ଡଳୀ ନେତା ତଥା ପିସିସି…
ପଞ୍ଚାୟତ ନିର୍ବାଚନ ପ୍ରଚାର ରେ ବିଷ୍ଣୁବ୍ରତ ଓ ଦୁର୍ଗାଦତ୍ତ
ବାସୁଦେବପୁର(ପ୍ରତାପ ପାଢ଼ୀ )-ବାସୁଦେବପୁର ବ୍ଳକ ଅନ୍ତର୍ଗତ ବିନୋବାଭାବେ ନଗର ଠାରେ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତ ରାୟ ଓ ତାଙ୍କର ବଡ଼ ଭାଇ ଦୁର୍ଗାଦତ୍ତ ରାଉତ ରାୟ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ଙ୍କ ପାଇଁ ନିର୍ବାଚନ ପ୍ରଚାର କାର୍ଯ୍ୟ କର୍ମ…
ସଙ୍ଗୀତଜ୍ଞ ତଥା ଆୟୁର୍ବେଦାଚାର୍ଯ୍ୟ ସ୍ବର୍ଗତ ଗୋଷ୍ଠଚନ୍ଦ୍ର ପାତ୍ରଙ୍କ ବିୟୋଗରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଭକ୍ତି ସଙ୍ଗୀତ ସଂସଦ ଓ ପୂଣ୍ଯତୀର୍ଥ ସାହିତ୍ଯ ସଂସଦର ମିଳିତ ଆନୁକୁଲ୍ଯରେ ଭାଗୀରଥୀ ପାଢି ସ୍ମୃତି କଳା ପ୍ରତିଷ୍ଠାନ ପ୍ରେକ୍ଷାଳୟରେ ସଙ୍ଗୀତଜ୍ଞ ତଥା ଆୟୁର୍ବେଦାଚାର୍ଯ୍ୟ ସ୍ବର୍ଗତ ଗୋଷ୍ଠଚନ୍ଦ୍ର ପାତ୍ରଙ୍କ ବିୟୋଗରେ ଅନୁଷ୍ଠାନର…
ମୋହନାରେ ଶେଷ ଦିନରେ ତିନି ଦଳର ଦମଦାର ପ୍ରଚାର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର ମୋହନା ବ୍ଳକରେ ରହିଛି ୩ଟି ଜିଲ୍ଲା ପରିଷଦ ଆସନ । ୨୦୧୭ ନିର୍ବାଚନରେ ୮ ନମ୍ବର ଅଡବା ଜୋନରେ କଂଗ୍ରେସ ବିଜୟୀ ହୋଇଥିବା ବେଳେ ୯ ନମ୍ବର ମୋହନା ଜୋନରେ ବିଜେପି ଦଳରୁ ଅନିତାରାଣୀ ବେହେରା ଓ ୧୦ ନମ୍ବର…
୮୦ ପ୍ରତିଶତ ଆକ୍ରାନ୍ତ ଶିଶୁ କ୍ୟାନସରରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିବେ
ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ଆନ୍ତର୍ଜାତିକ ଶିଶୁ କର୍କଟ ଦିବସ ପାଳିତ
ଭୁବନେଶ୍ୱର: ପୃଥିବୀରେ କ୍ୟାନ୍ସର ଭଳି ଦୁଃସାଧ୍ୟ ରୋଗରେ ଆକ୍ରାନ୍ତ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିବେ । ଆଗୁଆ ରୋଗର ଚିହ୍ନଟ, ଉପଯୁକ୍ତ ଚିକିତ୍ସା ଓ ଯତ୍ନ ଫଳରେ ଏଭଳି ଦୁଃସାଧ୍ୟ ରୋଗକୁ କୁନି କୁନି ଶିଶୁ…
ସରପଞ୍ଚ ପ୍ରାର୍ଥୀ ଙ୍କ ହୃଦଘାତ ରେ ମୃତ୍ୟୁ
ପଦ୍ମପୁର-ଶାସକ ପ୍ରଶାସକ-ଜଣେ ସରପଂଚ ପ୍ରାର୍ଥୀଙ୍କ ଆକସ୍ମିକ ଦେହାନ୍ତ ସୂଚନା ମିଳିଛି । ଆସନ୍ତା କାଲି ମତଦାନ ଥିବା ବେଳେ ମତଦାନକୁ ସ୍ଥଗିତ ରଖିବା ପାଇଁ ବିଜ୍ଞପ୍ତି ଜାରି ହୋଇଥିବା ଜଣାପଡ଼ିଛି । ବରଗଡ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀର କେଲେଣ୍ଡାପାଲି ସରପଂଚ ପ୍ରାର୍ଥୀ ସରୋଜ ସେଠଙ୍କ…
ଆସନ୍ତା କାଲି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ
ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ: ନିର୍ବାଚନ ଜିତିବା ଆଶାରେ ସମସ୍ତ ପ୍ରାର୍ଥୀ
ବରଗଡ଼ :- ଆସନ୍ତା କାଲି ଅର୍ଥାତ ବୁଧବାର ଷୋହଳ ତାରିଖ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ର ପ୍ରଥମ ପର୍ଯ୍ୟାୟ । ଇତି ମଧ୍ୟରେ ବରଗଡ଼ ଜିଲ୍ଲାର ଝାରବନ୍ଧ, ପାଇକମାଲ, ଭଟଲି ଓ ଅମ୍ବାଭନା ବ୍ଲକରେ ସୋମବାର ସନ୍ଧ୍ୟାରେ…
କୋଭିଡରେ ମୃତ୍ୟୁବରଣ କରିଥିବା ସାମ୍ବାଦିକା ସବନମ୍ ସିରିନଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ତରଫରୁ 15 ଲକ୍ଷ ଟଙ୍କାର…
ଭୁବନେଶ୍ୱର :କୋଭିଡରେ ପ୍ରାଣ ହରାଇଥିବା ନ୍ୟୁଜ୍-7ର କାର୍ଯ୍ୟକ୍ରମ ବ୍ୟବସ୍ଥାପିକା ତଥା ସାମ୍ବାଦିକା ସ୍ୱର୍ଗୀୟା ସବନମ୍ ସିରିନ୍ ଙ୍କ ପରିବାରକୁ ଆଜି ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର 15 ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସୂଚନା ଓ…
ଟିକସ ଫାଙ୍କିବା ଅଭିଯୋଗ : ଗୋୟଲ ଟ୍ରେଡ଼ର୍ସକୁ ୩୫ ଲକ୍ଷ ଟଙ୍କା ଫାଇନ ।
ପଦ୍ମପୁର(ଶାସକ ପ୍ରଶାସକ)-ମହଙ୍ଗା ପଡିଛି ଟିକସ ଫାଙ୍କିବା । ପଦ୍ମପୁର ସହରର ପଦ୍ମପୁର ବସନା ରୋଡ଼ଠାରେ ଥିବା ଥିବା ଗିରିଧାରୀ ଅଗ୍ରୱାଲଙ୍କ ଗୋୟଲ ଟ୍ରେଡ଼ର୍ସ ଉପରେ ଟିକସ ଫାଙ୍କିବା ଅଭିଯୋଗରେ ସିଟି ଓ ଜିଏସଟି ଡେପୁଟି କମିସନର ରଜନୀକାନ୍ତ ସେଠଙ୍କ ନେତୄତ୍ବରେ ଗତ ଫେବୃଆରୀ ୦୪ ତାରିଖ ଦିନ…