ବେନିୟମ ବାଲି ଚାଲାଣ : ୬ ଟି ଟ୍ରାକ୍ଟର ରୁ ୫୮ହଜାର ଟଙ୍କା ଜୋରିମାନା ଆଦାୟ On May 23, 2022 12 Share ସୁବର୍ଣ୍ଣ ପୁର (ପ୍ରକାଶ ହାତୀ) ସୋନପୁର ଜିଲ୍ଲା ମନମୁଣ୍ଡା ବ୍ରିଜ ତଳ ତେଲ ନଦୀ ରୁ ସମୋବାର ୬ ଗୋଟି ଟ୍ରାକ୍ଟର, କୁ ବେନିୟମ ବାଲି ଚାଲାଣ କରୁଥିବା ସମୟରେ ତହସିଲଦାର ସୋନପୁର ନଵୀନ କିଶୋର ପାଢ଼ୀ ଙ୍କ ତତ୍ୱାବଧାନରେଏକ ଟିମ ଚଢ଼ାଉ କରିଥିଲେ।ବାଲି ବୋଝେଇ ଟ୍ରାକ୍ଟର କୁ ଅଟକ ରଖିଥିଲେ।ଏହି ଚଢ଼ାଉ ରେ ଅତିରିକ୍ତ ତହସିଲଦାର ପ୍ରମୋଦ କୁମାର ମେହେର, ଆର ଆଇ ସୁଧୀର ପାଣ୍ଡିଆ, ଏ ଆର ଆଇ ସଞ୍ଜୟ ଭୋଇ, ଅମିନ ମିତ୍ରଭାନୁ ବାଗ ପ୍ରମୁଖ ଚଢ଼ାଉ କରି ବେନିୟମ ଵାଲି ଚାଲାଣ ଟ୍ରକ୍ଟର ମାନଙ୍କ ଠାରୁ ୫୮ ହଜାର ଟଙ୍କା ଜୋରିମାନା ଆଦାୟ କରିଛନ୍ତି l 12 Share FacebookTwitterGoogle+ReddItWhatsAppPinterestEmail