ପୌରପରିଷଦ, ଜଗତସିଂହପୁର ପ୍ରଥମ ସାଧାରଣ ବୈଠକ

0

ଜଗତସିଂହପୁର,/ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ  ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି ଯୋଗଦେଇ ସରକାରଙ୍କ ଜନ କଲ୍ୟାଣ ଯୋଜନା କିପରି ସହରାଞ୍ଚଳ ରେ ସଫଳ ରୂପାୟନ ହୋଇ ହିତାଧିକାରୀଙ୍କ ସମିତି ଅଧ୍ୟକ୍ଷା ନିକଟରେ ପହଞ୍ଚି ପାରିବ ସେ ନେଇ ଆଲୋଚନା କରିଥିଲେ l ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ,ଉପାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ବିଶୋଇ, ନିର୍ବାହୀ ଅଧିକାରୀ ଅଶୋକ କୁମାର କର୍ଣ୍ଣ ସବୁ ୱାର୍ଡର କାଉନସିଲର ଏହି ବୈଠକରେ ଭାଗ ନେଇଥିଲେ l ଜଗତସିଂହପୁର ପୌରପରିଷଦର ପ୍ରଥମ ସାଧାରଣ ବୈଠକରେ ସାମିଲ ହୋଇଛନ୍ତି l

Leave A Reply

Your email address will not be published.